• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର ।
ତିଥି – ପ୍ରତିପଦ ଦିବା ୦୧/୩୨ ଗତେ ୨ୟା
ଚନ୍ଦ୍ର -  ଧନୁ ଅହୋରାତ୍ର
ଘାତ ଚନ୍ଦ୍ର-  ତୁଳା ଓ କୁମ୍ଭ ରାଶିର ଅହୋରାତ୍ର
ଘାତ ବାର - କର୍କଟ ରାଶିର
ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ଦିବା ୦୧/୩୨ ଗତେ ୧ ପାଦ - ପଶୁସମ୍ପଦ ନାଶ- ଅନ୍ନ ଦାନ ।
ଶୁଭ ସମୟ- 
ପ୍ରାତଃ ୦୭/୪୯ ରୁ ୦୮/୨୯ 
ଦିବା ୧୦/୦୮ ରୁ ୧୧/୨୦ 
ଦିବା ୦୧/୫୯ ରୁ ୦୫/୩୦
ସଂନ୍ଧ୍ୟା  ୦୬/୨୨ ରୁ ୦୯/୫୯
ରାତ୍ରି ୧୨/୦୮ ରୁ ୦୧/୩୫
ଅଶୁଭ ସମୟ-
ରାହୁକାଳ-  ଦିବା ୧୧/୪୭ ରୁ ୦୧/୨୬ 
କାଳବେଳା-  ଦିବା ୦୮/୨୯ ରୁ ୧୦/୦୮
ବାରବେଳା – ଦିବା ୧୧/୪୭ ରୁ ୦୧/୨୬
କାଳରାତ୍ରି-  ରାତ୍ରି ୦୨/୨୯ ରୁ ୦୩/୫୦

ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ ଓ କ'ଣ ରହିଛି ଆପଣଙ୍କ ରାଶିରେ..

ମେଷ:-
ଅଶ୍ୱନୀ – କର୍ମଜୀବି ମାନେ ଅତ୍ୟନ୍ତ ସଫଳତା ପାଇବେ ।
ଦ୍ୱିଜା – ସୁଖ ଶାନ୍ତି ଓ ଐଶ୍ୱର୍ଯ୍ୟର ଅଧିକାରୀ ହୋଇପାରନ୍ତି ।
କୃତିକା – ଆତ୍ମିିୟଙ୍କ ସହଯୋଗରେ ସନ୍ତାନଙ୍କ ବିବାହ କାର୍ଯ୍ୟ ସପୂର୍ଣ୍ଣ ହେବ ।
ପ୍ରତିକାର -  ନୃସିଂହଙ୍କର ମନ୍ତ୍ର ପାଠ କରନ୍ତୁ ।

ବୃଷ:-
କୃତିକା  - ଅନ୍ୟ ମନସ୍କତା ଓ ଆଘାତପ୍ରାପ୍ତିର ଆଶଙ୍କା ରହିଛି ।
ରୋହିଣୀ – ନିଷ୍ପତି ନେବାରେ ଦ୍ୱନ୍ଦର ସମ୍ମୁଖିନ ହେବାକୁ ପଡିପାରେ ।
ମୃଗଶିରା - ପୁରୁଣା କଥାର ପର୍ଯ୍ୟାଲୋଚନା କରି ମନରେ ଅଶାନ୍ତି ଆସିପାରେ ।
ପ୍ରତିକାର – ଓଁ ହ୍ରୀଂ ଶ୍ରୀଂ ଶୁକ୍ରାୟ ନମଃ ଜପ କରନ୍ତୁ

ମିଥୁନ:-
ମୃଗଶିରା  -  କର୍ମ ନିଯୁକ୍ତି ଓ ସରକାରୀ  ସହୟତା ପ୍ରଭୂତି ପାଇବେ ।
ଆଦ୍ରା -  ପ୍ରଶଂସା ପ୍ରାପ୍ତିର ସୈଭାଗ୍ୟ ଅର୍ଜନ କରିପାରନ୍ତି ।
ପୁନର୍ବସୁ -  କାଳକ୍ଷେପଣ ପଦ୍ଧତି ଅନୁଯାୟୀ ସମସ୍ୟାର ସମାଧାନ କରିବେ ।
ପ୍ରତିକାର – ବୁଧଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
 

କର୍କଟ:-
ପୁନର୍ବସୁ - ପାରିବାରିକ ସ୍ତରରେ କୁମନ୍ତ୍ରଣାର ଆଶଙ୍କା ଦେଖାଦେବ । 
ପୁଷ୍ୟା – କଚେରୀ  ମାମଲା  ମାନସିକ  ସ୍ଥିତିକୁ  ବିଗାଡି ଦେଇପାରେ ।
ଅଶ୍ଳେଷା - ପକ୍ଷପାତିତା ଓ ମତାନ୍ତର ଜନିତ ମନର ଅମେଳ ଶାନ୍ତି ଭଙ୍ଗ କରେ ।
ପ୍ରତିକାର –   ରୂପା ୨ଖଣ୍ଡରୁ ଗୋଟିଏ ଜଳରେ ପକାଇ ଅନ୍ୟଟି  ପାଖରେ  ରଖନ୍ତୁ ।
 

ସିଂହ:-
ମଘା –  ନୃତ୍ୟ ବାଦି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି ।
ପୂ , ଫାଲଗୁନୀ -  ମିତ୍ର ବନ୍ଧୁ ମାନଙ୍କ ପରିସର ବୃଦ୍ଧି ପାଇବ ।
ଉ ,ଫାଲଗୁନୀ – କୃଷି ପଶୁରେ ଉନ୍ନତି ଓ ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ ।
ପ୍ରତିକାର – ଗହମ ଅଟା ମନ୍ଦିରରେ ଦାନ କରନ୍ତୁ ।
 

କନ୍ୟା:-
ଉ , ଫାଲଗୁନୀ -  ଗାଡିମଟର କ୍ରୟ କରିବାର ଅଭିଳାଷା ପୂରଣ ହେବ ।
ହସ୍ତା -  ଅତିତର ଅପୂରଣୀୟ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ରହିବ । 
ଚିତ୍ରା – ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ ।
ପ୍ରତିକାର - ଓଁ ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ ।
 

ତୁଳା:- 
ଚିତ୍ରା – ନିର୍ମାଣ ମୂଳକ କାର୍ଯ୍ୟରେ ଅଗ୍ରଗତି ହୋଇପାରେ ।
ସ୍ୱାତୀ –  ବିଳାଶ ବେସନ, ନବଜାତ ଶିଶୁର ଆଗମନରେ ଆନନ୍ଦିତ ରହିପାରନ୍ତି ।
ବିଶାଖା – ପ୍ରେମ ପ୍ରଣୟରେ ସଫଳତା ପାଇବେ ।
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କର ଫଟୋକୁ ପୂଜା କରନ୍ତୁ ।
 

ବିଛା:-
ବିଶାଖା - ସାସ୍କୃତିକ କାର୍ଯ୍ୟରେ ସମ୍ମାନିତ ହେବାର ଯୋଗ ରହିଛି ।  
ଅନୁରାଧା - ସୂର୍ଣ୍ଣଳଙ୍କାର କିଣି ଖୁସି ଅନୁଭବ କରିପାରନ୍ତ । 
ଜ୍ୟେଷ୍ଠା  – ସାହସର ସହିତ ଅଟକି ରହିଥିବା କାମକୁ ଆରମ୍ଭ କରିପାରନ୍ତି । 
ପ୍ରତିକାର – ମଙ୍ଗଳାଙ୍କର କବଚ ଧାରଣ କରନ୍ତୁ ।
 

ଧନୁ:-
ମୂଳା – ଧନ ସମ୍ମାନ ପ୍ରାପ୍ତି ହୋଇପାରେ ।
ପୂ , ଷାଢା – ସରକାରୀ  ସ୍ଥରରେ କେତେକ ସୁବିଧା ପାଇବା ହେତୁ ଖୁସି ରହିବେ ।
ଉ , ଷାଢା – ବନ୍ଧୁଙ୍କ ସାହାର୍ଯ୍ୟ ଦ୍ୱାରା କଠିନ କାର୍ଯ୍ୟ କରିବେ ।
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
 

ମକର:-
ଉ , ଷାଢା -  ଚଳଚିତ୍ରରେ ସୁନାମ ଅର୍ଜନ କରିପାରନ୍ତି ।
ଶ୍ରବଣା – କଳକାରଖାନା ବ୍ୟବସାୟରେ ଉନ୍ନତି ଘଟିବ ।
ଧନିଷ୍ଠା – ଅନ୍ୟର ସାହାର୍ଯ୍ୟ  ସମର୍ଥନରେ ଲକ୍ଷହାସଲ କରିପାରିବେ ।
ପ୍ରତିକାର – ଭଗବାନ ବିଷ୍ଣୁଙ୍କର ପୂଜା କରି ଦିନ ଆରମ୍ଭ କରନ୍ତୁ ।
 

କୁମ୍ଭ:-
ଧନିଷ୍ଠା - କଠିନ ଶ୍ରମ ଓ ଦୂରଦର୍ଶିତା  ସୁଫଳତାର ପୃଷ୍ଟ ହୋଇପାରେ ।
ଶତଭିଷା – ବନ୍ଧୁ ପ୍ରିତି ଓ ତୀର୍ଥାଟନ ତଥା କାରବାରରେ ସଫଳତା ପାଇବେ ।
ପୂ , ଭାଦ୍ରପଦ  – ସଭାସମିତିରେ ସମ୍ମାନ ପ୍ରାପ୍ତି ଘଟିବ ।
ପ୍ରତିକାର – ମା ଦକ୍ଷିଣ କାଳୀଙ୍କର ପୂଜା କରନ୍ତୁ ।
 

ମୀନ:-
ପୂ , ଭାଦ୍ରପଦ - ପ୍ରତାରଣା ଜନିତ ଦୁଃଖ ଭୋଗିବାକୁ ପଡିବ ।
ଉ , ଭଦ୍ରପଦ - ପଡୋଶୀଙ୍କ କୁମନ୍ତ୍ରଣା ପରିସ୍ଥିତିକୁ ସଙ୍ଗିନ କରିପାରେ ।
ରେବତୀ – ଆନୁଷ୍ଠାନିକ କ୍ଷେତ୍ରରେ ପଳାୟନପନ୍ଥୀ ହୋଇପାରନ୍ତି ।
ପ୍ରତିକାର – କିଛି ଲଡୁ ଧର୍ମ ସ୍ଥାନରେ ଭୋଗ ଲଗାନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)