• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର ଚନ୍ଦ୍ର- ତୁଳା ଅହୋରାତ୍ର ତିଥି- ୧୧ଶୀ (ମଳ) ପ୍ରାତଃ ୦୬.୨୫ ଗତେ ୧୨ଶୀ ଘାତଚନ୍ଦ୍ର- ନାସ୍ତି ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୬.୨୫ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୩.୫୫ ଗତେ ୩ ପାଦ-କୃଷି , ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ

ଶୁଭସମୟ-

ପ୍ରାତଃ -୦୫.୧୧ ରୁ ୦୬.୫୦
ଦିବା -୦୯.୩୫ ରୁ ୧୨.୧୪
ଦିବା -୦୪.୪୪ ରୁ ୦୫.୩୧
ସନ୍ଧ୍ୟା -୦୬.୨୩ ରୁ ୦୭.୦୭
ରାତ୍ରି -୦୯.୦୫ ରୁ ୦୯.୫୯
ରାତ୍ରି -୧୨.୦୯ ରୁ ୦୨.୧୯

ଅଧିକ ପଢ଼ନ୍ତୁ: Vastu Tips: ଘରର ଉତ୍ତର ଦିଗରେ ନାଲି ରଙ୍ଗ ବ୍ୟବହାର କରିଛନ୍ତି କି… ହେବ ଏହିସବୁ ସମସ୍ୟା

ଅଶୁଭସମୟ- 

ରାହୁକାଳ- ଦିବା-୦୩.୦୫ ରୁ ୦୪.୪୪
କାଳବେଳା- ଦିବା-୦୧.୨୬ ରୁ ୦୩.୦୫
ବାରବେଳା- ପ୍ରାତଃ-୦୬.୫୦ ରୁ ୦୮.୨୯
କାଳରାତ୍ରି- ରାତ୍ରି -୦୭.୪୪ ରୁ ୦୯.୦୫

OTV is now on Whatsapp

Join and get latest news update delivered to you via whatsapp

Join Now