ମହିଳାଙ୍କ ଥାନାରେ ଏତଲା ସତ୍ତ୍ୱେ କାହିଁକି ଗ୍ରହଣ କରାଯାଇନି । ନିରପେକ୍ଷ ତଦନ୍ତ ହେଉ, ମହିଳାଙ୍କୁ ସାମ୍ନାକୁ ଅଣାଯାଉ ବୋଲି ଦାବି କରାଯାଉଛି ।
ପ୍ରକାଶ ମାଝୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଧାୟକ ଜଣକ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବା ବେଳେ ଏବେ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି ।