• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

 Srimandir Heritage Corridor Row
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ହେବ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 31 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 31 May 2022
Nepal plane crash
ଆଖିରୁ ଲୁହ ଶୁଖୁନି, ମନରୁ କୋହ ଯାଉନି; ଶବ ଅପେକ୍ଷାରେ ପରିବାର

ନୀରବି ଯାଇଛି ପରିବାର । ସ୍ଥାଣୁ ପାଲଟିଯାଇଛନ୍ତି ସମସ୍ତେ । ନା ପେଟରେ ଭୋକ ଅଛି ନା ଆଖିରେ ନିଦ । ନେପାଳରେ ବିମାନ ଦୁର୍ଘଟଣାପରଠୁ ନୀରବି ଯାଇଛନ୍ତି ପରିବାର ଲୋକେ । କାହିଁକି ବା ନ ହେବେ, ଯେଉଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ସେହି ବିମାନରେ ଯାତ୍ରା କରୁଥିବା ନିଜ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାଣ ହରାଇଛନ୍ତି ଅଶୋକ ତ୍ରିପାଠୀ, ତାଙ୍କ ପତ୍ନୀ ବୈଭବୀ, ପୁଅ ଧନୁଷ ଏବଂ ଝିଅ ରିତିକା । 

Rajya Sabha Seats
ପ୍ରକାଶ ପାଇଲା ପ୍ରାର୍ଥୀଙ୍କ ନାଁ ; କୁହୁଳିଲା ଅସନ୍ତୋଷର ନିଆଁ

ରାଜ୍ୟସଭାକୁ ଯିବେ ଚାରି ଯୁବ ଚେହେରା, ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ୍ ପାତ୍ର ଓ ନିରଂଜନ ବିଶି । ନାଁ ଘୋଷଣା ପରେ ନିରାଶ ହୋଇଛନ୍ତି ପୂର୍ବରୁ ରାଜ୍ୟସଭା ପାଇଁ ପ୍ରତିଶ୍ରୁତି ପାଇଥିବା ଓ ଆଶାୟୀ ଥିବା ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରଦୀପ ମାଝୀଙ୍କ ଭଳି ଅନେକ ନେତା ।

IND vs SA Ticket
ଜୁନ୍‌ ୧ ରୁ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି, ଜାଣନ୍ତୁ କେମିତି କରିବେ ବୁକିଂ..

ଜୁନ୍ ୧ ତାରିଖ ସକାଳ ୧୧ଟା ଠାରୁ ଆରମ୍ଭ ହେବ ଅନଲାଇନରେ ଟିକେଟ ବିକ୍ରି । ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ଫୋନ୍ ନମ୍ବର ଏବଂ ଇମେଲ ଆଇଡ଼ି ଦେଇ ବୁକ କରିହେବ ଟିକେଟ୍ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଙ୍ଗ କରିପାରିବେ ।  WWW.insider.in ୱେବସାଇଟ୍‌ରେ ମଧ୍ୟ ଟିକେଟ୍ ଉପଲବ୍ଧ ହେବ ।

To rebuke BJD getting reward
ଘର ନେତା ପଛରେ, ଆମଦାନୀ ନେତାଙ୍କୁ ପୁରସ୍କାର

ବିଜେଡି ସରକାରଙ୍କୁ ଯେଉଁମାନେ କଟୁ ସମାଲୋଚନା କରିଥିଲେ, ଗାଳି ଦେଇଥିଲେ, ନବୀନ ବାବୁଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଥିଲେ ତାଙ୍କୁ ମିଳିଛି ପୁରସ୍କାର୍। ଯେଉଁଠି ନିଜ ଦଳର ବରିଷ୍ଠ ଏବଂ ବୟୋଜ୍ୟେଷ୍ଠ ନେତା କଣଠେସା, ସେଇଠି ଆମଦାନୀ ନେତା ଫୁଲ୍ ପାୱାରଫୁଲ୍। ପଢନ୍ତୁ ପୂରା ଖବର…

Sarat Patnaik
ଦଳକୁ ସଜାଡିବା ମୁଡ୍‌ରେ ଶରତ, AICC ଢାଞ୍ଚାରେ ହେବ ନବକଳେବର

ଅସଜଡ଼ା ଘରକୁ ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ। ନୂଆ କରି ରାଜ୍ୟ କଂଗ୍ରେସର ମୁଖିଆ ହୋଇଥିବା ଶରତ ପଟ୍ଟନାୟକ ଏବେ ଦଳୀୟ ନେତା ଓ କର୍ମୀଙ୍କୁ ଏକାଠି କରିବାକୁ ରଣନୀତି ପ୍ରସ୍ତୁତି କରିଛନ୍ତି।

Naveen Patnaik Meets Modi
ଦିଲ୍ଲୀ ଭେଟ୍‌ଘାଟରେ ମୋଦିଙ୍କୁ ସହାୟତା ମାଗିଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ନବୀନ । ମହାମାରୀ ପରେ ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କହିଛନ୍ତି ନବୀନ ।

prasanna
ବାବା ପ୍ରସନ୍ନ ପାଟ୍ଟଶାଣୀ: କହିଲେ ଅଳପ, ଢୋକିଲେ ବେଶୀ…

ବିଜେଡି ରାଜ୍ୟସଭା ପ୍ରାର୍ଥୀ ପ୍ରସଙ୍ଗରେ, ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଆଜି ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି। ପୂରା ପ୍ରତିକ୍ରିୟା ଶୁଣିଲେ ଲାଗୁଛି- ବାବା ପାଟ୍ଟଶାଣୀ, କହିଲେ ଅଳପ, ଢୋକିଲେ ବେଶୀ ।

Minor Boy
କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲା ନାବାଳକ

କୁମ୍ଭୀର ମୁହଁରୁ ସଂଘର୍ଷ କରି ଜୀବନ ବଞ୍ଚାଇଲେ ନାବାଳକ । କାଣି ନଦୀରେ ଗାଧୋଇଲା ବେଳେ କୁମ୍ଭୀର ଟାଣି ନେଇଥିଲା ।

VIPs get piority In Puri
ସରକାରୀ ବାବୁଙ୍କ ପାଇଁ ଜଗାକୁ ଦେଖି ପାରିଲେନି ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ !

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଶ୍ରୀକ୍ଷେତ୍ର ଯାଇ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କ ପାଇଁ ରହିଥିବା ବ୍ୟାଟେରୀ ଅଟୋ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି।

Girl executes loot on guise of boy in Puri
ପୁରୀ ବଡ଼ଦାଣ୍ଡରୁ ଲୁଟ୍‌ ; ଯୁବକ ବେଶରେ ଆସି ଲୁଟିଲେ ଯୁବତୀ

ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ନକଲି ଚାବିରେ ସ୍କୁଟର ଡିକି ଖୋଲି ନେଇଗଲେ କାଗଜପତ୍ର ।

Special story
ଅଜଣା ଭାଇ ହାତରେ ସାବିତ୍ରୀ ସଜ : ଶହ ଶହ ମହିଳାଙ୍କୁ ଫଳମୂଳ ଦେଇ ଆସିଲେ ସୁଜୟ

ଅଜଣା ଭାଇର ହାତରୁ ସାବିତ୍ରୀ ସଜ ନେଲାବେଳେ କଇଁକଇଁ ହୋଇ କାନ୍ଦି ପକାଇଥିଲେ ମହିଳାମାନେ

IMD issues yellow warning to 10 districts for heavy rain
୨୪ ଘଣ୍ଟାରେ ବର୍ଷା ସମ୍ଭାବନା; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା...

 Savitri Brata: Read to learn the history & signific
କେଉଁ ତିନୋଟି ବର ମାଗିଥିଲେ ସତୀ ସାବିତ୍ରୀ, ଜାଣନ୍ତୁ...

ଆଜି ସାବିତ୍ରୀ ଅମାବାସ୍ୟା...ଆଜିର ଦିନରେ ନିଜ ସ୍ୱାମୀଙ୍କ ଜୀବନ ଯମରାଜଙ୍କ ଠାରୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ମହା ସତୀ ସାବିତ୍ରୀ...ସେହି ଦିନ ଠାରୁ ସ୍ବାମୀଙ୍କ ପରମାୟୁ ଲାଗି ପତ୍ନୀ ମାନେ ସାବିତ୍ରୀ ବ୍ରତ ପାଳନ କରି ଆସୁଛନ୍ତି । ହେଲେ ଜାଣନ୍ତି କି କେଉଁ ତିନୋଟି ବର ମାଗିଥିଲେ ସତୀ ସାବିତ୍ରୀ ?

truck
ଟ୍ରକ୍-ଅଟୋ ମୁହାଁମୁହିଁ ଧକ୍କା : ୨ ମୃତ, ୩ ଗୁରୁତର

ଜରପଡ଼ାର ମରାତିରା ନିକଟରେ ଟ୍ରକ୍-ଅଟୋ ମୁହାଁମୁହିଁ

Female Assistant Professor Alleges Rape And Blackmailing In Bhubaneswar
ରାଜଧାନୀରେ ଲଜ୍ଜା: ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ

ରାଜଧାନୀ ଭୁବନେଶ୍ୱରରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ସହକାରୀ ମହିଳା ପ୍ରଫେସର ଏଭଳି ଅଭିଯୋଗ ଆଣିଛନ୍ତି।

Special Story
ଆଉ ଜଣେ ସାବିତ୍ରୀ : ୧୨ବର୍ଷ ହେଲା ସ୍ୱାମୀ ଶଯ୍ୟାଶାୟୀ, ଅନବରତ ସେବା କରୁଛନ୍ତି କାଞ୍ଚନ

ଆଜି ନୁହେଁ, ଦୀର୍ଘ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ସାବିତ୍ରୀ ।

Savitri Brata - Know History & Significance Of The Ritual
କାହିଁକି ପାଳନ କରାଯାଏ ସାବିତ୍ରୀ ବ୍ରତ ?

କାହିଁକି ପାଳନ କରାଯାଏ ସାବିତ୍ରୀ ବ୍ରତ ? ଜାଣନ୍ତି କି ?

daily horoscope
Daily Horoscope 30th May: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ମିଳିପାରେ ଧନ...

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର । ତିଥି – ଅମବାସ୍ୟା ସନ୍ଧ୍ୟା ୦୫/୦୦/୧୧ ଗତେ ପ୍ରତିପଦ । ଚନ୍ଦ୍ର- ବୃଷ ଅହୋରାତ୍ର । ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତ ବାର- ମିଥୁନ ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୁଟୁମ୍ଭହାନି ତିଳକାଞନ ଦାନ ପ୍ରାତଃ ଦିବା ୦୭/୧୨/ ୨୦ ପର୍ଯ୍ୟନ୍ତ ।

Female Doctor Thrusted In Bhubaneswar
ରାଜଧାନୀର ରାଜରାସ୍ତାରେ ମହିଳା ଡାକ୍ତରଙ୍କୁ ମାଡ଼ !

ଭୁବନେଶ୍ୱର ଲକ୍ଷ୍ମୀସାଗର ଛକରେ ମହିଳା ଡାକ୍ତରଙ୍କୁ ମାଡ଼ ଅଭିଯୋଗ ।

Sabitri Brata : Wives pray for long lives of husbands
ଆଜି ସାବିତ୍ରୀ ଅମାବାସ୍ୟା; ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିବେ ପତ୍ନୀ

ସ୍ୱାମୀଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ କାମନ କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 30 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 30 May 2022