• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 23 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଆଗମୀ ରଣନୀତି କଣ ରହିଛି?: ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ ମାଗିଲେ ନବୀନ

ଗୋଟିଏ ପଟେ ବିଜେଡିକୁ ସଙ୍ଗଠନ ମଜଭୁତ୍ କରିବା ଚିନ୍ତା ଘାରିଥିବା ବେଳେ ଟେନସନ୍ ବଢାଉଛି ଅନ୍ତର୍ଦ୍ୱନ୍ଦ୍ୱ। More
  • Chandan Shishu
  • 2 years ago

ଆଶିଷ ଠାକ୍‌ରେଙ୍କ ସ୍ଥାନରେ ହାଜର ହେବେ ସୁପ୍ରିମକୋର୍ଟ ଓକିଲ

ଆଦିବାସୀ ବିରୋଧୀ ଅଫିସରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛି କଂଗ୍ରେସ। More
  • Chandan Shishu
  • 2 years ago

ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ କାହିଁକି ହେଉଛି ଅଘୋଷିତ ପାୱାରକଟ୍‌ ?

ପ୍ରଶ୍ନ, ବିଦ୍ୟୁତ୍ ବଳକା ରାଜ୍ୟ ହେବା ସତ୍ତ୍ୱେ କାହିଁକି ବିଜୁଳି କାଟ୍ ହେଉଛି ? More
  • Prangyan Parimita
  • 2 years ago

ରାଜଧାନୀରେ ନିଆଁ ବର୍ଷା : ୪୧.୭ ଡ଼ିଗ୍ରୀ ସହ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ଭୁବନେଶ୍ୱର

ତତଲା ତାଓ୍ୱା, ତତଲା ହାଓ୍ୱା । ବର୍ଷୁଥିବା ନିଆଁରେ ଜଳୁଛି ରାଜଧାନୀ । ପଥଚାରୀଙ୍କ ପାଇଁ ପ୍ରାଣ ଛାଡ଼ିଗଲା ଭଳି ସ୍ଥିତି । More
  • Chandan Shishu
  • 2 years ago

ଡ୍ରାଇଭର ଅଶୋକ ସାହୁଙ୍କ ସହ ମୋର ସମ୍ପର୍କ ଭାଇ-ଭଣଣୀ ପରି

ଗତ ୪ ବର୍ଷ ଧରି ସେ ପରକୀୟା ସମ୍ପର୍କରେ ରହିଆସୁଛନ୍ତି। More
  • Prangyan Parimita
  • 2 years ago

ଲୋକଙ୍କ ପଥର ମାଡ଼ରେ ଗାଡ଼ି କାଚ ଭାଙ୍ଗିଲା, ବର୍ତ୍ତିଗଲେ ଜିଲ୍ଲାପାଳ

ପଞ୍ଚାୟତ ଅଫିସ ସ୍ଥାନାନ୍ତର ଦାବିରେ ରାସ୍ତାରୋକ କରିଥିଲେ ଲୋକେ । ସେହି ସମୟରେ ଜିଲ୍ଲାପାଳଙ୍କ ଗାଡ଼ି ଆସିବାରୁ ଉତ୍ତେଜନା ଦେଖାଯାଇଥିଲା । More
  • Chandan Shishu
  • 2 years ago

୨୭ ମଇଁଷିଙ୍କୁ ଦଳିଦେଲା ଲୌହ ଦାନବ

ପିତାମହଲ ନିକଟରେ ମଇଁଷି ପଲକୁ ଏକ୍ସପ୍ରେସ ଟ୍ରେନ୍ ଧକ୍କା ଦେଇଛି।  More
  • Chandan Shishu
  • 2 years ago

୨୭ ଯାଏ ଅଗ୍ନି ବର୍ଷା !

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। More
  • Chandan Shishu
  • 2 years ago

ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର

ମଧ୍ୟପ୍ରଦେଶ ଓ ତତ୍ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। More
  • Prangyan Parimita
  • 2 years ago

ବିଜେଡିର ମିଶନ ୨୦୨୪ : ନବୀନ ନିବାସରେ ବିଜେଡି ସାଙ୍ଗଠନିକ ସମୀକ୍ଷା ବୈଠକ

୨୦୨୪ ନିର୍ବାଚନ ପାଇଁ ଏବେ ଠାରୁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଛି ବିଜେଡି । More
  • Rajalaxmi Sahoo
  • 2 years ago

ଡକାୟତି ଘଟଣାର ତଦନ୍ତ କରୁ କରୁ ପୋଲିସ୍‌କୁ ମିଳିଲା ହନୁମାନ ପଇସା

ଡକାୟତ ଗ୍ୟାଙ୍ଗ ଠାରୁ ୨ଟି ହନୁମାନ ପଇସା ମିଳିଛି। ୨ଟି ପୃଥକ ଡକାୟତି ମାମଲାରେ ୧୦ ଡକାୟତଙ୍କୁ ପୋଲିସ ଗିରଫ କରିଛି। More
  • Prangyan Parimita
  • 2 years ago

ବଞ୍ଚିଥିବା ଲୋକକୁ ମିଳୁନି, ହେଲେ ମଲା ଲୋକଙ୍କ ନାଁରେ ଉଠୁଛି ଭତ୍ତା ଟଙ୍କା

ଦିନେ ନୁହେଁ କି ମାସେ। ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଯାଉଛି। କଟକ ଜିଲ୍ଲାର ଟାଙ୍ଗୀ ବ୍ଲକର ସବୁ ପଞ୍ଚାୟତରୁ ଆସିଛି ଏମିତି ମାଳ ମାଳ ଅଭିଯୋଗ । More
  • Prangyan Parimita
  • 2 years ago

ନବୀନଙ୍କ ନିର୍ଦ୍ଦେଶରେ ହୁଅନ୍ତି ପିସିସି ସଭାପତି ଓ ପ୍ରଭାରୀ : ବିସ୍ଫୋରକ ବୟାନ୍‌ ଦେଲେ ସୁର ରାଉତରାୟ

ପିସିସି ସଭାପତି ଚୟନ ସମ୍ପର୍କରେ ବିସ୍ପୋରକ ବୟାନ୍‌ ଦେଇଛନ୍ତି ଜଟଣୀ ବିଧାୟକ ସୁରଶ ରାଉତରାୟ । More
  • Rajalaxmi Sahoo
  • 2 years ago

‘ମୋ ପୁଅକୁ ମାରି ଦେଇଛନ୍ତି, ମୃତ୍ୟୁ ଦିନ ମୋ ସହ ସେ ଭିଡିଓ କଲିଂରେ କଥା ହୋଇଥିଲା’

ପୁଅକୁ ହତ୍ୟା କରାଯାଇଥିବା ନେଇ ନିଶାନ୍ତଙ୍କ ବାପା, ମା’ ଅଭିଯୋଗ ଆଣିଛନ୍ତି। ବଲାଙ୍ଗିରରେ ପହଞ୍ଚିବା ପରେ ନିଶାନ୍ତଙ୍କ ବାପା, ମା’ ଏହି ହତ୍ୟା ଅଭିଯୋଗ ଆଣିଛନ୍ତି। More
  • Prangyan Parimita
  • 2 years ago

କୁଳାଙ୍ଗାର ପୁଅ : ମାତ୍ର ୧୦୦ ଟଙ୍କା ପାଇଁ ମା’ର ଜୀବନ ନେଇଗଲା

ମା’ର ମମତା ତୁଚ୍ଛ ହେଲା, ଜୀବନରୁ ମାରିଦେଲା ପୁଅ । More
  • Rajalaxmi Sahoo
  • 2 years ago

ଏପ୍ରିଲ ୨୯ରୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଆସନ୍ତା ୨୯ ତାରିଖରୁ ଭକ୍ତମାନେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଏହାସହ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ତାନ କରିବେ।  More
  • Otv Khabar Bureau
  • 2 years ago

ଚାଲିଛି କଡ଼ା ଚେକିଂ; ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ ଭରିଲା ବରଯାତ୍ରୀ ଗାଡି

ଝାଡ଼ଖଣ୍ଡର କୁର୍ଡେଗକୁ ବାହାଘର ପାଇଁ ଯାଇଥିବା ବରଯାତ୍ରୀ ଗାଡ଼ିକୁ ମୋଟା ଅଙ୍କର ଫାଇନ ଲଗାଯାଇଛି । ଚେକିଂ ବେଳେ ବରଯାତ୍ରୀ ଗାଡ଼ିକୁ ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । More
  • Rajalaxmi Sahoo
  • 2 years ago

ରହସ୍ୟ ଘେରରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ: ୭ ମହଲାରୁ ଡେଇଁ ଆତ୍ମହତ୍ୟା, ନା ଘଟଣା ପଛରେ...

ରହସ୍ୟ ଘେରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ। କେମିତି ହେଲା ମୃତ୍ୟୁ ? ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି ?  More
  • Otv Khabar Bureau
  • 2 years ago

ଛେପ ପକାଇ ଦଳିତ ବ୍ୟକ୍ତିଙ୍କୁ ନାକ ଘଷାଇବା ମାମଲା; ୬ ସପ୍ତାହରେ ଜବାବ ରଖିବାକୁ NHRCଙ୍କ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ମାର୍ଶାଘାଇରେ ଜୈନିକ ବ୍ୟକ୍ତିଙ୍କୁ ଛେପ ପକାଇ ନାକ ଘଷାଇବା ମାମଲାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବାଧିକାର କମିଶନ୍ । More
  • Rajalaxmi Sahoo
  • 2 years ago

ବାହାଘର ପ୍ରୋସେସନରେ ବୋହିଲା ରକ୍ତର ନଦୀ, ଟେଣ୍ଟ ହାଉସ୍ ମାଲିକଙ୍କୁ ପିଟି ପିଟି ହତ୍ୟା

ବାହାଘର ପ୍ରୋସେସନ ବେଳେ ଟେଣ୍ଟ ହାଉସ୍ ମାଲିକଙ୍କୁ ପିଟି ପିଟି ହତ୍ୟା କଲେ ଡିଜେ ମାଲିକ। ବରଯାତ୍ରୀରେ ଯାଇଥିବା ଡିଜେ ଗାଡ଼ି ଲାଗି ଟେଣ୍ଟ କପଡ଼ା ଚିରିବାରୁ ଗଣ୍ଡଗୋଳ ଘଟିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଟେଣ୍ଟ ହାଉସ୍ ମାଲିକଙ୍କୁ ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି। More
  • Otv Khabar Bureau
  • 2 years ago

ବାହାଘର ଭୋଜି ଖାଇ୧୬ ଅସୁସ୍ଥ

ବାହାଘର ଭୋଜି ଖାଇ କନ୍ୟାପକ୍ଷ ଅସୁସ୍ଥ । ସମ୍ବଲପୁର ସଦର ମେଡିକାଲରେ ଅସୁସ୍ଥ ହୋଇ ଗତକାଲି ଭର୍ତ୍ତି ହୋଇଥିଲେ ୧୬ ଜଣ । ସେଥିରୁ କିଛି ଛୋଟ ପିଲା ବି ରହିଛନ୍ତି । More
  • Otv Khabar Bureau
  • 2 years ago

ପାଣିପାଗ ବିଭାଗର ସତର୍କ ସୂଚନା; ରାଜ୍ୟର ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ରାଜ୍ୟରେ ପ୍ରବଳ ତାତି ମଧ୍ୟରେ କେତେକ ସ୍ଥାନରେ ସାମାନ୍ୟ ବର୍ଷା ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଆକଳନ କରାଯାଇଛି । More
  • Pramod Behera
  • 2 years ago

ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ, ଅଧ୍ୟାପକ ମରୁଡି

ରାଜ୍ୟରେ ଖୋଲିଛି ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ, ହେଲେ କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି। ସାବତ ପୁଅ ନ୍ୟାୟରେ ଚାଲିଛି ଏହି ସବୁ କୋର୍ସ। ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ ଛାତ୍ରଛାତ୍ରୀ ମୁହଁ ଫେରାଇବା ଆରମ୍ଭ କରିଛନ୍ତି। More
  • Chandan Shishu
  • 2 years ago

ଦୁଇ ଝିଅଙ୍କ ଅକାଳ ବିୟୋଗ ପରେ ଅନ୍ୟକୁ ଚକ୍ଷୁଦାନ କଲେ ବାପା

ଶୁଭଲକ୍ଷ୍ମୀ ଓ ଭାଗ୍ୟ ଲକ୍ଷ୍ମୀଙ୍କ ସିନା ଅକାଳରେ ଆରପାରିକୁ ଚାଲିଗଲେ, ହେଲେ ସେ ଦୁହିଁଙ୍କ ଆଖିରେ ଆଉ କିଏ ଦୁନିଆ ଦେଖିବ।  More
  • Prangyan Parimita
  • 2 years ago

ମହମବତୀ, ମୋବାଇଲ ଟର୍ଚ୍ଚରେ ଚାଲିଛି ସ୍ୱାସ୍ଥ୍ୟ ବିଭାଗ ! ପାଓ୍ୱାର କଟ୍ ହେଲେ ହସ୍ପିଟାଲରେ ଅନ୍ଧାରର ରାଜୁତି

ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ମୋବାଇଲ ଓ ମହମବତୀରେ ମହିଳାଙ୍କ ଡେଲିଭରି । More
  • Chandan Shishu
  • 2 years ago

ପ୍ରଶ୍ନପତ୍ର ଗୁଜବକାରୀଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଏପ୍ରିଲ ୨୯ରୁ ମେ ୭ ମାଟ୍ରିକ ଓ ଏପ୍ରିଲ ୨୮ରୁ ମେ ୩୧ ହେବ +୨ ପରୀକ୍ଷା ଆରମ୍ଭ ହେବ।  More
  • Prangyan Parimita
  • 2 years ago

ଓଡ଼ିଶା ହାତରୁ ଖସିଯିବ କି କୋଟିଆ ? କଳ, ବଳ, କୌଶଳ ଲଗାଇ ଦେଲାଣି ଆନ୍ଧ୍ର

କୋଟିଆ ଦଖଲ ଅଭିଯାନ କ୍ରମରେ ଚଳିତ ମାସ ପହିଲାରେ କୋଟିଆର ୨୮ଟି ଗାଁକୁ ନବ ଗଠିତ ମାନ୍ୟମ ଜିଲ୍ଲାର ନକ୍ସାରେ ସାମିଲ କରିଛି ଆନ୍ଧ୍ର । More