• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Hundreds of trees felled
ଏମ୍‌ଏଲ୍‌ଏ ବାବୁଙ୍କ ଉଆସ ପାଇଁ ପଡ଼ିଆ ପାଲଟିଲା ଅଧା ଭୁବନେଶ୍ୱର

ଗର୍ଜନର ଆଢୁଆଳରେ କଟାସରିଲାଣି ବର, ଅଶ୍ୱତ୍ଥ, ବଉଳ, ଆମ୍ବ, ନିମ୍ବ, ପଣସ, ବେଲ, କରଞ୍ଜ, କଦମ୍ବ, ଦେବଦାରୁ, ଅଶୋକ, ରାଧାଚୁଡ଼ା ଆଦିକୁ ମିଶାଇ ପ୍ରାୟ ୪ଶହ ଗଛ । ଆଗକୁ ଆହୁରି ଟଳିବ ୪ ରୁ ୫ଶହ ଗଛ ।

Govt rules are changing for farmer day by day
ସରକାରଙ୍କ ନୂଆ ନିୟମକୁ ଚାଷୀଙ୍କ ନାପସନ୍ଦ

ଘଡ଼ିକୁ ଘଡ଼ି ବଦଳୁଛି ଚାଷୀଙ୍କ ପାଇଁ ସରକାରୀ ନିୟମ। ଏଥର ବିହନ କିଣା ପାଇଁ ଲାଗୁ ହୋଇଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ବା ଡିବିଟି ବ୍ୟବସ୍ଥା। ଅର୍ଥାତ୍ ଚାଷୀ ଧାର୍ଯ୍ୟ ଦାମ ଦେଇ ବିହନ ନେବେ, ସବ୍‌ସିଡି ଟଙ୍କା ପରେ ଆକାଉଣ୍ଟକୁ ଫେରିବ।

Nepal plane crash, 4 missing are Odia
ନେପାଳ ବିମାନ ଦୁର୍ଘଟଣାରେ ନିଖୋଜ ୪ ଓଡିଆ ଗୋଟିଏ ପରିବାରର

ନେପାଳ ବିମାନ ଦୁର୍ଘଟଣା। ନିଖୋଜ ୪ ଭାରତୀୟ ହେଲେ ଓଡ଼ିଶାର। ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି। ବିମାନରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମିଶାଇ ୨୨ ଜଣ ଥିବାବେଳେ, ସେମାନଙ୍କ ମଧ୍ୟରେ ୪ ଭାରତୀୟ ପର୍ଯ୍ୟଟକ ଥିଲେ।

Accident
ରାଜ୍ୟରେ କେତେ ସୁରକ୍ଷିତ ଘାଟି ରାସ୍ତା ? ରାସ୍ତା ଦୁର୍ଘଟଣାରେ ୧୨ ନଂ ରେ ଓଡ଼ିଶା

ମେ ୨୫ କଳିଙ୍ଗା ଘାଟି ଦୁର୍ଘଟଣା, ଏପ୍ରିଲ୍ ୧୭-୨୦୧୬ ଗଇଲୋ ଘାଟି ଦୁର୍ଘଟଣା, ରାଜ୍ୟର ଦୁଇ ପ୍ରମୁଖ ଘାଟି ଦୁର୍ଘଟଣା ପରେ ପ୍ରଶ୍ନ ଉଠୁଛି କାହିଁକି ଏ ରାସ୍ତାରେ ବାରମ୍ବାର ଘଟୁଛି ଆକ୍ସିଡେଣ୍ଟ ? ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ନା ଚାଳକଙ୍କ ପାଇଁ ସଚେତନତାର ଅଭାବ ? 

RS polls
ପୁଣି ଚକମା ଦେଲେ ନବୀନ, ବିରୋଧିଙ୍କ ଅକଲ ଗୁଡୁମ୍

ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ନିରଞ୍ଜନ ବିଶି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଖାଲିଥିବା ୪ ରାଜ୍ୟସଭା ଆସନ ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି ।

Punjabi singer Sidhu Moosewala shot dead at Mansa village day after security cut
ପଞ୍ଜାବୀ ଗାୟକଙ୍କୁ ଗୁଳି ମାରି ହତ୍ୟା : ଦିନକ ପୂର୍ବରୁ ସୁରକ୍ଷା ହଟାଇ ଦେଇଥିଲେ ମାନ୍‌ ସରକାର

ସୁରକ୍ଷା ବ୍ୟବସ୍ଥା ହଟିବାର ଦିନକ ପରେ ପଞ୍ଜାବୀ ଗାୟକଙ୍କୁ ହତ୍ୟା

naveen patnaik
ପଞ୍ଚମ ପାଳିର ପ୍ରଥମ ୩ ବର୍ଷରେ କେତେ ସଫଳ ନବୀନ ? ସବୁଥିରେ ଫେଲ୍ ମାରିଥିବା ଅଭିଯୋଗ ଆଣି ବର୍ଷିଲେ ବିରୋଧୀ

ପଞ୍ଚମ ପାଳି ଆରମ୍ଭରେ ୫ଟି ଓ ମୋ ସରକାର ଭଳି କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିଥିଲେ ନବୀନ ।

A woman get viral saying something on Sabitri Brata
‘ସାବିତ୍ରୀମାନେ ଫଳ ଖାଉଛନ୍ତି ଆଉ ସତ୍ୟବାନମାନେ ପେଷିହେଉଛନ୍ତି’

ଆଜିକାଲି ସାବିତ୍ରୀ ବ୍ରତ ଫେସନ ହେଇଛି। ଲୋକ ଦେଖାଣିଆ ସବୁ ଚାଲିଛି। ମହରଗ ଦୁନିଆରେ ସ୍ୱାମୀମାନଙ୍କୁ ଅର୍ଥନୈତିକ ମାଡ ଦିଆଯାଉଛି। ଏଇଟା ସାବିତ୍ରୀ ଓଷା ନୁହେଁ ତ ସୋ’ବାଜୀ। ସ୍ୱାମୀମାନଙ୍କୁ ଚନ୍ଦା କରିବାର ମାଧ୍ୟମ। ଏମିତି କିଛି ଅକୁହା କଥା କହି ଏବେ ଚର୍ଚ୍ଚାରେ ମହିଳା।

Parents Resort to Begging
ପୁଅର ଜୀବନ ବଞ୍ଚାଇବା ପାଇଁ ଭିକ ମାଗୁଛନ୍ତି ବାପା-ମା

ଅସାଧ୍ୟ ରୋଗରେ ପଡ଼ିଛି ପୁଅ। ଚିକିତ୍ସା କରାଇବା ପାଇଁ ବାପା-ମାଆଙ୍କ ପାଖରେ ପଇସା ନାହିଁ। କେମିତି ପୁଅକୁ ବଂଚାଇବେ ସେନେଇ ଅନେକ ସଂଘର୍ଷ କରୁଛନ୍ତି। ହେଲେ ଉପାୟ କିଛି ମିଳୁନି। ଶେଷରେ ବାଧ୍ୟ ହୋଇ ଏମିତି ଭିକ ମାଗୁଛନ୍ତି ବାପା-ମାଆ। ଦୋକାନ ଦୋକାନ ବୁଲୁଛନ୍ତି, ପୁଅ ପାଇଁ ଟଙ୍କା ଯୋଗାଡ଼ କରୁଛନ୍ତି...ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ.

Nepal Plane Missing
ନେପାଳ ବିମାନ କ୍ରାସ : ନିଖୋଜ ୪ ଭାରତୀୟ ଓଡ଼ିଶାର ସୂଚନା

ନିଖୋଜ ୨୨ ଯାତ୍ରୀଙ୍କ ମଧ୍ୟରେ ୪ ଜଣ ଓଡ଼ିଶାର ବୋଲି ସୂଚନା ମିଳିଛି

seed
କୃଷି ବିଭାଗର ନୂଆ ନିୟମ ଯୋଗୁଁ ସରକାରୀ ବିହନ ପ୍ରତି ଚାଷୀ ବିମୁଖ : ବଢୁଛି ପ୍ରାଇଭେଟ ବିହନର ଚାହିଦା

ଚଳିତ ବର୍ଷ କୃଷି ବିଭାଗ ସତ ପ୍ରତିଶତ DBT ସହିତ OTP ବାଧ୍ୟତାମୂଳକ କରିଥିବାରୁ ଚାଷୀ ସରକାରୀ ବିହନ କିଣିବାକୁ ଅମଙ୍ଗ ହେଉଛନ୍ତି

Brajarajnagar By-poll
‘ବ୍ରଜରାଜନଗରରେ ୬୦ଟି ସମ୍ବେଦନଶୀଳ ବୁଥ ଚିହ୍ନଟ’

ବୁଥ୍ ଗୁଡିକରେ ମାଇକ୍ରୋ ଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ ୫୦ ପ୍ରତିଶତ ବୁଥର ୱେବକାଷ୍ଟିଂ କରାଯିବ ।

Hundreds of trees felled in Bhubaneswar
ରାଜଧାନୀରେ ଗଛର ଶ୍ମଶାନ, ବିଧାୟକଙ୍କ ପାଇଁ ବଳି ପଡ଼ୁଛି ଶହ ଶହ ଗଛ

ରାଜଧାନୀ ଭୁବନେଶ୍ୱରରେ ବଳି ପଡୁଛି ଶହ ଶହ ପୁରୁଣାକାଳିଆ ଗଛ। ଏସବୁ ଗଛକୁ ବିଧାୟକମାନଙ୍କ ପାଇଁ ସରକାରୀ ସୌଧ ନିର୍ମାଣ ଲାଗି କାଟି ସଫା କରି ଦିଆଯାଉଛି।

Rajya sabha election
ରାଜ୍ୟସଭା ଉପନିର୍ବାଚନ: ଆଜି ହୋଇପାରେ ପ୍ରାର୍ଥୀ ଘୋଷଣା

ଓଡ଼ିଶାରେ ରାଜ୍ୟସଭାର ୪ଟି ଆସନ ପାଇଁ ନିର୍ବାଚନ ହେବ।

 Stretch between Manguli-Angul on NH-55 turns death trap
ନିର୍ଦ୍ଧାରିତ ସମୟ ଭିତରେ ସରିପାରିନି ରାସ୍ତାକାମ; ଧୂଳି ଧୁଆଁରେ ଅସ୍ତବ୍ୟସ୍ତ ଜନସାଧାରଣ

ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ରାସ୍ତା ସଂପ୍ରସାରଣ କାମ ଅଧପନ୍ତରିଆ ହୋଇପଡ଼ିଥିବା ବେଳେ ପ୍ରତିଦିନ ଦୁର୍ଘଟଣାରେ ଯାଉଛି ଅନେକ ଜୀବନ।

Monsoon Hits Kerala Coast
ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଲା ମୌସୁମୀ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ କେରଳରେ ପହଞ୍ଚିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। 

Man without sight repairs cycle
ଆଖିକୁ ଦେଖାଯାଉନି, ଅଣ୍ଡାଳି ଅଣ୍ଡାଳି ସଜାଡ଼ୁଛନ୍ତି ସାଇକେଲ୍‌

ଆଖିକୁ ଜମାରୁ ଦେଖାଯାଉନି। କିନ୍ତୁ ନମ୍ବର ୱାନ ସାଇକେଲ୍ ମେକାନିକ୍‌। ନୂଆ ହେଉ କି ପୁରୁଣା...ସାଇକେଲ୍‌ ସଜାଡ଼ିବାରେ ସେ ମାହିର।

death
ବାନ୍ଧବୀଙ୍କ ସହ ସମୁଦ୍ରକୂଳରେ ବସିଥିଲେ; ବଜ୍ରାଘାତରେ ଚାଲିଗଲା ଜୀବନ

ସମୁଦ୍ରକୂଳରେ ବସିଥିବା ସମୟରେ ଚାଲିଗଲା ଛାତ୍ରଙ୍କ ଜୀବନ...

railway passengers
୨୦୨୧-୨୨ରେ ଉଲ୍ଲେଖନୀୟ ସଫଳତା ପାଇଛି ରେଲୱେ

ଏବର୍ଷର ଲକ୍ଷ୍ୟ ରହିଛି ୧୧୫୦ ଲୋକୋ ମୋଟିଭ୍ ସହ ୮ରୁ ୯ ହଜାର କୋଚ୍ ତିଆରି ହେବ।

  • Sunday, 29 May 2022
Weather Update
ଆଜିଠୁ ବର୍ଷା; ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜିଠୁ ୩ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 29 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 29 May 2022
Ashwini Vaishnaw
ହାତୀ ମୃତ୍ୟୁ ରୋକିବା ପାଇଁ ଆସିବ ୮ ମଡେଲ: ଅଶ୍ୱିନୀ

ରାଜ୍ୟ ବନବିଭାଗ ପକ୍ଷରୁ ଆଲୋଚନା ମଧ୍ୟ କରାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି

Duplicate sauce manufacturing unit busted in Cuttack
ତାଟି ଘେରା ପାଇଖାନା ପାଖରେ ବସିଛି ଗୁପଚୁପ୍ ଫ୍ୟାକ୍ଟ୍ରି

ନକଲି ସାମଗ୍ରୀର ଏ ପ୍ରାବଲ୍ୟ ଭିତରେ ଯେମିତି ଅସଲି ଜିନିଷକୁ ଭୁଲିଗଲେଣି କଟକବାସୀ।

Shankaracharya
ଲୋକମତ ବିରୋଧରେ ଗଲେ ଚେତିବେ: ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବଢୁଛି ରାଜ୍ୟ ସରକାରଙ୍କ ଅଡୁଆ । ବିବାଦ ଯେତିକି ବଢୁଛି, ଚାପ ସେତିକି ପଡୁଛି । ଏହା ଭିତରେ ପୁଣିଥରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।