• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Organic Farming

organic farming
ସ୍ୱାବଲମ୍ବୀ କରିଛି ପରିବା ଚାଷ

କୃଷକ ଡି.ଶ୍ରୀନିବାସ 50 ଏକର ଜମିରେ ବିନା ରାସାୟନିକ ସାରରେ ଅମଳ କରୁଛନ୍ତି ଭଳିକି ଭଳି ଉତ୍କୃଷ୍ଟ ପନିପରିବା.. ଯାହା ସ୍ୱାଦଯୁକ୍ତ ହୋଇଥିବାବେଳେ ଏହାର ଅଧିକ ଚାହିଦା ବି ରହୁଛି.. ଯାହା ଫଳରେ ବାର୍ଷିକ 4 ଲକ୍ଷରୁ ଉର୍ଦ୍ଧ ଟଙ୍କା ରୋଜଗାର କରୁଛନ୍ତି ଶ୍ରୀନିବାସ..

special story
ମାସିକ ୨ଲକ୍ଷ ଟଙ୍କାର ଚାକିରି ଛାଡ଼ି ଗାଁରେ ଚାଷ କରୁଛନ୍ତି ଯୁବ ଇଞ୍ଜିନିୟର

ମାଲେସିଆରେ ୧୧ ବର୍ଷ ରହି ମାସିକ ୨ ଲକ୍ଷ ଟଙ୍କା ଦରମା ପାଉଥିବା ଆଇଟି ଇଞ୍ଜିନିୟର ସତ୍ୟ ପ୍ରବୀନ ଚାକିରି ଛାଡ଼ି ଚାଷ କରୁଛନ୍ତି ।

Women of this village in Bhanjanagar add up to family income through organic farming
ଜିଆଖତରୁ ଲକ୍ଷ ଲକ୍ଷ ରୋଜଗାର

ବଦଳିଲା ଭାଗ୍ୟ.. ଜିଆଖତ ଦେଲା ଲକ୍ଷାଧିକ ରୋଜଗାର.. ଏଥର ଘର ଖର୍ଚ୍ଚ ଉଠାଉଛନ୍ତି ମହିଳା

Farmer Becomes Self Reliant By Applying Organic Manure In Farming
ମାଲାମାଲ୍‌ କଲା ଜୈବିକ ସାର, ୧ କୋଟିରୁ ଅଧିକ ଟଙ୍କା ରୋଜଗାର

ଜୈବିକ ସାର ବିକି ରୋଜଗାର କରୁଛନ୍ତି ବାର୍ଷିକ କୋଟିଏରୁ ଅଧିକ ଟଙ୍କା। ସାରକୁ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇ ରୋଜଗାର କରୁଛନ୍ତି କୋଟିଏରୁ ଅଧିକ ଟଙ୍କା । 

Rayagada Farmer
ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ଶ୍ରୀନିବାସ : ଆନ୍ଧ୍ରରୁ ଆସି ରାୟଗଡାରେ ଫଳାଉଛନ୍ତି ସୁନା

ଜୈବିକ ସାରରେ ଉତ୍ପାଦିତ ପନିପରିବା ପାଉଥିବାରୁ ଉତ୍ସାହର ସହ ଗ୍ରାହକ କିଣି ନେଉଛନ୍ତି ।

Organic Farming
ଜୈବିକ ଚାଷ କ’ଣ ? କାହିଁକି ଦିଆଯାଉଛି ଗୁରୁତ୍ୱ ? ବଜାରରେ ଏହାର ମୂଲ୍ୟ ବି ଅଧିକ ଆଉ ଚାହିଦା ବି !

ଜୈବିକ ଚାଷ କହିଲେ ଆମେ କାହାରିକୁ କ୍ଷତି ପହଞ୍ଚାଇବା ବିନା ଚାଷ କାର୍ଯ୍ୟ କରିବା ହିଁ ଜୈବିକ ଚାଷ । ଆପଣ ଏଠି ଭାବୁଥିବେ ଚାଷ କାର୍ଯ୍ୟରେ ବି କ’ଣ କାହାର କେବେ କିଛି କ୍ଷତି ହୋଇଥାଏ ?

various colors of cauliflower
ଦିନେ ପଡ଼ିଆ ଥିଲା ଜମି, ଏବେ ସୁନାର ଫସଲ...ଫଳିଛି ରଙ୍ଗବେରଙ୍ଗ ଫୁଲକୋବି

ଦିନେ ପଡ଼ିଆ ପଡ଼ିଥିବା ଚାଷ ଜମିରେ ଏବେ ସୁନାର ଫସଲ। ଯୁଆଡ଼େ ଆଖି ବୁଲାଇଲେ ସବୁଜ କ୍ଷେତରେ ହସୁଛି ତାଜା ପନିପରିବା। ଧାଡ଼ି ଧାଡ଼ି ହୋଇ ଲାଗିଛି କୋବି ଗଛ।

farmer
ସାର ପଡ଼ୁନି, କୀଟନାଶକ ପଡ଼ୁନି ! ଜୈବିକ ପଦ୍ଧତ୍ତିରେ ଧାନ ଚାଷ କରି ସଫଳ ହୋଇଛନ୍ତି ଅଶୋକ ସାହୁ

ନୂଆ ପରିଚୟ ଦେଇଛି ଜୈବିକ ପଦ୍ଧତିରେ ଧାନ ଚାଷ । ବିନା ସାର ଓ କୀଟନାଶକରେ ଚାଷ ହେଉଛି । ଭଲ ଅମଳ ମଧ୍ୟ ହେଉଛି । ଆଉ ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଛି ।

organic firming
ଲକଡାଉନରେ ଲାଖ ଚାଷକରି କରି ଲାଭବାନ ଚାଷୀ : ଅଳ୍ପ ପରିଶ୍ରମରେ ୪ ଗୁଣା ଅଧିକ ଲାଭ

ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧୁସିତ ଅଞ୍ଚଳ ହୋଇଥିବା ବେଳେ ପ୍ରାକୃତିକ ପରିବେଶ ମଧ୍ୟ ଭରପୁର ରହିଛି । ଆଉ ଏହି ଜିଲ୍ଲାର ପାଣିପାଗକୁ ବେଶ ଖାପ ଖୁଆଛି ଲାଖ ଚାଷ । ଶିମିଳିପାଳ ପାଦଦେଶରେ ଥିବା ଠାକୁରମୁଣ୍ଡା ବ୍ଲକରେ ପ୍ରଥମେ ଆଦିବାସୀ ଉନୟନ ସଂସ୍ଥା ପକ୍ଷରୁ ଲାଖ ଚାଷ କରିବା ପାଇଁ ପାଇଲଟ ପ୍ରୋଜେକ୍ଟରେ ଆରମ୍ଭ କରାଯାଇଥିଲା । ଏଥିରେ ସଫଳ ହେଲା ପରେ ଏବେ ବିଭିନ୍ନ ସ୍ଥାନରେ ଲାଖ ଚାଷ ପାଇଁ ଉଦ୍ୟମ ଆରମ୍ଭ ହଇଛି ।