• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 30 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ଆଖିରୁ ଲୁହ ଶୁଖୁନି, ମନରୁ କୋହ ଯାଉନି; ଶବ ଅପେକ୍ଷାରେ ପରିବାର

ନୀରବି ଯାଇଛି ପରିବାର । ସ୍ଥାଣୁ ପାଲଟିଯାଇଛନ୍ତି ସମସ୍ତେ । ନା ପେଟରେ ଭୋକ ଅଛି ନା ଆଖିରେ ନିଦ । ନେପାଳରେ ବିମାନ ଦୁର୍ଘଟଣାପରଠୁ ନୀରବି ଯାଇଛନ୍ତି ପରିବାର ଲୋକେ । କାହିଁକି ବା ନ ହେବେ, ଯେଉଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ସେହି ବିମାନରେ ଯାତ୍ରା କରୁଥିବା ନିଜ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାଣ ହରାଇଛନ୍ତି ଅଶୋକ ତ୍ରିପାଠୀ, ତାଙ୍କ ପତ୍ନୀ ବୈଭବୀ, ପୁଅ ଧନୁଷ ଏବଂ ଝିଅ ରିତିକା ।  More
  • Otv Khabar Bureau
  • 2 years ago

ପ୍ରକାଶ ପାଇଲା ପ୍ରାର୍ଥୀଙ୍କ ନାଁ ; କୁହୁଳିଲା ଅସନ୍ତୋଷର ନିଆଁ

ରାଜ୍ୟସଭାକୁ ଯିବେ ଚାରି ଯୁବ ଚେହେରା, ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ୍ ପାତ୍ର ଓ ନିରଂଜନ ବିଶି । ନାଁ ଘୋଷଣା ପରେ ନିରାଶ ହୋଇଛନ୍ତି ପୂର୍ବରୁ ରାଜ୍ୟସଭା ପାଇଁ ପ୍ରତିଶ୍ରୁତି ପାଇଥିବା ଓ ଆଶାୟୀ ଥିବା ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରଦୀପ ମାଝୀଙ୍କ ଭଳି ଅନେକ ନେତା । More
  • Otv Khabar Bureau
  • 2 years ago

ଜୁନ୍‌ ୧ ରୁ ଆରମ୍ଭ ହେବ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି, ଜାଣନ୍ତୁ କେମିତି କରିବେ ବୁକିଂ..

ଜୁନ୍ ୧ ତାରିଖ ସକାଳ ୧୧ଟା ଠାରୁ ଆରମ୍ଭ ହେବ ଅନଲାଇନରେ ଟିକେଟ ବିକ୍ରି । ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ଫୋନ୍ ନମ୍ବର ଏବଂ ଇମେଲ ଆଇଡ଼ି ଦେଇ ବୁକ କରିହେବ ଟିକେଟ୍ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଙ୍ଗ କରିପାରିବେ ।  WWW.insider.in ୱେବସାଇଟ୍‌ରେ ମଧ୍ୟ ଟିକେଟ୍ ଉପଲବ୍ଧ ହେବ । More
  • Otv Khabar Bureau
  • 2 years ago

ଦଳକୁ ସଜାଡିବା ମୁଡ୍‌ରେ ଶରତ, AICC ଢାଞ୍ଚାରେ ହେବ ନବକଳେବର

ଅସଜଡ଼ା ଘରକୁ ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ। ନୂଆ କରି ରାଜ୍ୟ କଂଗ୍ରେସର ମୁଖିଆ ହୋଇଥିବା ଶରତ ପଟ୍ଟନାୟକ ଏବେ ଦଳୀୟ ନେତା ଓ କର୍ମୀଙ୍କୁ ଏକାଠି କରିବାକୁ ରଣନୀତି ପ୍ରସ୍ତୁତି କରିଛନ୍ତି। More
  • Otv Khabar Bureau
  • 2 years ago

ଦିଲ୍ଲୀ ଭେଟ୍‌ଘାଟରେ ମୋଦିଙ୍କୁ ସହାୟତା ମାଗିଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ନବୀନ । ମହାମାରୀ ପରେ ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କହିଛନ୍ତି ନବୀନ । More
  • Prangyan Parimita
  • 2 years ago

ବାବା ପ୍ରସନ୍ନ ପାଟ୍ଟଶାଣୀ: କହିଲେ ଅଳପ, ଢୋକିଲେ ବେଶୀ…

ବିଜେଡି ରାଜ୍ୟସଭା ପ୍ରାର୍ଥୀ ପ୍ରସଙ୍ଗରେ, ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଆଜି ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି। ପୂରା ପ୍ରତିକ୍ରିୟା ଶୁଣିଲେ ଲାଗୁଛି- ବାବା ପାଟ୍ଟଶାଣୀ, କହିଲେ ଅଳପ, ଢୋକିଲେ ବେଶୀ । More
  • Otv Khabar Bureau
  • 2 years ago

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲା ନାବାଳକ

କୁମ୍ଭୀର ମୁହଁରୁ ସଂଘର୍ଷ କରି ଜୀବନ ବଞ୍ଚାଇଲେ ନାବାଳକ । କାଣି ନଦୀରେ ଗାଧୋଇଲା ବେଳେ କୁମ୍ଭୀର ଟାଣି ନେଇଥିଲା । More
  • Rajalaxmi Sahoo
  • 2 years ago

ସରକାରୀ ବାବୁଙ୍କ ପାଇଁ ଜଗାକୁ ଦେଖି ପାରିଲେନି ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଶ୍ରୀକ୍ଷେତ୍ର ଯାଇ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କ ପାଇଁ ରହିଥିବା ବ୍ୟାଟେରୀ ଅଟୋ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। More
  • Otv Khabar Bureau
  • 2 years ago

ପୁରୀ ବଡ଼ଦାଣ୍ଡରୁ ଲୁଟ୍‌ ; ଯୁବକ ବେଶରେ ଆସି ଲୁଟିଲେ ଯୁବତୀ

ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ନକଲି ଚାବିରେ ସ୍କୁଟର ଡିକି ଖୋଲି ନେଇଗଲେ କାଗଜପତ୍ର । More
  • Prangyan Parimita
  • 2 years ago

ଅଜଣା ଭାଇ ହାତରେ ସାବିତ୍ରୀ ସଜ : ଶହ ଶହ ମହିଳାଙ୍କୁ ଫଳମୂଳ ଦେଇ ଆସିଲେ ସୁଜୟ

ଅଜଣା ଭାଇର ହାତରୁ ସାବିତ୍ରୀ ସଜ ନେଲାବେଳେ କଇଁକଇଁ ହୋଇ କାନ୍ଦି ପକାଇଥିଲେ ମହିଳାମାନେ More
  • Prangyan Parimita
  • 2 years ago

ସିଦ୍ଧୁ ମୁସେଓ୍ୱାଲାଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି : ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନଙ୍କୁ ଚିଠି ଲେଖିଲେ ଗାୟକଙ୍କ ବାପା

ସିବିଆଇ ଓ ଏନ୍ଆଇଏ ତଦନ୍ତ ଦାବି କଲେ ସିଦ୍ଧୁଙ୍କ ବାପା More
  • Otv Khabar Bureau
  • 2 years ago

୨୪ ଘଣ୍ଟାରେ ବର୍ଷା ସମ୍ଭାବନା; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା... More
  • Prangyan Parimita
  • 2 years ago

ଟ୍ରକ୍-ଅଟୋ ମୁହାଁମୁହିଁ ଧକ୍କା : ୨ ମୃତ, ୩ ଗୁରୁତର

ଜରପଡ଼ାର ମରାତିରା ନିକଟରେ ଟ୍ରକ୍-ଅଟୋ ମୁହାଁମୁହିଁ More
  • Rajalaxmi Sahoo
  • 2 years ago

ରାଜଧାନୀରେ ଲଜ୍ଜା: ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ

ରାଜଧାନୀ ଭୁବନେଶ୍ୱରରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ସହକାରୀ ମହିଳା ପ୍ରଫେସର ଏଭଳି ଅଭିଯୋଗ ଆଣିଛନ୍ତି। More
  • Otv Khabar Bureau
  • 2 years ago

କାହିଁକି ପାଳନ କରାଯାଏ ସାବିତ୍ରୀ ବ୍ରତ ?

କାହିଁକି ପାଳନ କରାଯାଏ ସାବିତ୍ରୀ ବ୍ରତ ? ଜାଣନ୍ତି କି ? More
  • Otv Khabar Bureau
  • 2 years ago

Daily Horoscope 30th May: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ମିଳିପାରେ ଧନ...

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର । ତିଥି – ଅମବାସ୍ୟା ସନ୍ଧ୍ୟା ୦୫/୦୦/୧୧ ଗତେ ପ୍ରତିପଦ । ଚନ୍ଦ୍ର- ବୃଷ ଅହୋରାତ୍ର । ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତ ବାର- ମିଥୁନ ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୁଟୁମ୍ଭହାନି ତିଳକାଞନ ଦାନ ପ୍ରାତଃ ଦିବା ୦୭/୧୨/ ୨୦ ପର୍ଯ୍ୟନ୍ତ । More
  • Otv Khabar Bureau
  • 2 years ago

ରାଜଧାନୀର ରାଜରାସ୍ତା ଉପରେ ମହିଳା ଡାକ୍ତରଙ୍କୁ ମାଡ଼ !

ଭୁବନେଶ୍ୱର ଲକ୍ଷ୍ମୀସାଗର ଛକରେ ମହିଳା ଡାକ୍ତରଙ୍କୁ ମାଡ଼ ଅଭିଯୋଗ । More
  • Otv Khabar Bureau
  • 2 years ago

ଆଜି ସାବିତ୍ରୀ ଅମାବାସ୍ୟା; ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିବେ ପତ୍ନୀ

ସ୍ୱାମୀଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ କାମନ କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । More
  • Otv Khabar Bureau
  • 2 years ago

ଏମ୍‌ଏଲ୍‌ଏ ବାବୁଙ୍କ ଉଆସ ପାଇଁ ପଡ଼ିଆ ପାଲଟିଲା ଅଧା ଭୁବନେଶ୍ୱର

ଗର୍ଜନର ଆଢୁଆଳରେ କଟାସରିଲାଣି ବର, ଅଶ୍ୱତ୍ଥ, ବଉଳ, ଆମ୍ବ, ନିମ୍ବ, ପଣସ, ବେଲ, କରଞ୍ଜ, କଦମ୍ବ, ଦେବଦାରୁ, ଅଶୋକ, ରାଧାଚୁଡ଼ା ଆଦିକୁ ମିଶାଇ ପ୍ରାୟ ୪ଶହ ଗଛ । ଆଗକୁ ଆହୁରି ଟଳିବ ୪ ରୁ ୫ଶହ ଗଛ । More
  • Pramod Behera
  • 2 years ago

ସରକାରଙ୍କ ନୂଆ ନିୟମକୁ ଚାଷୀଙ୍କ ନାପସନ୍ଦ

ଘଡ଼ିକୁ ଘଡ଼ି ବଦଳୁଛି ଚାଷୀଙ୍କ ପାଇଁ ସରକାରୀ ନିୟମ। ଏଥର ବିହନ କିଣା ପାଇଁ ଲାଗୁ ହୋଇଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ବା ଡିବିଟି ବ୍ୟବସ୍ଥା। ଅର୍ଥାତ୍ ଚାଷୀ ଧାର୍ଯ୍ୟ ଦାମ ଦେଇ ବିହନ ନେବେ, ସବ୍‌ସିଡି ଟଙ୍କା ପରେ ଆକାଉଣ୍ଟକୁ ଫେରିବ। More
  • Pramod Behera
  • 2 years ago

ନେପାଳ ବିମାନ ଦୁର୍ଘଟଣାରେ ନିଖୋଜ ୪ ଓଡିଆ ଗୋଟିଏ ପରିବାରର

ନେପାଳ ବିମାନ ଦୁର୍ଘଟଣା। ନିଖୋଜ ୪ ଭାରତୀୟ ହେଲେ ଓଡ଼ିଶାର। ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି। ବିମାନରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମିଶାଇ ୨୨ ଜଣ ଥିବାବେଳେ, ସେମାନଙ୍କ ମଧ୍ୟରେ ୪ ଭାରତୀୟ ପର୍ଯ୍ୟଟକ ଥିଲେ। More
  • Otv Khabar Bureau
  • 2 years ago

ରାଜ୍ୟରେ କେତେ ସୁରକ୍ଷିତ ଘାଟି ରାସ୍ତା ? ରାସ୍ତା ଦୁର୍ଘଟଣାରେ ୧୨ ନଂ ରେ ଓଡ଼ିଶା

ମେ ୨୫ କଳିଙ୍ଗା ଘାଟି ଦୁର୍ଘଟଣା, ଏପ୍ରିଲ୍ ୧୭-୨୦୧୬ ଗଇଲୋ ଘାଟି ଦୁର୍ଘଟଣା, ରାଜ୍ୟର ଦୁଇ ପ୍ରମୁଖ ଘାଟି ଦୁର୍ଘଟଣା ପରେ ପ୍ରଶ୍ନ ଉଠୁଛି କାହିଁକି ଏ ରାସ୍ତାରେ ବାରମ୍ବାର ଘଟୁଛି ଆକ୍ସିଡେଣ୍ଟ ? ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ନା ଚାଳକଙ୍କ ପାଇଁ ସଚେତନତାର ଅଭାବ ?  More
  • Otv Khabar Bureau
  • 2 years ago

ପୁଣି ଚକମା ଦେଲେ ନବୀନ, ବିରୋଧିଙ୍କ ଅକଲ ଗୁଡୁମ୍

ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ନିରଞ୍ଜନ ବିଶି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଖାଲିଥିବା ୪ ରାଜ୍ୟସଭା ଆସନ ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି । More