• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 31 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ବିଶ୍ୱ ତମାଖୁ ବର୍ଜନ ଦିବସରେ ସବୁଠି ସଚେତନତା କାର୍ଯ୍ୟକ୍ରମ

ମେ ୩୧ ଅର୍ଥାତ୍ ଆଜି ବିଶ୍ୱ ପାଳନ ହେଉଛି ତମାଖୁ ବର୍ଜନ ଦିବସ । ତମାଖୁ ବିରୋଧରେ ସଚେତନତା ସୃଷ୍ଟି ଲାଗି ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ। ଏହି ଅବସରରେ ଓଡ଼ିଶାରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ତମାଖୁ ନିରୋଧୀ ସଚେତନତା ଲାଗି ଆଗେଇ ଆସିଛନ୍ତି । More
  • Satyendu Shekher Mishra
  • 2 years ago

OAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି ହୋଇଛି । More
  • Satyendu Shekher Mishra
  • 2 years ago

ମ୍ୟାଟ୍ରିମୋନିରୁ ଆରମ୍ଭ ଲଭ୍‌ ଷ୍ଟୋରୀ, ତା’ପରେ ବାହାଘର ! ୨ ମାସରେ ମୃତ୍ୟୁ..

ମୃତ ନବବିବାହିତା ହେଲେ ପ୍ରଭାବତୀ ନାୟକ । ବାପଘର ଭଦ୍ରକ ଜିଲ୍ଲା ଅଣ୍ଡରାଇ ଗାଁ । ଭୁବନେଶ୍ୱର ଖଣ୍ଡଗିରି ଥାନା ସରକନ୍ତରା ଗାଁର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆଙ୍କୁ ବିବାହ କରିଥିଲେ । More
  • Otv Khabar Bureau
  • 2 years ago

ମାଛ ଧରିବା ପାଇଁ ଏତେ ପାଗଳ ଯେ ନିଜ ବାହାଘର ତାରିଖ ଘୁଞ୍ଚାଇଦେଲେ

ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମାଛ ଧରା ନିଶା ଏମିତି ପାଗଳ କରିଥିଲା ଯେ ନିଜ ବାହାଘର ତାରିଖକୁ ଘୁଞ୍ଚାଇ ଦେବା ପାଇଁ ଦେଇନଥିଲେ ପଛଘୁଞ୍ଚା । ଦେଖନ୍ତୁ କେମିତି ଘୁଞ୍ଚିଥିଲା ବିବାହର ତାରିଖ. More
  • Satyendu Shekher Mishra
  • 2 years ago

ସିଭିଲ୍‌ ସର୍ଭିସ୍‌ ପାରୀକ୍ଷାରେ କାହିଁକି ଓଡ଼ିଆ ଛାତ୍ରଛାତ୍ରୀ ପଛରେ ?

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଟପ୍ ୫୦ରେ ବି ଓଡ଼ିଶାର କେହି ନାହାନ୍ତି । ୬୩ ନମ୍ବର ସ୍ଥାନରେ ଥିବା କାର୍ତ୍ତିକ ପାଣିଗ୍ରାହୀ ହୋଇଛନ୍ତି ରାଜ୍ୟ ଟପ୍ପର । More
  • Otv Khabar Bureau
  • 2 years ago

ଦୁଇ ବୀର ଓଡ଼ିଆଙ୍କୁ ମରଣୋତ୍ତର ଭାବେ ମିଳିଲା ଶୌର୍ଯ୍ୟଚକ୍ର

ଓଡ଼ିଶାର ଦୁଇ ବୀରଙ୍କୁ ମିଳିଛି ଶୌର୍ଯ୍ୟଚକ୍ର ସମ୍ମାନ। ସେମାନେ ହେଲେ ସହିଦ ଦେବାଶିଷ ସେଠୀ ଓ ସୁଧିର କୁମାର ଟୁଡୁ। ଦୁହିଁଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ ହୋଇଛି। ସହିଦ ଦେବାଶିଷଙ୍କ ବାପା ସନାତନ ସେଠୀ ଓ ମା’ ଛାଇ ସେଠୀ ଏହି ସମ୍ମାନ ଗ୍ରହଣ କରିଛନ୍ତି। More
  • Otv Khabar Bureau
  • 2 years ago

ସରିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ମତଦାନ, ୧୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌

ବ୍ରଜରାଜନଗର ଉପନିର୍ବାଚନ ଲାଗି ସକାଳ ୭ରୁ ଆରମ୍ଭ ହୋଇଥିଲା ମତଦାନ । ଭୋଟ୍ ଦେବା ପାଇଁ ନିଜ ନିଜ ବୁଥରେ ସକାଳୁ ଭିଡ଼ ଲଗାଇଥିଲେ ଭୋଟର । ୮୫ ନମ୍ବର ବୁଥକୁ ଛାଡ଼ି ଆଜି ସୁରୁଖୁରୁରେ ଶେଷ ହୋଇଛି ବ୍ରଜରାଜନଗର ଉପନିର୍ବାଚନ ।  More
  • Otv Khabar Bureau
  • 2 years ago

ଇଏ ବି ଜଣେ ସାବିତ୍ରୀ ଯିଏ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ବ୍ୟସ୍ତ

ଆଜି ନୁହେଁ ବରଂ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ଏଇ ସାବିତ୍ରୀ। ପ୍ରତ୍ୟେକ ଦିନ, ସକାଳୁ ସଞ୍ଜ ଅହରହ ସ୍ୱାମୀଙ୍କର କରୁଛନ୍ତି ସେବା। ସକାଳୁ ଉଠିଲେ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି ତ ପୁଣି ରାତି ଶୋଇବା ବେଳେ ମୁଣ୍ଡିଆ ମାରୁଛନ୍ତି, ୟାଙ୍କ ପାଇଁ ପ୍ରତିଦିନ ସାବିତ୍ରୀ ବ୍ରତ More
  • Satyendu Shekher Mishra
  • 2 years ago

‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍’ କୁ ନେଇ ବଢୁଛି ଟେନସନ୍

ଗାଡ଼ି ମାଲିକ ମାନେ କେମିତି ନିର୍ଦ୍ଧାରିତ ସମୟରେ ନିଜ ଗାଡ଼ିର ନମ୍ବର ପ୍ଲେଟ୍‌ ପରିବର୍ତ୍ତନ କରିବେ ସେନେଇ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ପୂରା ସୂଚନା ବି ଦିଆଯାଇଛି। More
  • Otv Khabar Bureau
  • 2 years ago

ହଜିଗଲା ମାନବିକତା, ଛୁଆକୁ ଜନ୍ମ କରି ରାସ୍ତାକଡ଼ରେ ଛାଡ଼ି ଚାଲିଗଲା ମାଆ

୯ ମାସ ଧରି ଛୁଆକୁ ନିଜ ଗର୍ଭରେ ରଖି ଲାଳନପାଳନ କଲା, ଶେଷରେ ନିଜ ଛୁଆକୁ ଜନ୍ମ ହେବାର କିଛି ଦିନ ମଧ୍ୟରେ ରାସ୍ତାକଡ଼ରେ ଫିଙ୍ଗି ଚାଲିଗଲା । More
  • Otv Khabar Bureau
  • 2 years ago

ଅପେକ୍ଷା କରିଛନ୍ତି ସାବିତ୍ରୀ, କେବେ ଫେରିବେ ସତ୍ୟବାନ..

ଏ ସମସ୍ତଙ୍କୁ ସେମାନଙ୍କ ସ୍ୱାମୀ ଛାଡ଼ି ଚାଲିଯାଇଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ସେମାନଙ୍କ ଦୀର୍ଘାୟୁ କାମନା କରିବା ସହ ଶଙ୍ଖା, ସିନ୍ଦୂର ପିନ୍ଧି କରୁଛନ୍ତି ସାବିତ୍ରୀ ବ୍ରତ। ଅପେକ୍ଷା କରିଛନ୍ତି, କେବେ ସ୍ୱାମୀ ଫେରିବେ, ଆଉ ୟାଙ୍କୁ ସ୍ୱଧାର ଗୃହରୁ ହାତ ଧରି ସାଥୀରେ ନେଇଯିବେ.. More
  • Rajalaxmi Sahoo
  • 2 years ago

ସାବିତ୍ରୀ ପାଳିବା ପୂର୍ବରୁ ସତ୍ୟବାନ୍‌ ନେଲା ସାବିତ୍ରୀର ଜୀବନ, ମାସକ ପୂର୍ବରୁ ହୋଇଥିଲା ବିବାହ...

ଯୌତୁକ ପାଇଁ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କୌଣସି ଉପାନ୍ତ ଅଞ୍ଚଳରେ ଏହି ଘଟଣା ନାହିଁ ବରଂ ରାଜଧାନୀ ଭୁବନେଶ୍ୱରରେ ଘଟଣା ଘଟିଛି। ପ୍ରଥମ ସାବିତ୍ରୀ ବ୍ରତ ପାଳନ କରିବା ପୂର୍ବରୁ ସତ୍ୟବାନ୍‌ ଖୋଦ୍‌ ସାବିତ୍ରୀର ଜୀବନ ନେଇଯାଇଛନ୍ତି।  More
  • Prangyan Parimita
  • 2 years ago

ବାକିରେ ଗୁଟୁଖା ନଦେବାରୁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଉଦ୍ଧାରରେ ଗୁଟଖା ଦେବାକୁ ମନା କରିବା ପରେ ଦୋକାନୀ ଆକ୍ରମଣର ଶିକାର ହୋଇଛନ୍ତି । More
  • Otv Khabar Bureau
  • 2 years ago

ଜୁନ୍‌ରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା: IMD ଡିଜି

ଜୁନରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଏନେଇ IMDର ପକ୍ଷରୁ ଆକଳନ କରାଯାଇଛି । More
  • Otv Khabar Bureau
  • 2 years ago

ସୁନା କିଣିବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଆଜିର ଦର...

ଆଜି ସୁନା ଦର ସ୍ଥିର ରହିଥିବାବେଳେ ରୂପା ଦର ହ୍ରାସ ପାଇଛି, ଜାଣନ୍ତୁ କେତେ... More
  • Prangyan Parimita
  • 2 years ago

ଆସନ୍ତା ଜୁନ ୪ରେ ଶୀତଳ ଷଷ୍ଠୀ ଯାତ୍ରା : ନନ୍ଦପଡାର ବାଲୁଙ୍କେଶ୍ୱର ବାବାଙ୍କ ପାଇଁ ଆଜି କନ୍ୟା ଅନ୍ୱେଷଣ ଯାତ୍ରା

ଆସନ୍ତା ଜୁନ ୪ରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର । ଆଜି ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ଅନୁଷ୍ଠିତ ହେବ ନିର୍ବନ୍ଧ କାର୍ଯ୍ୟ । More
  • Otv Khabar Bureau
  • 2 years ago

ଆଜି ସୁପ୍ରିମକୋର୍ଟରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ହେବ... More
  • Prangyan Parimita
  • 2 years ago

ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ : ୧୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ଲକ୍ଷରୁ ଅଧିକ ଭୋଟର

ଭୋଟ୍ ପାଇଁ ମୋଟ ୧ ହଜାର ୨୨୮ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି More
  • Otv Khabar Bureau
  • 2 years ago

ଆଖିରୁ ଲୁହ ଶୁଖୁନି, ମନରୁ କୋହ ଯାଉନି; ଶବ ଅପେକ୍ଷାରେ ପରିବାର

ନୀରବି ଯାଇଛି ପରିବାର । ସ୍ଥାଣୁ ପାଲଟିଯାଇଛନ୍ତି ସମସ୍ତେ । ନା ପେଟରେ ଭୋକ ଅଛି ନା ଆଖିରେ ନିଦ । ନେପାଳରେ ବିମାନ ଦୁର୍ଘଟଣାପରଠୁ ନୀରବି ଯାଇଛନ୍ତି ପରିବାର ଲୋକେ । କାହିଁକି ବା ନ ହେବେ, ଯେଉଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ସେହି ବିମାନରେ ଯାତ୍ରା କରୁଥିବା ନିଜ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାଣ ହରାଇଛନ୍ତି ଅଶୋକ ତ୍ରିପାଠୀ, ତାଙ୍କ ପତ୍ନୀ ବୈଭବୀ, ପୁଅ ଧନୁଷ ଏବଂ ଝିଅ ରିତିକା ।  More
  • Otv Khabar Bureau
  • 2 years ago

ପ୍ରକାଶ ପାଇଲା ପ୍ରାର୍ଥୀଙ୍କ ନାଁ ; କୁହୁଳିଲା ଅସନ୍ତୋଷର ନିଆଁ

ରାଜ୍ୟସଭାକୁ ଯିବେ ଚାରି ଯୁବ ଚେହେରା, ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ୍ ପାତ୍ର ଓ ନିରଂଜନ ବିଶି । ନାଁ ଘୋଷଣା ପରେ ନିରାଶ ହୋଇଛନ୍ତି ପୂର୍ବରୁ ରାଜ୍ୟସଭା ପାଇଁ ପ୍ରତିଶ୍ରୁତି ପାଇଥିବା ଓ ଆଶାୟୀ ଥିବା ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରଦୀପ ମାଝୀଙ୍କ ଭଳି ଅନେକ ନେତା । More
  • Otv Khabar Bureau
  • 2 years ago

ଜୁନ୍‌ ୧ ରୁ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି, ଜାଣନ୍ତୁ କେମିତି କରିବେ ବୁକିଂ..

ଜୁନ୍ ୧ ତାରିଖ ସକାଳ ୧୧ଟା ଠାରୁ ଆରମ୍ଭ ହେବ ଅନଲାଇନରେ ଟିକେଟ ବିକ୍ରି । ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ଫୋନ୍ ନମ୍ବର ଏବଂ ଇମେଲ ଆଇଡ଼ି ଦେଇ ବୁକ କରିହେବ ଟିକେଟ୍ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଙ୍ଗ କରିପାରିବେ ।  WWW.insider.in ୱେବସାଇଟ୍‌ରେ ମଧ୍ୟ ଟିକେଟ୍ ଉପଲବ୍ଧ ହେବ । More
  • Swadhin Kumar Rout
  • 2 years ago

ଘର ନେତା ପଛରେ, ଆମଦାନୀ ନେତାଙ୍କୁ ପୁରସ୍କାର

ବିଜେଡି ସରକାରଙ୍କୁ ଯେଉଁମାନେ କଟୁ ସମାଲୋଚନା କରିଥିଲେ, ଗାଳି ଦେଇଥିଲେ, ନବୀନ ବାବୁଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଥିଲେ ତାଙ୍କୁ ମିଳିଛି ପୁରସ୍କାର୍। ଯେଉଁଠି ନିଜ ଦଳର ବରିଷ୍ଠ ଏବଂ ବୟୋଜ୍ୟେଷ୍ଠ ନେତା କଣଠେସା, ସେଇଠି ଆମଦାନୀ ନେତା ଫୁଲ୍ ପାୱାରଫୁଲ୍। ପଢନ୍ତୁ ପୂରା ଖବର… More
  • Otv Khabar Bureau
  • 2 years ago

ଦଳକୁ ସଜାଡିବା ମୁଡ୍‌ରେ ଶରତ, AICC ଢାଞ୍ଚାରେ ହେବ ନବକଳେବର

ଅସଜଡ଼ା ଘରକୁ ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ। ନୂଆ କରି ରାଜ୍ୟ କଂଗ୍ରେସର ମୁଖିଆ ହୋଇଥିବା ଶରତ ପଟ୍ଟନାୟକ ଏବେ ଦଳୀୟ ନେତା ଓ କର୍ମୀଙ୍କୁ ଏକାଠି କରିବାକୁ ରଣନୀତି ପ୍ରସ୍ତୁତି କରିଛନ୍ତି। More