• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର। ଚନ୍ଦ୍ର- ମକର ପ୍ରାତଃ ୦୫.୪୪ ଗତେ କୁମ୍ଭ ,ତିଥି- ୧୩ଶୀ ଦିବା ୦୩.୧୦ ଗତେ ୧୪ଶୀ,ଘାତଚନ୍ଦ୍ର- ସିଂହ ରାଶିର , ପ୍ରାତଃ ୦୫.୪୪ ଗତେ ମିଥୁନ ଓ ମୀନ ରାଶିର,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ନାସ୍ତି

ଶୁଭସମୟ:

ପ୍ରାତଃ- ୦୫.୩୭ ରୁ ୦୭.୦୮

ଦିବା- ୦୮.୫୧ ରୁ ୧୧.୧୭

ରାତ୍ରି- ୦୮.୦୭ ରୁ ୧୦.୧୨

ରାତ୍ରି- ୦୨.୨୭ ରୁ ୦୩.୧୫

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

ଅଶୁଭସମୟ:

ରାହୁକାଳ- ପ୍ରାତଃ ୦୭.୦୮ ରୁ ୦୮.୩୯

କାଳବେଳା- ପ୍ରାତଃ ୦୭.୦୮ ରୁ ୦୮.୩୯

ବାରବେଳା- ଦିବା ୦୨.୨୩ ରୁ ୦୪.୧୩

କାଳରାତ୍ରି- ରାତ୍ରି ୧୦.୧୨ ରୁ ୧୧.୪୧

OTV is now on Whatsapp

Join and get latest news update delivered to you via whatsapp

Join Now