• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Panchang
Panchang Today 20th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଅହୋରାତ୍ର। ତିଥି- ୩ୟା ରାତ୍ରି ୦୯.୧୫ ଗତେ ୪ର୍ଥୀ। ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର। ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ନାସ୍ତି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 20 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 20 September 2024
Drawing Teacher
ରାସ୍ତାରେ ପାଗଳ ପରି ବୁଲୁଥିଲେ, ଏବେ ସ୍କୁଲରେ ପିଲାଙ୍କ ପ୍ରିୟ ଶିକ୍ଷକ !

ଚିତ୍ରାଙ୍କନ ଶିଖାଉଥିବା ବୃଦ୍ଧଙ୍କୁ ନେଇ ସବୁଠି ଚର୍ଚ୍ଚା । ଯାଜପୁର ଦରାଜପୁର ପ୍ରୋଜେକ୍ଟ ବିଦ୍ୟାଳୟରେ ଶିଖାଉଛନ୍ତି ଚିତ୍ରାଙ୍କନ ।

  • Thursday, 19 September 2024
  • Teacher
Fruit Farming
ବଢ଼ିଆଳ: ଚାଷୀ ବିକୁଚନ୍ତି ୨୦୦ରେ ଦୋକାନୀ ବିକୁଛି ୧୦୦୦ !

ରାଜ୍ୟ ତଥା ବାହାରକୁ ଯାଉଛି କୋରାପୁଟ ସୀତାଫଳ । ପ୍ରତିଦିନି ନାରାୟଣପାଟଣାରୁ ଯାଉଛି ଟ୍ରିପ୍ ଟ୍ରିପ୍ ସୀତାଫଳ ।

Rukshana
ରିଲ୍ସ କୁଇନ୍ ରୁକ୍ସାନାଙ୍କ ମୃତ୍ୟୁ ସସ୍ପେନ୍ସ ! ଡାକ୍ତର କହିଲେ ସ୍କ୍ରବ୍‌ ଟାଇଫସ୍‌, ମାଆ କହୁଛନ୍ତି ସ୍ଲୋ ପଏଜନ୍‌

ଜୁସରେ ବିଷ ଥିଲା ବୋଲି ରୁକସାନାଙ୍କ ମାଆ କେଉଁ ଆଧାରରେ ଦାବି କରୁଛନ୍ତି ? ଏସବୁ ଦିଗକୁ ତଦନ୍ତ କରି ପୋଲିସ ଏହା ଉପରୁ କେବେ ପରଦା ଉଠାଉଛି, ତା ଉପେର ସମସ୍ତଙ୍କ ନଜର।

  • Thursday, 19 September 2024
Bharatpur Police Station
ଭରତପୁର ଥାନାର ନିର୍ଯାତନା କାହାଣୀ ! କୋହଭରା କଣ୍ଠରେ ବଖାଣିଲେ ମେଜରଙ୍କ ବାନ୍ଧବୀ

କହିଲେ ଥାନାରେ ମହିଳା ପୋଲିସ ମାରିଥିଲେ ମାଡ଼ । ଦୁଷ୍କର୍ମ ପାଇଁ ଧମକ ଦେଇଥିଲେ ଆଇଆଇସି ।

  • Thursday, 19 September 2024
 Healthcare Safety Guidelines
କେଉଁଠି ସିସିଟିଭି ନାହିଁ, ତ କେଉଁଠି ନାହାନ୍ତି ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ; ସୁରକ୍ଷିତ ମଣୁନାହାନ୍ତି ମହିଳା ଡାକ୍ତର

କୋଲକାତା ଅଭୟା କାଣ୍ଡ ପରେ ଚେତିଛି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ। ଡାକ୍ତର, ନର୍ସ ଓ ଡାକ୍ତରୀ ଛାତ୍ରଛାତ୍ରୀ ଓ ଡାକ୍ତରଖାନା କର୍ମଚାରୀଙ୍କ ସୁରକ୍ଷା ପାଇଁ ପ୍ରକାଶ ପାଇଛି ତତ୍ପରତା।

CM Mohan Majhi
ସରକାରକୁ ପୂରିଲା ୧୦୦ ଦିନ, ହିସାବ ଦେଲେ; ପୂର୍ବ ବିଜେଡି ସରକାରକୁ ଧୋଇଲେ CM 

ଶହେ ଦିନରେ ମୋହନ ସରକାର । ଶରଧାବାଲିରେ ହିସାବ ଦେଲେ । ପୂର୍ବ ବିଜେଡି ସରକାରକୁ ବି ଧୋଇଲେ ସିଏମ୍ ମୋହନ ମାଝୀ ।

Balasore Flood
ସାଂଘାତିକ ବନ୍ୟା ସ୍ଥିତି ! କେଉଁଠି ପାଣି ତ କେଉଁଠି ଖାଦ୍ୟ ପାଇଁ ହାହାକାର...

ଗ୍ରାଉଣ୍ଡ ଜିରୋରେ ବିପନ୍ନଙ୍କ ଦୁର୍ଦ୍ଦଶା ପରଖିଲା ଓଟିଭି । ଝାଡ଼ଖଣ୍ଡ ଚାନ୍ଦିଲି ଡ୍ୟାମ ଗେଟ୍ ଖୋଲିବାରୁ ସ୍ଥିତି ଅଣାୟତ୍ତ ଚର୍ଚ୍ଚା ।

Subhadra Yojana
ସୁଭଦ୍ରା ଟଙ୍କା ଶୀଘ୍ର ନ ଉଠାଇଲେ ଫେରିଯିବ ବୋଲି ଗୁଜବ; ବ୍ୟାଙ୍କରେ ଶହ ଶହ ମହିଳାଙ୍କ ପ୍ରବଳ ଭିଡ଼

ଏମିତିକି ବ୍ୟାଙ୍କ ୧୦ଟା ବେଳେ ଖୋଲୁଥିବାବେଳେ ସକାଳ ୮ରୁ ମହିଳାମାନେ ଆସି ଧାଡିରେ ଛିଡା ହୋଇଥିଲେ ।

Ind Vs Ban
ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ବେ ଚମକିଲେ ଅଶ୍ବିନ-ଜାଡେଜା ଯୋଡ଼ି; ୬ ୱିକେଟ ହରାଇ ଭାରତ କଲା ୩୩୯ ରନ୍...

ବ୍ୟାଟିଂ ବିପର୍ଯ୍ୟୟ ଏଡ଼ାଇ ଚେନ୍ନାଇରେ ଚମକିଲେ ଅଶ୍ବିନ-ଜାଡେଜା ଯୋଡ଼ି । ବାଂଲାଦେଶ ବିପକ୍ଷ ଟେଷ୍ଟରେ ଅଶ୍ବିନଙ୍କ ଜବରଦସ୍ତ ଶତକ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୬  ୱିକେଟ ହରାଇ ଭାରତ କରିଛି ୩୩୯ ରନ୍ ।

 Police Raids
ରେଶମ ସହରରେ ବଢୁଛି ବିଷ ବେପାର; ଏବେ ମୁଣ୍ଡ ଟେକିଛି ନକଲି ଗୁଟଖା...

ରେଡ୍ ପରେ ରେଡ୍ ହେଉଛି, ନକଲି ସାମଗ୍ରୀରେ ଲାଗିପାରୁନି ରୋକ୍ । ଘିଅ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡଠୁଁ ନେଇ ତେଲରେ ଅପମିଶ୍ରଣ । ଏବେ ମୁଣ୍ଡ ଟେକିଛି ବେଆଇନ ଗୁଟଖା ବେପାର । 

Assault against Army Major
ରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା: ରୋଡ଼ ରୋମିଓଙ୍କୁ ବାନ୍ଧିବ ପୋଲିସ

ରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାର ହେବ ତଦନ୍ତ । ମାମଲା ରୁଜୁ ସହ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି. ଖୁରାନିଆ ।

 Hirakud Dam Rule Curve
ହୀରାକୁଦ ଡ୍ୟାମର ରୁଲ୍ କର୍ଭରେ ହେବ ସଂଶୋଧନ ! ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ...

ହୀରାକୁଦ ଡ୍ୟାମର ରୁଲ୍ କର୍ଭରେ ହୋଇପାରେ ସଂଶୋଧନ । ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ । ଜଳ ସମ୍ପଦ ବିଭାଗ ପ୍ଲାନିଂ ଓ ଡିଜାଇନ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ବରେ କମିଟି ।

Snake Rescued
ରବି ଟକିଜ୍ ଛକରେ ଚାଞ୍ଚଲ୍ୟ, ଚଳନ୍ତା କାରରୁ ଖସିଲା ନାଗ

ତେବେ ଟ୍ରାଫିକ କନେଷ୍ଟବଳ ଚାରିପଟୁ ଗାଡ଼ିକୁ ବନ୍ଦ କରିଦେବାରୁ ସାପଟି ସୁରକ୍ଷିତ ଭାବେ ନିକଟସ୍ଥ ଫୁଟପାଥକୁ ଚାଲିଯାଇଥିଲା ।

Police Negligence
ଭରତପୁର ଥାନା ବିରୋଧରେ ସାଙ୍ଘାତିକ ଅଭିଯୋଗ; ଏତଲାକାରୀଙ୍କଠାରୁ ଟଙ୍କା ମାଗୁଥିଲେ ତତ୍କାଳୀନ ଥାନାଧିକାରୀ !

ଭରତପୁର ଥାନା ବିରୋଧରେ ଆଉ ଏକ ସାଙ୍ଘାତିକ ଅଭିଯୋଗ । ଜଣେ ଏତଲାକାରୀଙ୍କଠାରୁ ଟଙ୍କା ମାଗୁଥିଲେ ତତ୍କାଳୀନ ଥାନାଧିକାରୀ ।

Mohan Majhi
‘ସଙ୍କଳ୍ପ ପତ୍ର ଆମ ପାଇଁ ଧର୍ମଗ୍ରନ୍ଥ, ଯାହା ବର୍ଷ ବର୍ଷ ଧରି ହୋଇନଥିଲା ତାହା କରିଛୁ’

ସଂକଳ୍ପ ପତ୍ରରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରା କରିଛୁ, କରିବୁ ମଧ୍ୟ । ସରକାରର ପ୍ରଥମ ଦିନରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ସହ ରତ୍ନଭଣ୍ଡାର ଖୋଲି ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ କଲୁ ।

Ratna Bhandar
ସେପ୍ଟେମ୍ବର ୨୪ ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି

ଆସନ୍ତା ୨୪ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ। ଶ୍ରୀଜିଉଙ୍କ ସ୍ବତନ୍ତ୍ର ନୀତିକାନ୍ତି ଚାଲିବ। ତେଣୁ ତାପୂର୍ବରୁ ବାକି ଥିବା ବୈଷୟିକ ସର୍ଭେ ସାରି ରିପୋର୍ଟ ଦାଖଲ କରିବାକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

 elderly couple From Old Age Home
ପୁଅ, ବୋହୂଙ୍କ ଅକଥନୀୟ ନିର୍ଯାତନା; ପରିଣତ ବୟସରେ ବୃଦ୍ଧ ଦମ୍ପତି ଖୋଜୁଛନ୍ତି ବୃଦ୍ଧାଶ୍ରମ...

ବାରିପଦାରେ ପୁଣି ଲଜ୍ଜା। ପରିଣତ ବୟସରେ କରୁଣ କାହାଣୀ । ବୟସର ଅପରାହ୍ନରେ ବୃଦ୍ଧ ଦମ୍ପତି ଖୋଜୁଛନ୍ତି ଆଶ୍ରୟ । 

Forester Death
କାହିଁକି ଜୀବନ ହାରିଲେ ଭବାନୀପାଟଣା ଫରେଷ୍ଟର ? ଡେଥ୍ ସସପେନ୍ସ ବଢ଼ାଇଛି ସୁଇସାଇଡ୍ ନୋଟ୍ ?

ସଂଜୟଙ୍କ ସୁଇସାଇଡ୍ ନୋଟ୍ ପଢିଥିଲେ ଭାଇ ରବି ନାରାୟଣ । ତାଙ୍କ ଅଭିଯୋଗ ଅନୁସାରେ ସଂଜୟ ବିଗତ ୪ ବର୍ଷରୁ ଜାରି ରିସର୍ଚ୍ଚ ସେଣ୍ଟରରେ କାମ କରୁଥିଲେ । ତାଙ୍କୁ ଡିଏଫଓ ବାରମ୍ବାର ପିସି ପାଇଁ ଚାପ ପକାଇ ଆସୁଥିଲେ ।

'brinjal korma'
ଆଜି ଘରେ ବନାନ୍ତୁ ସୁଆଦିଆ ଦେଶୀ ରେସିପି ‘ବାଇଗଣ କୋର୍ମା’

ଘରେ ନିରାମିଷରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବାଇଗଣରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ବାଇଗଣ କୋର୍ମା’ ।

Medical College
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ

ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ ଥିବାବେଳେ ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ କଲେଜ ନିର୍ମାଣ ପାଇପ ଲାଇନରେ ରହିଛି ।

built a house without vastu instead the house owner faced great disaster
Vastu Tips: ବାସ୍ତୁଶୋଧନ ନକରି ଗୃହନିର୍ମାଣ କଲେ ଗୃହକର୍ତ୍ତାଙ୍କୁ ଆସେ ମହାବିପତ୍ତି

ଆମେମାନେ ନିଜକୁ ଅତି ସୌଭାଗ୍ୟବାନ ଭାବିବା ଯେ, ଆମ୍ଭମାନଙ୍କ ପାଇଁ ବାସ୍ତୁଶାସ୍ତ୍ର ପରି ଏକ ମହତ୍ ଶାସ୍ତ୍ରଟିକୁ ରଚନା କରାଯାଇଛି । ଯାହାକୁ ବ୍ୟବହାର କରି ଆମ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରୁଛି ।

Gold Price Today
Gold Price Today 19th September 2024: ଆଜି କମିଛି ସୁନା ଦର,ଜଲ୍‌ଦି କିଣନ୍ତୁ ସୁନା ଅଳଙ୍କାର

ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ହ୍ରାସ ପାଇଛି । ଜାଣନ୍ତୁ କେତେ...

death suspense
ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁ ସସପେନ୍ସ, ସ୍କ୍ରବ୍ ଟାଇଫସ୍ ନୁହେଁ ସ୍ଲୋ ପଏଜନ ଯୋଗୁଁ ମୃତ୍ୟୁ !

୧୫ ଦିନ ତଳେ ବଲାଙ୍ଗୀରରେ ସୁଟିଂ ବେଳେ ସେ ଅସୁସ୍ଥ ହୋଇଥିଲେ । ଗତ ଅଗଷ୍ଟ ୨୭ରେ ତାଙ୍କୁ ପ୍ରଥମେ ଭବାନୀପାଟଣା, ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଓ ପରେ ଗୁରୁତର ହେବାରୁ ବରଗଡ଼ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ।