ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ପରେ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଲିବ୍ରେସନ...ବିଜେପି ନେତା ଓ କର୍ମୀ ବାଜା ଓ ବାଣର ଆସର ଭିତରେ ମିଠା ବାଣ୍ଟି ଖୁସି ମନାଉଛନ୍ତି।
ଆଜି ହେଉଛି ରଜ ସଂକ୍ରାନ୍ତି । ବିନା ପାନରେ କଣ ରଜ ଉତ୍ସବ ସମ୍ଭବ । ମିଠା ପାନ ହିଁ ରଜରେ ଆଉ ଟିକେ ମିଠା ଭରି ଦେଇଥାଏ । ଏଣୁ ବଜାରଘାଟରେ ଲାଗିଲାଣି ରଜପାନର ପସରା ।
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌର ପରିଷଦର ୯ ୱାର୍ଡ କାଉନସିଲର ଭାବେ ବିଜୟୀ ହୋଇଥିବା ବିଜେଡିର କଇରୁ ସ୍ୱାଇଁ ଦେଖାଇଛନ୍ତି ଏଭଳି କାରନାମା । ଫଳାଫଳ ଘୋଷଣା ପରେ ନିଜ ୯ ୱାର୍ଡରେ ସମର୍ଥକଙ୍କୁ ନେଇ ଚଳାଇଥିବା ବିଜୟ ଶୋଭାଯାତ୍ରା ସମୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ଜନ୍ମମାଟିରେ ପ୍ରମୋଦଙ୍କୁ ଭବ୍ୟ ସ୍ୱାଗତ। ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଥମ ଥର ନିଜ ଗାଁକୁ ଫେରିଛନ୍ତି ପ୍ରମୋଦ୍। ବାଜା ବଜାଇ ଫୁଲ ପକାଇ ସ୍ୱାଗତ କରିଛନ୍ତି ଲୋକେ। ଶହ ଶହ ଲୋକ ପ୍ରମୋଦଙ୍କୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଛନ୍ତି।