• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Potato
ନାଫେଡ ମାଧ୍ୟମରେ UPରୁ ଆସିବ ଆଳୁ, ୩୦ ଟଙ୍କାରେ ବିକିବେ ସରକାର

ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ।

OTV
OTVରୁ ସାଢ଼େ ୫ ଲକ୍ଷ ଟଙ୍କାର ଠକେଇ !

ଗିରଫଦାରି ଏଡ଼ାଇବାକୁ ମୁହଁ ଲୁଚାଇ ବୁଲୁଛନ୍ତି ସମୀର । ତଥ୍ୟ ପ୍ରମାଣ ସହ ଗତ ଜୁନ୍ ୨୩ରେ ଓଟିଭି ପକ୍ଷରୁ ଏତଲା ।

BJD
ଦଳୀୟ କନ୍ଦଳ BJD ପାଇଁ ଚିନ୍ତା ଘାରିଛି, ସଂଗଠନ ସଜାଡ଼ିବାକୁ ନବୀନଙ୍କ ବୈଠକ

କଟାକ୍ଷ କରି ବିଜେପି କହିଛି, ପୂର୍ବରୁ ଦଳୀୟ ନେତାଙ୍କୁ ପଚାରୁ ନଥିବା ନବୀନ ଏବେ ଗଡ ଭୁଶୁଡୁଥିବା ଦେଖି ଘନ ଘନ ବୈଠକ କରୁଛନ୍ତି। 

Potato price
ହାଟ ବଜାରରୁ ଅନ୍ତର୍ଦ୍ଧାନ ଆଳୁ, ଓଡ଼ିଶା ମୁହାଁ ଗାଡ଼ିକୁ ଗୋଡ଼ାଇ ଧରୁଛି ବଙ୍ଗ ପୋଲିସ

ହାଟ ବଜାର, ଘର ଦୁଆର । ଯୁଆଡ଼େ ଯାଆନ୍ତୁ, ସବୁଠି ଏବେ ଆଳୁ ଚର୍ଚ୍ଚା । କାରଣ କେଉଁଠି ଆଳୁ ଗାୟବ ତ ଆଉ କେଉଁଠି ଆକାଶଛୁଆଁ ଦର।

Rice ATM
ଏଣିକି ଡିଲର ପାଖେ ଧାଡ଼ି ବାନ୍ଧିବାକୁ ପଡ଼ିବନି, ATMରୁ ଚାଉଳ ଉଠାଇବେ ହିତାଧିକାରୀ

କାର୍ଡ ନମ୍ବର ମାରି ଫିଙ୍ଗର ପ୍ରିଣ୍ଟ୍ ଦେଲେ ମେସିନରୁ ବାହାରିବ ଚାଉଳ । ସଫଳ ହେଲେ ପ୍ରତି ବ୍ଲକରେ ଖୋଲାଯିବ ଚାଉଳ ଏଟିଏମ୍  ।

Mines
ମହାପ୍ରଭୁଙ୍କ ମୂଲ୍ୟବାନ ଖଣି ବି ଛାଡ଼ିଲେନି ମାଫିଆ, ବିକି ଦେଲେ ଅନୁମତିଠାରୁ ଅଧିକ ପଥର

ଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ଥିବା ଖଣିକୁ ବି ଛାଡ଼ିଲେନି ମାଫିଆ। ଚୁକ୍ତି ଖିଲାପ କରି ପଥର ତାଡ଼ି ବିକି ଦେଇଥିବା ୧୯ ଜଣ ଖଣି ଲିଜଧାରୀଙ୍କୁ କଡ଼ା ଜୋରିମାନା ନୋଟିସ୍ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

BJD
ନିର୍ବାଚନର ଦୁଇ ମାସ ପରେ EVMକୁ ଦୋଷ ଦେଲେଣି ବିଜେଡି-କଂଗ୍ରେସ

ଟାମ୍ପରିଂ ହେଲା ୫୧ଟା ସିଟ୍ ପାଇଲେ କେମିତି। ଗତ ୨୪ ବର୍ଷରେ ବିଜେଡି କେତେ ଥର ଇଭିଏମ ଗଣ୍ଡଗୋଳ କରିଛି କହୁ ବୋଲି କହିଛି ବିଜେପି।

Coastal Odisha
ଅଶାନ୍ତ ବାଂଲାଦେଶ, ଆଲର୍ଟରେ ଓଡ଼ିଶା... ସମୁଦ୍ର ପଥ ଦେଇ ଆସିପାରନ୍ତି ଅନୁପ୍ରବେଶକାରୀ

ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରେ, ଭାରତ ଭିତରକୁ ବଢ଼ିଛି ଅନୁପ୍ରବେଶ ଆଶଙ୍କା । ସ୍ଥଳପଥ ଅପେକ୍ଷା ଜଳପଥ ସହଜ ଅନୁପ୍ରବେଶର ମାଧ୍ୟମ ହୋଇଥିବାରୁ, ବାଂଲା ଅନୁପ୍ରବେଶକାରୀଙ୍କ ଟାର୍ଗେଟରେ ଓଡ଼ିଶା।

Polavaram Project
ପୋଲାଭରମ ପ୍ରକଳ୍ପ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ସ୍ବତନ୍ତ୍ର ଟିମ୍, ବହୁ ଅଞ୍ଚଳ ବୁଡ଼ିଯିବା ଆଶଙ୍କା

କୌଣସି କ୍ଷୟକ୍ଷତି ଆକଳନ ନ କରି ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ କରୁଥିବାରୁ ତଳିଆ ଅଂଚଳର ଗାଁ ଗଣ୍ଡା ସହ ଜଙ୍ଗଲ ଜମି ଏବଂ ଶହ ଶହ ଏକର ଚାଷ ଜମି ବୁଡିଯିବା ଆଶଙ୍କା ରହିଥିବା କହିଛନ୍ତି ଟିମ୍ ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ।

RERA
ଓଡ଼ିଶା RERAର କାର୍ଯ୍ୟନୁଷ୍ଠାନ ! ଏଭସ୍ ବିଲ୍ଡକନ୍ ଉପରେ ୯୦ ଲକ୍ଷ ଟଙ୍କାର ଜରିମାନା

୨ ମାସ ମଧ୍ୟରେ ଏହି ଜରିମାନା ଅର୍ଥ ଦାଖଲ ପାଇଁ ଏଭସକୁ ନିର୍ଦ୍ଦେଶ ଦେଇଛି ଓରେରା।

Loot Case
କୁକୁରକୁ ବି ଛାଡ଼ିଲେନି, ନିଶାଦେଇ ଘରୁ ସବୁ ଲୁଟିନେଲେ

ଲୁଟେରାଙ୍କ ଅଜବ କାଣ୍ଡ । ଭୁକିବା ବନ୍ଦ ପାଇଁ କୁକୁରଙ୍କୁ ନିଶା ଔଷଧ ଦେଇ ସବୁ ଲୁଟିନେଲେ ।

Potato truc
ଓଡ଼ିଶା ଆସୁଥିଲା ଆଳୁ ଟ୍ରକ, ଗୋଡ଼ାଇ ଧରିଲା ପୋଲିସ !

ପଶ୍ଚିମବଙ୍ଗ ପୋଲିସ ଗାଡିକୁ ଜବତ କରିବା ସହ ଗାଡିରେ ଥିବା ଆଳୁ ସବୁ ଓହ୍ଲାଇ ପୁଣି ପଶ୍ଚିମବଙ୍ଗକୁ ଫେରାଇ ନେଇଛି ।

Sea Patrolling
ବାଂଲାଦେଶରେ ଅସ୍ଥିରତା, ଓଡ଼ିଶାରେ ହାଇ ଆଲର୍ଟ...ପାଟ୍ରୋଲିଂ ବଢ଼ାଇବାକୁ ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ

ସେହିପରି ସବୁ ସାମୁଦ୍ରିକ ଥାନାକୁ ଅଧିକ ଷ୍ଟାଫ୍ ଓ ସହଯୋଗ ଯୋଗାଇ ଦିଆଯାଇଛି । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି ଏବଂ ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା କହିଛନ୍ତି ପୋଲିସ ଡିଜି ।

Mohan Bhagabt
୫ ଦିନିଆ ଓଡ଼ିଶା ଗସ୍ତରେ ମୋହନ ଭାଗବତ, କାଲି କରିବେ ମହାପ୍ରଭୁଙ୍କ ଦର୍ଶନ

ଆସନ୍ତାକାଲି ପୁରୀ ଯାଇ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ଏହାପରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ମଧ୍ୟ ସେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

Illigal Ice Cream Factory
ସାବଧାନ ! ଆଇସକ୍ରିମ ବି ନକଲି

ଅମଲଭିଟା ନାଁରେ ଆଇସକ୍ରିମ୍‌ ତିଆରି କରି ଜଣେ ବ୍ୟକ୍ତି ସ୍ଥାନୀୟ ବଜାରକୁ ଛାଡୁଥିଲେ। ଆଇସକ୍ରିମ୍‌ ତିଆରି ପାଇଁ ଉଦ୍ଧିଷ୍ଟ ନାନା ପ୍ରକାର ନିମ୍ନ ମାନର ସାମଗ୍ରୀ ଏବଂ ପ୍ୟାକିଂ ଜରି ଏଠାରେ ବ୍ୟବହାର ହେଉଥିଲା ।

Rice ATM
ରାଜଧାନୀରେ ଖୋଲିଲା ଦେଶର ପ୍ରଥମ ଚାଉଳ ATM

ରାଜଧାନୀରେ ଖୋଲିଥିବା ଦେଶର ପ୍ରଥମ ଚାଉଳ ଏଟିଏମ୍‌ ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଏହା ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ ।

Liquor Shop
ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ

ଆସନ୍ତା ବର୍ଷ ଯେଉଁ ମଦନୀତି ହେବ, ସେଥିରେ ଓଡ଼ିଶାରେ ଚୋରାମଦ ବିକ୍ରି ବନ୍ଦ କରିବାକୁ ବାଟ ବାହାର କରାଯିବ ।

Load default
ବାହାଚିତା ଲିଭିନି, ନୂଆବୋହୂ ମଥାରୁ ଲିଭିଗଲା ସିନ୍ଦୂର

ସବୁ ସାରିଦେଲା ଉଧାର ଟଙ୍କା । ବାହାଚିତା ଲିଭିନି, ନୂଆବୋହୂ ମଥାରୁ ଲିଭିଗଲା ସିନ୍ଦୂର ।

Anganwadi centre
ଏମିତି ଚାଲିଛି ଅଙ୍ଗନୱାଡ଼ି ପାଠପଢ଼ା, ବର୍ଷେ ହେଲା ଭୁଶୁଡି ପଡ଼ିଛି ଘର

ବର୍ଷେ ହେଲା ଭୁଶୁଡି ପଡ଼ିଛି ଅଙ୍ଗନବାଡ଼ି କେନ୍ଦ୍ର । ବିପଦ ମୁଣ୍ଡାଇ ପାଠ ପଢ଼ୁଛନ୍ତି କୁନି କୁନି ପିଲା ।

Bhubaneswar Double Murder
ରାଜଧାନୀରେ ଚାଞ୍ଚଲ୍ୟ, ଗାଡ଼ି ପାର୍କିଂକୁ ନେଇ ଡବଲ ମର୍ଡର

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ଭୁବନେଶ୍ୱରରେ ଘଟିଛି ଡବଲ ମର୍ଡର । 

Panchanga
Panchang Today 8th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁ ବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୪ର୍ଥୀ ରାତ୍ରି ୧୨.୩୭ ଗତେ ୫ମୀ  ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଲକାଞ୍ଚନ ଦାନ ରାତ୍ରି ୧୧.୩୪ ପର୍ଯ୍ୟନ୍ତ।

Major Reshuffle of IAS Officers
ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ; ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ

ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ। ଯାଜପୁର ଜିଲ୍ଲାପାଳ ଥିବା ନିଖିଲ ପୱନ କଲ୍ୟାଣଙ୍କୁ ବଦଳି କରାଯାଇ ତାଙ୍କୁ ଓଡ଼ିଶାମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

Vastu Tips Never buy this type of plot
Vastu Tips: ସହରରେ ଯାଗା କିଣିବାକୁ ଯୋଜନା କରୁଛନ୍ତି କି… ଜାଣନ୍ତୁ କେଉଁଭଳି ଯାଗା କିଣିବେ…

ବାସ୍ତୁଦୋଷ ରହିଲେ ମାନବ ଶରୀରର ଚୁମ୍ବକୀୟ କ୍ଷେତ୍ର ସହିତ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ସମନ୍ୱୟ ରକ୍ଷା ହୋଇପାରେ ନାହିଁ। ଫଳରେ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ, ମାନସିକ ଅସ୍ଥିରତା ମଧ୍ୟ ଦେଖାଦେଇଥାଏ। ତେଣୁ ଯାଗା କିଣିବା ପୂର୍ବରୁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ, ଦେଖନ୍ତୁ…

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 08 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 08 August 2024
Mamata Mahanta - Boby Das
ମମତାଙ୍କ ସାଂସଦ ପାଣ୍ଠିକୁ ଯାଜପୁରରେ ଖର୍ଚ୍ଚ କରିବାକୁ ବାଧ୍ୟ କରୁଥିଲେ ବବି !

'ମମତାଙ୍କ ସାଂସଦ ପାଣ୍ଠିକୁ ନିଜ ଜିଲ୍ଲାରେ ଖର୍ଚ୍ଚ କରିବାକୁ ଯୋଜନା କରିଥିଲେ ବବି । ହେଲେ ମମତା କ୍ୟାନସଲ କରିବା ପରେ ବଢ଼ିଥିଲା ବିବାଦ ।'