ଅନେକ ଆଶା ହୃଦୟରେ ଚାପି ରଖିଛି ୯ବର୍ଷର କୁନିଝିଅ। ହେଲେ କ’ଣ ହେବ, ଦଇବ ଦାଉ ସାଧିଛି । ଗୋଟିଏ ମାତ୍ର ସାହା ଭରସା ତାର ମାଆ ଆଜି ଘର ଭିତରେ ଶର୍ଯ୍ୟାଶାୟୀ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି।
ଖଟରେ ପଡ଼ି ପଡ଼ି କେବେ ଯୌବନ ଛୁଇଁଲା ଜାଣି ବି ପାରିଲେନି.. ୨୦ ବର୍ଷ ହେଲା ଏ ବିଚିତ୍ର ଦୁନିଆର ସୁନ୍ଦର ଛବି କେମିତି… ଦେଖିନାହାନ୍ତି ଗୋବିନ୍ଦ.. ଚାରିକାନ୍ଥ ଦେଖି କଟୁଛି ଜୀବନ.. ଆଖିର ଲୁହ ପୋଛି ଶଯ୍ୟାଶାୟୀ ପୁଅର ସେବା କରିଚାଲିଛି ମାଆ.. ହେଲେ କେତେ ଦିନ
କେତେବେଳେ ଭାଗ୍ୟ କାହା ସହ କି ଖେଳ ଖେଳେ ତାହା କେହି ଜାଣେନି। ଯେମିତି ଏହି ତିନି ଉଭଣୀ। ସବୁକିଛି ଠିକ୍ ଥିଲା, ହଠାତ୍ ମାଟ୍ରିକ୍ ପରୀକ୍ଷା ପରେ ଦିବ୍ୟାଙ୍ଗ ହୋଇଗଲେ। ଏବେ ମାଆଙ୍କ ପିଠିରେ ଏମାନେ ଯିବାଆସିବା କରୁଛନ୍ତି
ରେଳବାଇରେ ବଡ଼ ଅଫିସର ଅଛି ପୁଅ। ମାଆକୁ ପୋଷିବା ପାଇଁ କିନ୍ତୁ ଟଙ୍କା ନାହିଁ ତା’ ପାଖରେ...ପରିଣତ ବୟସରେ ମାଆଙ୍କୁ ଏମିତି ନିର୍ଯାତନା ଦେଲା ଯେ ଏବେ କାନ୍ଦିକାନ୍ଦି ଥାନାରେ ପହଞ୍ଚିଲା ମାଆ...
ପାଳି ସରିଗଲା ବୋଲି ରୋଗୀଣା ମାଆକୁ ଆଣି ସାନ ମଝିଆ ଭାଇ ଦୁଆରେ ଶୁଆଇଦେଲେ । ଦାଣ୍ଡରେ ଭାଇକୁ ଘୋଷାଡି ପିଟିଲେ ଆଉ ତା ସ୍ତ୍ରୀକୁ ଜୀବନରୁ ପାରିଦେଲେ । ବେଳେ ବେଳେ ପାରିବାରିକ କହଳ କେତେ ଉଗ୍ର ରୂପ ନେଇ ପାରେ , ଶେଷରେ ଜନ୍ମକଲା ମାଆବି ସେଥିରୁ ବର୍ତ୍ତିଲାନି
ମୋ ପୁଅକୁ ବଂଚାଇ ଦିଅ : ୧୮ ମାସ ଶିଶୁର ଜୀବନ ବଂଚାଇବା ଦରକାର ୧୬ କୋଟିର ଇଂଜେକସନ୍...ଯଦି ୩ ମାସ ମଧ୍ୟରେ ଦିଆନଯାଏ ତେବେ...