• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Liquor Shop Licence

ମଦ ଦୋକାନ ବିରୋଧରେ ଅଭିନବ ପ୍ରତିବାଦ
Agitation Against Liquor: ମଦ ଦୋକାନ ବିରୋଧରେ ଅଭିନଵ ପ୍ରତିଵାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୀର୍ତ୍ତନ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଝାଞ୍ଜ, ମୃଦଙ୍ଗ ବଜାଇ ନାମ ସଂକୀର୍ତ୍ତନ କରିବା ସହିତ ନିଆରା ପ୍ରତିବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବାଇପାସଠାରେ ଏକ ମଦ ବାର ଖୋଲିବା ନିମନ୍ତେ ସର୍ବସାଧାରଣଙ୍କ ଆପତ୍ତି ଅଭିଯୋଗ ନିମନ୍ତେ ନୋଟିସ ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି। ବାରର ନାମକୁ ଅମ୍ବିକାଙ୍କ ନାମରେ ନାମିତ ପାଇଁ ଆବେଦନ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Excise Dept Seizes Duplicate Liquor
ରାଜଧାନୀରେ ଲାଇସେନ୍ସପ୍ରାପ୍ତ ଦୋକାନରୁ ଜବତ ହେଲା ନକଲି ମଦ

ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଜବତ ହେଲା ନକଲି ମଦ । ଅସଲି ବୋତଲରେ ନକଲି ମଦ ପୂରାଇ ବିକ୍ରି କରାଯାଉଥିଲା ।

New Excise Policy
ଆସିଲା ନୂଆ ଅବକାରୀ ନୀତି, କେବଳ ଥ୍ରୀ-ଷ୍ଟାର ହୋଟେଲକୁ ମିଳିବ ନୂଆ ବାର ଲାଇସେନ୍ସ

କେବଳ ଥ୍ରୀ-ଷ୍ଟାର ହୋଟେଲକୁ ହିଁ ନୂଆ ବାର ଲାଇସେନ୍ସ ମିଳିବ। ସେହିପରି ଡ୍ୟାନ୍ସ ବାର ଆଉ ଚାଲିବ ନାହିଁ ।