• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Odisha Assembly
ଚାଲୁନି ବିଧାନସଭା ! ତିନି ଦିନ ହେଲା ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ

ରାଜ୍ୟପାଳଙ୍କ ପୁଅ ବିବାଦ ପ୍ରସଙ୍ଗରେ ସ୍ପଷ୍ଟୀକରଣ ସତ୍ତ୍ୱେ ନଛୋଡ଼ବନ୍ଧା ବିଜେଡି । ସର୍ବଦଳୀୟ ବୈଠକ ଫେଲ୍ ।

Vehicle Fitness
ଫିଟନେସ୍ କି ରେଜିଷ୍ଟ୍ରେସନ ନଥାଇ ଗଡୁଥିବା ଗାଡ଼ି ସାବଧାନ

ତୁରନ୍ତ ଆକ୍ସନ ପାଇଁ ପରିବହନ ବିଭାଗର ନିର୍ଦ୍ଦେଶନାମା । ରାଜ୍ୟବାପୀ ଘୂରି ବୁଲିବ ଏନଫୋର୍ସମେଣ୍ଟ ଟିମ୍ ।

  • Wednesday, 24 July 2024
Duplicate Sauce
ୟୁରିଆ ସାର-ଏସିଟିକ୍ ଏସିଡ୍-ନକଲି ରଙ୍ଗ ଆଉ ଫ୍ଲେଭରରେ ତିଆରି ହେଉଥିଲା ସସ୍

ରାଜଧାନୀରୁ ବିପୁଳ ନକଲି ସସ୍ ସିଜ୍ ପରେ ମିଳିଲା ସାଙ୍ଘାତିକ ତଥ୍ୟ । ପୋଲିସର ଖୋଳତାଡ଼, କୁଆଡ଼େ ହେଉଥିଲା ନକଲି ସସ୍ ସପ୍ଲାଏ ।

Dharmasala Politics
ସରଗରମ ଧର୍ମଶାଳା ରାଜନୀତି, ବିଲ୍‌ ପାସ୍‌ କରିବାକୁ ମନା କଲେ ବିଧାୟକ

ଯାଜପୁର ଜିଲ୍ଲା ପ୍ରଶାସନ-ବିଜେଡି ନେତାଙ୍କ ବୈଠକକୁ ନେଇ ଚର୍ଚ୍ଚା । ବୈଠକକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ।

  • Wednesday, 24 July 2024
Migrant Labour
କେବେ ନିର୍ଯାତନା ତ କେବେ ଅକାଳ ମୃତ୍ୟୁ, ଦାନା ଯୋଗାଡ଼ରେ ଯାଇ ଶବ ପାଲଟୁଛନ୍ତି ଶ୍ରମିକ

ଘର ଅଗଣାରେ ବସି ପୁଅକୁ ଝୁରି ହେଉଛି ମା । ହେଲେ ପୁଅ କ’ଣ ଆଉ ଫେରିବ ? ପରିବାର ପେଟରେ ଦାନା ଦେବାକୁ ଆନ୍ଧ୍ରକୁ ଦାଦନ ଖଟି ଯାଇଥିଲା ଭେଣ୍ଡିଆ ପୁଅ ।

Dropout Rate
ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ଓଡ଼ିଶାର ମୁଣ୍ଡପିଛା ଆୟ ୧, ୬୧, ୪୩୭ ଟଙ୍କା

ଓଡ଼ିଶାରେ ଆୟୁଷ ହାର ପୂର୍ବ ତୁଳନାରେ ୧୦ ବର୍ଷ ବଢ଼ିଛି । ଆୟୁଷ ବୃଦ୍ଧି ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ମିଳିଛି ଏହି ତଥ୍ୟ ।

Railway Budget
ରେଳବାଇରେ ଓଡ଼ିଶାକୁ ୧୦ ହଜାର ୫୮୬ କୋଟିର ଅନୁଦାନ

କେନ୍ଦ୍ର ବଜେଟରେ ରେଳ ବିଭାଗକୁ ମିଳିଥିବା ଅନୁଦାନ ସମ୍ପର୍କରେ ସୂଚନା ଦେଇ ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଏବେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି, ଶତ ପ୍ରତିଶତ ବିଦ୍ୟୁତ୍ କରଣ ହୋଇଯାଇଛି।

New Railway Project
୯ମ ଶ୍ରେଣୀ ଝିଅର ବାହାନଗା କାହାଣୀ, ଟ୍ରେନ୍‌ ଟ୍ରାଜେଡିକୁ ନେଇ ତିଆରି କଲେ ପ୍ରକଳ୍ପ

ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ରଘୁନାଥ ଜେନାଙ୍କ ଝିଅ ହେଉଛନ୍ତି ପରୀ ଜେନା । ସେ ଏବେ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଏତେ ଛୋଟ ବୟସରେ ରେଳ ବିଭାଗକୁ ପରୀ ଏକ ନୂଆ ସନ୍ଦେଶ ଦେଇଛନ୍ତି l

Ration Card
ରାସନ କାର୍ଡ ପାଇବେ ୮ ଲକ୍ଷ ନୂଆ ହିତାଧିକାରୀ ! ଜାଣନ୍ତୁ କିଏ ପାଇବେ...କିଏ କଟିବେ...

ମାସକ ମଧ୍ୟରେ ହିତାଧିକାରୀଙ୍କୁ ମିଳିପାରେ ରାସନ କାର୍ଡ । ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତି। ଏନେଇ ରାଜ୍ୟ ସରକାର ପ୍ରକିୟା ଆରମ୍ଭ କରିଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Ratna Bhandar
ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ବଡ଼ ବୟାନ; କହିଲେ, ଗଣତି ମଣତି ପାଇଁ ପ୍ରସ୍ତୁତ ହୋଇଛି SOP

ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇକୁ ହସ୍ତାନ୍ତର କରିବ ଶ୍ରୀମନ୍ଦିର ପ୍ରଶାସନ । ଗଣତି ମଣତି ପରେ ରତ୍ନ ଓ ଅଳଙ୍କାର ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଷ୍ଟିସ ରଥ କହିଛନ୍ତି ।

Odisha Assembly
ସର୍ବଦଳୀୟ ବୈଠକରୁ ବାହାରି ପାରିଲାନି ନିଷ୍କର୍ସ, ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ କକ୍ଷତ୍ୟାଗ କରିଥିଲେ ବିଜେଡି ବିଧାୟକ । ସେହିପରି କଂଗ୍ରେସ ବିଧାୟକ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗରେ ନାରାବାଜି କରିଥିଲେ ।

Minister Mukesh Mahaling
ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିଶୃଙ୍ଖଳା; ନବୀନଙ୍କ ଗିରଫ ଦାବି କଲେ ମହାଲିଙ୍ଗ

ଗତକାଲି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ ପାଇଁ ଦାବି କରିଥିଲେ ।  

Banakalagi ritual
ଆଜି ହେବ ମହାପ୍ରଭୁଙ୍କ ବନକଲାଗି; ୩ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ...

ମହାପ୍ରଭୁଙ୍କ ବନକଲାଗି। ଏହି ନୀତି ପାଇଁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।

Vigilance Scanner
ଭିଜିଲାନ୍ସ ଜାଲରେ ସ୍ବାମୀ-ସ୍ତ୍ରୀ: ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ...

ସ୍ବାମୀଙ୍କ ସହ ଭିଜିଲାନ୍ସ ଜାଲରେ ପଡ଼ିଲେ ସରପଞ୍ଚ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁସୁବା ସରପଞ୍ଚ ମାମାଲି ସାମଲ ଓ ସ୍ୱାମୀ ଶିଶିର ସାମଲ ଭିଜିଲାନସ ହାବୁଡ଼ରେ ପଡ଼ିଛନ୍ତି। 

Smita Rani Mohanty
ଅନାସ୍ଥାରେ ହାରିଲେ ଫୁଲବାଣୀ ପୌରପରିଷଦର ପୌରାଧ୍ୟକ୍ଷା...

ଅନାସ୍ଥାରେ ହାରିଲେ ଫୁଲବାଣୀ ବିଜେପି ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି । ଅନାସ୍ଥା ସପକ୍ଷରେ ୧୧ଜଣ କାଉନସିଲର ଭୋଟ୍ ଦେଇଛନ୍ତି।

Land Encroachment
ମାତିଛନ୍ତି ମାଫିଆ; ଚୌଦ୍ବାର ଅଞ୍ଚଳରେ ମାଡି ବସିଛନ୍ତି ଏକର ଏକର ଜମି...

କଟକ ଚୌଦ୍ବାର ଅଞ୍ଚଳରେ କିଣୁଛନ୍ତି କି ଜମି ? ସାବଧାନ୍ । ମାତିଛନ୍ତି ଜମି ମାଫିଆ । ପ୍ରତି ପାଦରେ ଛକି ରହିଛନ୍ତି ଜମି ଦଲାଲ । 

Weather Update
ଓଡ଼ିଶାକୁ ଆଉ ୩ ଦିନ ବର୍ଷା; ଆଜି ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣି... 

ଆହୁରି ୩ ଦିନ ଏପରି ବର୍ଷା ଜାରି ରହିବ। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କେଉଁଠି ପ୍ରବଳ ବର୍ଷିପାରେ।

Odisha Assembly
ସରଗରମ ବିଧାନସଭାର ବଜେଟ୍ ଅଧିବେଶନ; ଆଜି ହେବ ଉପବାଚସ୍ପତି ନିର୍ବାଚନ...

ବଜେଟ୍ ଅଧିବେଶନରେ ଗଲା ଦୁଇ ଦିନ ଧରି ହୁଲୁସ ତୁଲୁସ ଚାଲିଛି ଗୃହ। ଆଜି ତୃତୀୟ ଦିନରେ ବି ସମାନ ଧରଣରେ ସରଗରମ ରହିପାରେ ଗୃହ କାର୍ଯ୍ୟ।

Odisha Minister Mukesh Mahaling
ବିଜେଡି ଉପରେ ମୁକେଶଙ୍କ ହମଲା; କିଏ ‘ଫାଇଭ୍ ଟାଉଟର୍’ ? 

ବିଜେଡି ବିଧାୟକ, ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିଲେ। ସେତେବେଳେ କୁଆଡ଼େ ଯାଇଥିଲା ଆପଣ ମାନଙ୍କ ଓଡ଼ିଆ ଅସ୍ମିତା ? ବିଧାନସଭାରେ କିଛି ଏଭଳି ପ୍ରଶ୍ନ ଉଠାଇ ବିରୋଧୀ ବିଜେଡିକୁ ବର୍ଷିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। 

Vehicles
ରାଜ୍ୟ ପରିବହନ ମନ୍ତ୍ରୀଙ୍କ ବଡ଼ ସୂଚନା: ଜବତ ହେବ ଫିଟନେସ୍ ନଥିବା ଗାଡ଼ି...

ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ ପାଇଁ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ କହିଛନ୍ତି, ବିନା ଫିଟନେସରେ ଚାଲୁଥିବା ଗାଡ଼ି ଗୁଡ଼ିକୁ କେବଳ ଜରିମାନା ନୁହେଁ, ଆଇନ ଅନୁଯାୟୀ ଜବତ କରାଯିବା ସହ ମାମଲା ରୁଜୁ କରାଯିବ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 24 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 24 July 2024
Odisha Congress
କିଏ ହେବେ ନୂଆ ପିସିସି ମଙ୍ଗୁଆଳ ? ରେସ୍‌ରେ ସପ୍ତଗିରି..

କିଛି ଦାୟିତ୍ୱ ନପାଇ ଅଭିମାନ କରିଛନ୍ତି ତାରା ବାହିନୀପତି । ନୂଆ ପିସିସି ସଭାପତିଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ- ରାଜନୀତି ସମୀକ୍ଷକ ।

Tamato Price Hike
ପରିବା ହାଟରେ ଟମାଟୋ ଟେନସନ୍ !

ଟମାଟୋ କେଜି କେଉଁଠି ୮୦ ତ କେଉଁଠି ସେଞ୍ଚୁରୀ ପାର୍ । କିଲେ ସ୍ଥାନରେ ଅଢ଼େଇ ଶହ କିଣି କାମ ଚଳାଉଛନ୍ତି ଖାଉଟି ।

Khurdha - Balangir Railway
ଟନେଲ୍‌ ଖୋଳା ସରିଲା, ଖୁବ୍‌ଶୀଘ୍ର ସରିବ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ

ଚାଲୁରହିଥିବା ରେଳ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବା ପାଇଁ ଉଭୟ ପାର୍ଶ୍ୱରୁ ଟନେଲ୍ କାର୍ଯ୍ୟ ନିର୍ମାଣ କରାଯାଉଅଛି ।

BJP National VP Jay Panda
ଇରାକରେ ଫସିଛନ୍ତି ଓଡ଼ିଆ ଯୁବକ; ଉଦ୍ଧାର ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତଙ୍କ ଉଦ୍ୟମ

ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖିଛନ୍ତି ବୈଜୟନ୍ତ।