/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705068902.jpg)
Baijayant Panda Birthday
ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡରେ ଥିବା ମା’ ଘଣ୍ଟାସୁଣି ମନ୍ଦିର ପରିସରରେ ବୈଜୟନ୍ତଙ୍କ ଜନ୍ମଦିନ ପାଳନ କରାଯାଇଛି । ଟିଟିଲାଗଡ ବିକାଶ ସେନାର କର୍ମକର୍ତ୍ତାଙ୍କ ସହ ସହରର ବିଭିନ୍ନ କଲେଜର ଛାତ୍ରମାନେ ମନ୍ଦିରରେ ଦୀପ ଜାଳି ବୈଜୟନ୍ତଙ୍କ ଦୀର୍ଘ ଆୟୁ କାମନା କରିଛନ୍ତି ।
Advertisment
ସେହିପରି ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନରେ ଆଜି କନ୍ଧମାଳ ଜିଲ୍ଲାର ଯୁବକ ମାନେ ମଧ୍ୟ ଫୁଲବାଣୀ ଶନି ମନ୍ଦିରରେ ଦୀପ ଦାନ କରିଛନ୍ତି । ଯୁବ ନେତା ବିଶ୍ୱରଂଜନ ଦାସଙ୍କ ନେତୃତ୍ୱରେ ବହୁ ଯୁବକ ମନ୍ଦିରରେ ଏକତ୍ରିତ ହୋଇ ଶନିଦେବଙ୍କ ନିକଟରେ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ । ଏଥିସହିତ ସେମାନେ ବୈଜୟନ୍ତ ପଣ୍ଡାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)