• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Power Outage

Power outage
କେବେ ସୁଧୁରିବ ବିଦ୍ୟୁତ ବ୍ୟବସ୍ଥା ? ଛତିଶଗଡ଼ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ କଟିଗଲା ଲାଇନ୍‌

କାହିଁକି ଓ କାହାଦ୍ୱାରା ଘଟିଲା ଏଭଳି ବିଭ୍ରାଟ୍ ? ତାହା ସ୍ପଷ୍ଟ ହୋଇନଥିବା ବେଳେ, କଳିଙ୍ଗ ପୁସ୍ତକ ମେଳା ଆୟୋଜିକା କହିଛନ୍ତି, ଜାତୀୟ ସଂଗୀତ ପରିବେଷଣ ବେଳେ ଲାଇନ୍ ଚାଲିଗଲା ଏବଂ ଜେନେରେଟର ଚାଲୁ କରିବା ସମୟରେ ପୁଣି ଆସିଗଲା ।

electricity office
ବାରମ୍ବାର ହେଉଥିଲା ବିଦ୍ୟୁତ୍‌ କାଟ୍‌; ରାଗିଗଲେ ଚାଷୀ, ଅଫିସ୍‌ରେ ଛାଡ଼ିଦେଲେ କୁମ୍ଭୀର

ବାରମ୍ବାର ବିଦ୍ୟୁତ୍‌ କାଟକୁ ନେଇ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏପରି କାଣ୍ଡ ଭିଆଇଛନ୍ତି ଲୋକେ । ସୂଚନା ଅନୁସାରେ ବିଜୟପୁରାରେ ବାରମ୍ବାର ବିଦ୍ୟୁତ୍‌ କାଟ୍‌ କରାଯାଉଥିଲା । ଯାହାଫଳରେ ଚାଷୀମାନେ ଚାଷ କାମ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ ।

SCB Medical
ବଡ଼ ମେଡିକାଲ୍‌ରେ ବଡ଼ ସମସ୍ୟା; ପାଣି ନପାଇ ଛଟପଟ ରୋଗୀ ଓ ସମ୍ପର୍କୀୟ

SCB ମେଡିକାଲରେ ଅନ୍ତଃହୀନ ଦୁର୍ଦ୍ଦଶା । କେବେ ଲାଇନ୍ ରହୁନି ତ କେବେ ପାଣି ସଙ୍କଟ ।

SCB Medical
ବଡ଼ ମେଡିକାଲରେ ଚାଲିଛି କ’ଣ ? ଲାଇନ୍‌ ନଥିବାରୁ ରକ୍ତ ପରୀକ୍ଷା ଓ ସିଟି ସ୍କାନ୍ ବନ୍ଦ..

କାଲି ୧୦ ଘଣ୍ଟା, ଆଜି ୬ ଘଣ୍ଟା ହେଲା ବିଦ୍ୟୁତ୍ ନାହିଁ । ଆଞ୍ଚଳିକ ନିଦାନ କେନ୍ଦ୍ରରେ ବିଦ୍ୟୁତ୍ ଗାଏବ । SCB ମେଡିକାଲରେ ରକ୍ତ ପରୀକ୍ଷା ଓ ସିଟି ସ୍କାନ୍ ବନ୍ଦ ।

power cut in bhubaneswar today
ବର୍ଷା ହୋଇ ଛାଡ଼ିଗଲା, ହେଲେ ଆସିଲାନି କରେଣ୍ଟ

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରେଣ୍ଟ ନାହିଁ । ଦୀର୍ଘ ସମୟ ଲାଇନ୍ କଟିଥିବାରୁ ସାଧାରଣ ଲୋକେ ନୟାନ୍ତ ହେଲେଣି ।

Heat Wave
ଆଷାଢ଼ରେ ଖସୁଛି ନିଆଁ; ବର୍ଷା ବଦଳରେ ସାରା ରାଜ୍ୟରେ ପ୍ରବଳ ଗରମ

କି ପୂର୍ବ, କି ପଶ୍ଚିମ, ଉତ୍ତର ହେଉ କି ଦକ୍ଷିଣ ସବୁଠି ଅଗ୍ନିବର୍ଷା ସାଙ୍ଗକୁ ଅସମ୍ଭବ ଗୁଳୁଗୁଳି । କିଏ କହୁଛି ଭାଜି ହେଉଛି, ଆଉ କିଏ କହୁଛି ସିଝି ଯାଉଛି । ମୁଣ୍ଡ ଉପରକୁ ସୂର୍ଯ୍ୟ ନଯାଉଣୁ, ଖାଁ ଖାଁ ରାସ୍ତା, ସହର ବଜାରରେ ଅଘୋଷିତ କର୍ଫ୍ୟୁ ।

Power Outage vs Gas Price Hike
ବିଜୁଳି କାଟ୍ ବନାମ ଗ୍ୟାସ୍ ଦର ବୃଦ୍ଧି

ଅଘୋଷିତ ପାୱାର କଟ୍‌କୁ ନେଇ ଅଡୁଆରେ ରାଜ୍ୟ ସରକାର । ବଢୁଛି ଜନ ଅସନ୍ତୋଷ, ହରଡ଼ଘଣାରେ ଶକ୍ତି ବିଭାଗ! ପ୍ରସଙ୍ଗ ଏଡ଼ାଇବାକୁ ଗ୍ୟାସ୍ ଦରବୃଦ୍ଧି ନେଇ ବିଜେଡିର ପ୍ରତିବାଦ । ବିଜେପିର ବିଦ୍ୟୁତ୍ କାଟ୍ ବନାମ୍ ବିଜେଡିର ମହଙ୍ଗା ଗ୍ୟାସ୍ ।

Electricity Cuts
କାଳବୈଶାଖୀ ପରେ ବିଦ୍ୟୁତ୍ ଯନ୍ତ୍ରଣାରେ କଲବଲ

ଗୋଟେ କାଳବୈଶାଖୀରେ ଯଦି ରାଜଧାନୀରେ ବିଦ୍ୟୁତ୍ ସେବାର ସ୍ଥିତି ଏମିତି ତାହାଲେ ଯଦି ବାତ୍ୟା ଆସେ ସ୍ଥିତି କଣ ହେବ । ଗତକାଲି ଅପରାହ୍ନରୁ ରାତି ତମାମ କିଟିମିଟି ଅନ୍ଧାର ସାଙ୍ଗକୁ ଅସହ୍ୟ ଗରମରେ ଭୁବନେଶ୍ବରବାସୀ ଛଟପଟ ହେବା ପରେ ଖୋଦ୍ ମୁଖ୍ୟ ଶାସନ ସଚିବଙ୍କ ଟାଟା ପାୱାରକୁ ଏଭଳି ଟ୍ୱିଟ୍ କରି ତାଗିଦ୍ ଚର୍ଚ୍ଚାର ବିଷୟ ହୋଇଛି ।

Power Cut
ରାଜ୍ୟବ୍ୟାପୀ ଚାଲିଛି ଘନ ଘନ ବିଜୁଳିକାଟ୍

ତାତି ଟିକେ କମିଛି ସତ, ହେଲେ ଏବେ ବି ଗ୍ରାମାଞ୍ଚଳରେ ଲୋକଙ୍କୁ କଷ୍ଟ ଦେଉଛି ପାୱାର କଟ୍‌ । ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍ ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ ।

Delhi government Warns Of Power Outage For Metro, Hospitals
ଅନ୍ଧାରରେ ରହିବେ ରାଜଧାନୀବାସୀ ! ଜରୁରୀକାଳୀନ ବୈଠକ ଡକାଇଲେ ମନ୍ତ୍ରୀ

ଦିଲ୍ଲୀ ସମେତ ଦେଶରେ ଅନେକ ରାଜ୍ୟରେ ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି ହୋଇଛି। କୋଇଲା ଅଭାବରୁ ଦିଲ୍ଲୀ ସମେତ ୧୨ ରାଜ୍ୟ ବିଦ୍ୟୁତ ସଙ୍କଟର ସାମ୍ନା କରିବାକୁ ପଡ଼ିଛି।

Doctors Operate Patient Under Flash Light
ମହମବତୀ, ମୋବାଇଲ ଟର୍ଚ୍ଚରେ ଚାଲିଛି ସ୍ୱାସ୍ଥ୍ୟ ବିଭାଗ ! ପାଓ୍ୱାର କଟ୍ ହେଲେ ହସ୍ପିଟାଲରେ ଅନ୍ଧାରର ରାଜୁତି

ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ମୋବାଇଲ ଓ ମହମବତୀରେ ମହିଳାଙ୍କ ଡେଲିଭରି ।