• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Subhadra Yojana
ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି; ନିଜ ଜନ୍ମଦିନରେ କରିବେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ। ଆଜି ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। 

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 17 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 17 September 2024
Cuttack Series Accident
ଯୋବ୍ରା ବ୍ରିଜରେ ସିରିଜ୍ ଦୁର୍ଘଟଣା ! ବୋଲେରୋ ପରେ ଅଟୋକୁ ପିଟିଲା ସ୍କର୍ପିଓ

ସିରିଜ୍ ଦୁର୍ଘଟଣାରେ ୩ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା ।

Subhadra Yojana
‘ବ୍ୟାଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇନଥିଲେ ସୁଭଦ୍ରା ଆବେଦନ ବିଚାରାଧୀନ’

୧ ଟଙ୍କା ପଠାଯିବା ପରେ ଏସଏମଏସ୍ ଜରିଆରେ ଅବଗତ କରାଯାଉଛି । ଆକାଉଣ୍ଟକୁ ୧ ଟଙ୍କା ପ୍ରଦାନ କରାଯିବା ଏକ ନିରନ୍ତର ପ୍ରକ୍ରିୟା, ଯେଉଁମାନଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇନି, ସେମାନଙ୍କ ଆବେଦନ ବିଚାରାଧୀନ ରହିଥିବା ଦର୍ଶାଯାଇଛି।

Social Service
ଯେଉଁଠି ଆଶା ମରିଯାଏ, ସେଇଠି ଛିଡ଼ା ହୁଏ ଉମିଦେଁ

ଚର୍ଚ୍ଚାରେ କ୍ୟାନସର ପୀଡ଼ିତ ଶିଶୁଙ୍କ ସେବା ପାଇଁ ସମର୍ପିତ ସଂସ୍ଥା । ଭୁବନେଶ୍ୱର ଏମସ ନିକଟରେ ଅଛି ସେବା ହୋମ୍ ।

Subhadra Yojana
ସୁଭଦ୍ରାକୁ ନେଇ ଦୂର ହେଲା ବଡ଼ ଦ୍ବନ୍ଦ୍ବ, ଆକାଉଣ୍ଟକୁ ଟଙ୍କାଟିଏ ଯାଇ ନଥିଲେ ବି ଖାତାକୁ ଯିବ ଟଙ୍କା

ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନାର ଶୁଭାରମ୍ଭ କରୁ କରୁ ହିତାଧିକରାରୀଙ୍କ ଆକାଉଣ୍ଟରେ ପଡ଼ିବ ୫-୫ ହଜାର ଟଙ୍କା ।

Narendra Modi
କାଲି ଆସିବେ ପ୍ରଧାନମନ୍ତ୍ରୀ, ଜନ୍ମ ଦିନରେ ଜନତା ମଇଦାନରେ ଦେବେ ସୁଭଦ୍ରା ଭେଟି

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ନିଜ ଜନ୍ମ ଦିନରେ ଜନତା ମଇଦାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ବାସୀଙ୍କୁ ଭେଟି ଦେବେ ବହୁଚର୍ଚ୍ଚିତ ସୁଭଦ୍ରା ଯୋଜନା ।

Duplicate Liquor
ବରମୁଣ୍ଡା କାଉଣ୍ଟରରେ ନକଲି ମଦ, ୫୦ ଲକ୍ଷ ସ୍ୱାହା..!

୫୦ ଲକ୍ଷର ନକଲି ମଦରେ ଜେସିବି ଚଢ଼ାଇଲା ଅବକାରୀ ବିଭାଗ । ବରମୁଣ୍ଡାରେ ଥିବା ମଦ ଦୋକାନ ସିଲ୍ ।

Paradeep Politics
ବିଲ୍ ପାଇଁ ମହାଭାରତ, କୁଜଙ୍ଗରେ ବିଡିଓଙ୍କୁ ବିଜେଡି ମାଡ଼ !

ତେଜିଲା ପାରାଦୀପ ରାଜନୀତି । ଜାଣିଶୁଣି ବିଲ୍ ବନ୍ଦ କଲେ ନିଆଁ ଜଳିବା ନେଇ ଶଙ୍ଖ ଦଳର ଚେତାବନୀ ।

Fake Goods Scandal
ସବୁଠି ଅପମିଶ୍ରଣ, ଖାଦ୍ୟ ନାଁରେ ଲୋକ ଖାଉଛନ୍ତି ବିଷ

ବ୍ରହ୍ମପୁର ସହରରେ କାୟା ମେଲାଉଛି ନକଲି ସାମଗ୍ରୀ । ପ୍ରାୟ ସମୟରେ ଧରାପଡୁଛି ଗୋଟିଏ ପରେ ଗୋଟିଏ ଅପମିଶ୍ରିତ ସାମଗ୍ରୀ । ଖାଦ୍ୟ ସାମଗ୍ରୀଠୁ ନେଇ ଗାଡିର ଇଂଜିନ ଅଏଲ ଯାଏ...ସବୁଠି ଲମ୍ବିଛି ନକଲି, ଅପମିଶ୍ରିତ ସାମଗ୍ରୀର ଚେର ।

Sex Racket
ଛୋଟ ସହରରେ ବଢୁଛି ସେକ୍ସ ରାକେଟ, ଟାର୍ଗେଟରେ ଲଜ୍ ଓ ଗେଷ୍ଟହାଉସ

କେବଳ ବଡ ସହର ନୁହେଁ, ଏବେ ଛୋଟ ଛୋଟ ସହର ଗୁଡିକରେ ବି ମାଡି ଗଲାଣି ଦେହ ବ୍ୟବସାୟ କାରବାର।

Lata Usendi
‘ବିଜେଡି ପାଖରେ ଆଉ ନାହିଁ ମହିଳା ଭୋଟ ବ୍ୟାଙ୍କ ନାହିଁ’

ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ଭୁବନେଶ୍ବରରେ ପହଞ୍ଚିବା ପରେ ଲତା କହିଛନ୍ତି, ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରୁଛି ।

Reckless Driving Causes Havoc in Bhubaneswar
ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ, ଗାଡ଼ି ଜବତ

ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ । ୫ ଜଣଙ୍କୁ ଗିରଫ କରିବା ସହ୨ଟି ଗାଡ଼ି ଜବତ କଲା ପୋଲିସ।

Elephant
କେନ୍ଦୁଝରରେ ହାତୀ ଉପଦ୍ରବ, ଧାନ ସହ ଖାଇଦେଲେ ୧୦ ହଜାର ଟଙ୍କା !

ରବିନ୍ଦ୍ର ପାତ୍ରଙ୍କ ପତ୍ନୀ ସେହି ଡୁଲିରେ ରଖିଥିବା ୧୦ ହଜାର ଟଙ୍କା ବି ଛାଡ଼ିନଥିଲେ ହାତୀପଲ । ହାତୀ ଯିବା ପରେ ବହୁ ଖୋଜାଖୋଜି କଲେ ବି ଟଙ୍କା ମିଳିନଥିଲା ।

Snake in Car
କାର ଭିତରେ ଫସିଲା ବିରାଟ ଅଜଗର, ୫ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର

ଦୀର୍ଘ ୫ ଘଣ୍ଟା ଧରି ସୋ ରୁମ୍ କର୍ମଚାରୀ ଓ ସ୍ନେକ ହେଲପଲାଇନ ସଦସ୍ୟଙ୍କ ଉଦ୍ୟମ ପରେ ସାପଟିକୁ ଗାଡିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

Palestine Flag
କଟକରେ ଶୋଭାଯାତ୍ରା ବେଳେ ଉଡିଲା ପାଲେଷ୍ଟାଇନ୍ ପତାକା

ଜୁଲୁସ ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକ ପତାକା ଉଡାଉଥିବା ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ଦରଘାବଜାର ପୋଲିସ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ତାଗିଦ କରିବା ସହ ପତାକାକୁ ଜବତ କରିଥିଲା ।

Subhadra Yojana
ସୁଭଦ୍ରା ଯୋଜନାକୁ ନେଇ ବଡ଼ କଥା କହିଲେ ଉପମୁଖ୍ୟମନ୍ତ୍ରୀ...

 ହିତାଧିକାରୀଙ୍କ ମୋବାଇଲକୁ ଫେକ୍ ଲିଙ୍କ୍ ଆସୁଛି। ତେଣୁ ଏଭଳି ଲିଙ୍କରେ କ୍ଲିକ୍  ନକରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । 

Excise Dept Seizes Duplicate Liquor
ରାଜଧାନୀରେ ଲାଇସେନ୍ସପ୍ରାପ୍ତ ଦୋକାନରୁ ଜବତ ହେଲା ନକଲି ମଦ

ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଜବତ ହେଲା ନକଲି ମଦ । ଅସଲି ବୋତଲରେ ନକଲି ମଦ ପୂରାଇ ବିକ୍ରି କରାଯାଉଥିଲା ।

Commissionerate Police issues traffic advisory
ମୋଦିଙ୍କ ଭୁବନେଶ୍ୱର ଗସ୍ତ ପାଇଁ ଜାରିହେଲା ଟ୍ରାଫିକ କଟକଣା

କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ ନିର୍ଦ୍ଦେଶନାମା । ଭୁବନେଶ୍ୱର ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

Balasore Rain
ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର, ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି 

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ପାଣି। ବାଲେଶ୍ୱରରୁ ରେମୁଣା ଓ ଏନଏଚ୍-୧୬କୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ପ୍ରଭାବିତ ।

Special Story
ଦଇବ ସାଧିଛି ଦାଉ: ମା’ପାଇଁ ପାଠ ଛାଡିଦେଇଛି କୁନି ଝିଅ, ମୃତ୍ୟୁସହ ସଂଗ୍ରାମ କରୁଛନ୍ତି ଆରତୀ...

ଅନେକ ଆଶା ହୃଦୟରେ ଚାପି ରଖିଛି ୯ବର୍ଷର କୁନିଝିଅ। ହେଲେ କ’ଣ ହେବ, ଦଇବ ଦାଉ ସାଧିଛି । ଗୋଟିଏ ମାତ୍ର ସାହା ଭରସା ତାର ମାଆ ଆଜି ଘର ଭିତରେ ଶର୍ଯ୍ୟାଶାୟୀ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି।

Special Story
Special Story: ମେଡିକାଲରେ ପଡିଛନ୍ତି ରୋଗୀଣା ସ୍ତ୍ରୀ ସହ ୩ ଛୁଆ, ସ୍ୱାମୀ ଫେରାର୍ 

ଯାହା ହାତ ଧରି ସାତଜନ୍ମ ପାଇଁ ଚାଲିବାର ଶପଥ ନେଇଥିଲା, ତାକୁ ଆଜି ରୋଗଗ୍ରସ୍ତ ଅବସ୍ଥାରେ ଏକୁଟିଆ ଛାଡିଗଲା।

Berhampur Entrepreneur
ଯୁବ ଉଦ୍ୟୋଗୀ ଚନ୍ଦନଙ୍କ ବଡ଼ ପ୍ରୟାସ; କର୍ମଚାରୀଙ୍କ ସୁରକ୍ଷା ପାଇଁ ଡେଭଲପ୍ କଲେ ଆପ୍

କର୍ମକ୍ଷେତ୍ରରେ କର୍ମଚାରୀଙ୍କୁ ସୁରକ୍ଷା ଲାଗି ବିକଶିତ ହୋଇଛି ଏକ ସ୍ବତନ୍ତ୍ର ଆପ୍। ଏହି ଆପ ଡେଭଲପ କରିଛନ୍ତି ବ୍ରହ୍ମପୁରର ଯୁବ ଉଦ୍ୟୋଗୀ ଚନ୍ଦନ ରାଉତ ।

White Pig Farming
କୋଟିପତି କରାଇଛି ଧଳା ଘୁଷୁରୀ ଚାଷ; ସ୍ୱାବଲମ୍ୱୀ ହେବା ସହ ଉଦାହରଣ ସାଜିଲେ ଝୁନା...

କୋଟିପତି କରାଇଛି ଧଳା ଘୁଷୁରୀ ଚାଷ। ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି ମହିଳା ଚାଷୀ। 

panchang
Panchang Today 16th September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...