Advertisment

ରାଜଧାନୀରେ ଲାଇସେନ୍ସପ୍ରାପ୍ତ ଦୋକାନରୁ ଜବତ ହେଲା ନକଲି ମଦ

ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଜବତ ହେଲା ନକଲି ମଦ । ଅସଲି ବୋତଲରେ ନକଲି ମଦ ପୂରାଇ ବିକ୍ରି କରାଯାଉଥିଲା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Excise Dept Seizes Duplicate Liquor

Excise Dept Seizes Duplicate Liquor

ରାଜଧାନୀରେ ନକଲି ମଦ । ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଜବତ ହେଲା ନକଲି ମଦ । ଅସଲି ବୋତଲରେ ନକଲି ମଦ ପୂରାଇ ବିକ୍ରି କରାଯାଉଥିଲା । ଅସଲି ମଦ ସହ ନକଲି ମିଶାଯାଇ ବୋତଲରେ ଭର୍ତ୍ତି ହେଉଥିଲା।

Advertisment

ଅଧିକ ପଢନ୍ତୁ : ଅସୁରକ୍ଷିତ ରାଜଧାନୀର ଆପାର୍ଟମେଣ୍ଟ, ଇଞ୍ଜିନିୟରଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

Advertisment

ବରମୁଣ୍ଡା ସ୍ଥିତ ଏକ ମଦ ଦୋକାନରୁ ବିପୁଳ ପରିମାଣରେ ନକଲି ମଦ ଜବତ କରିଛି ଅବକାରୀ ଟିମ୍ । ପ୍ରାୟ ୪୦ ଲକ୍ଷ ଟଙ୍କାର ମଦ ଜବତ ହୋଇଛି । ପରୀକ୍ଷା ପାଇଁ ସାମ୍ପଲ ପଠାଯିବ । ଲାଇସେନ୍ସଧାରୀ ଝାଡ଼ଖଣ୍ଡର ହୋଇଥିବା କହିଛନ୍ତି ଅବକାରୀ ଅଧିକାରୀ। 

Liquor Shop Licence Odisha Excise Dept Liquor Shop Duplicate Liquor Sale
Advertisment
Advertisment