• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Raja Festival

Raja ends with Basumati snana, begins cultivation
Raja Parba 2024: ବସୁମତୀ ସ୍ନାନରେ ଶେଷ ହୁଏ ରଜ, ଆରମ୍ଭ ହୁଏ ଚାଷ

ବସୁମତୀ ସ୍ନାନରେ ଶେଷ ହୁଏ ରଜ। ନାରୀମାନଙ୍କ ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି। ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବା ପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଧରିତ୍ରୀମାତାଙ୍କୁ ଶୁଦ୍ଧ ସ୍ନାନ କରାଯାଏ।

Raja Festival
ଆଜି ଶେଷ ରଜ, ଜମୁଛି ପିଠା-ମିଠା ଓ ପାନର ଆସର; ନାଚଗୀତରେ କମ୍ପୁଛି ଗାଁଠୁ ସହର

ରଜ ଉତ୍ସବର ଆଜି ଅନ୍ତିମ ଦିନ । ଆଜି ଭୂମି ଦହନ । ଆସନ୍ତାକାଲି ହେବ ବସୁମତୀ ସ୍ନାନ ।

Raja Festival 2024; Raja festival honors nature and women
Raja Parba 2024: ପରମ୍ପରାରେ ରଜ; ପ୍ରକୃତି ଓ ନାରୀଙ୍କୁ ସମ୍ମାନ ଦିଏ ଏହି ପର୍ବ

ଓଡ଼ିଶାରେ କୃଷି ବିକାର ମୁଖ୍ୟ ମାନଦଣ୍ଡ ହୋଇଥିବା ହେତୁ ଆମର ପ୍ରାୟ ସମସ୍ତ ପର୍ବ କୃଷିଭିତ୍ତିକ ହୋଇଥାଏ। ଅକ୍ଷୟ ତୃତୀୟାଠୁ ନେଇ ରଜ, ଗହ୍ମା ପୂର୍ଣ୍ଣିମା, ମାଣବସା ଏମିତି ବାରମାସରେ ତେର ପର୍ବ। ଏପରିକି ଆମ ଓଡ଼ିଆଙ୍କ ଆରାଧ୍ୟ କାଳିଆ ଠାକୁର ମଧ୍ୟ ଠିକ ଏହିପରି ସବୁ ପର୍ବ ପାଳନ୍ତି। ତେବେ ଆଜି ଆସନ୍ତୁ ଏପରି ଏକ ଗଣ ପର୍ବ ରଜ ବିଷୟରେ କିଛି ତଥ୍ୟ ଜାଣିବା।

Raja is a symbolic festival of fertility
Raja Parba 2024: ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ରଜ

ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାଆକୁ କଷ୍ଟ ନ ଦେଇ ଭୂମି ଖନନ ନ କରି ବିଶ୍ରାମ ଦେଲା ଭଳି କୁମାରୀମାନେ ବିଶ୍ରାମ କରନ୍ତି। ଝିଅବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି।

Raja Festival 2024 know the tips to make poda pitha
Raja Parba 2024: ପିଠାର ପର୍ବ ରଜ; ଜାଣନ୍ତୁ କିପରି ତିଆରି କରିବେ ସ୍ୱାଦିଷ୍ଟ ପୋଡ଼ପିଠା

ସବୁ ପର୍ବ ପରି ରଜ ପର୍ବରେ ମଧ୍ୟ ଏକ ସ୍ୱତନ୍ତ୍ର ପିଠାର ପରମ୍ପରା ରହିଛି। ଏହି ଦିନର ବିଶେଷ ପିଠା ହେଉଛି ପୋଡ଼ପିଠା। ଆପଣ ଯଦି ପୋଡ ପିଠା ତିଆରି ଜାଣି ନାହାନ୍ତି, ତେବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି।

Raja 2024 The folk song related to Raja Festival
Raja Parba 2024: ଆପଣ ଯଦି ପୂରା ରଜଗୀତ ଜାଣି ନାହାନ୍ତି ତେବେ ପଢ଼ନ୍ତୁ…

ଗୀତ ଓ ସଂଗୀତର ସାତ ସୂରରେ ବନ୍ଧା ଓଡ଼ିଶାର ଜନ ଜୀବନ। ପ୍ରତ୍ୟେକ ପର୍ବ ପର୍ବାଣୀ ମଧ୍ୟ ଏହି କଥା କହେ। ଏଥିରୁ ରଜ ବା କିପରି ବାଦ ପଡିବ। ଆପଣ ଯଦି ଏହି ପୂରା ଗୀତ ଜାଣିବାକୁ ଚାହାନ୍ତି ତେବେ ଦେଖନ୍ତୁ।

Raja Festival
ଆ ହେବା ସଜ, କାଲି ପହିଲି ରଜ

ରାତି ପହିଲେ ପହିଲି ରଜ, ଆଉ ଆଜି ସଜବାଜ । ଦେଖୁନାହାନ୍ତି.. ସେଇଥିପାଇଁ ତ ସଜେଇ ହେଉଛନ୍ତି ଏ କୁଆଁରୀମାନେ । ରଜ ପୂର୍ବରୁ ସମସ୍ତେ ସଜବାଜରେ ମସଗୁଲ ।

Temperature
ଏଥର ଗମ୍‌ଗମ୍‌ ରଜ ! ଲୋକଙ୍କୁ କଲବଲ କରିବ ଗୁଳୁଗୁଳି

ରାତି ପାହିଲେ ରଜ ସଜବାଜ ପାଇଁ ଗାଁଠୁ ସହର ସବୁଠି ଉତ୍ସାହ। ଆଜି ସଜବାଜ, ସେଥିପାଇଁ ଏକାଠି ହେଲେଣି ଝିଅ-ବୋହୁ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ନାଇ, ପୋଡ଼ ପିଠା ସହ ଭଳିକି ଭଳି ପିଠାପଣା ଖାଇ ରଜଦୋଳିରେ ଝୁଲିବେ।

Sesa Raja
ଫିକା ପଡ଼ିଲା ଶେଷ ରଜ

ଅସହ୍ୟ ଗରମ ଓ ଗୁଳୁଗୁଳି ପାଇଁ ଫିକା ପଡ଼ିଲା ଶେଷ ରଜ ।

‘Sesa Raja’
ରଜ ମଉଜ କମିନି, ଆଜି ଶେଷ ରଜ

ପ୍ରବଳ ଖରା ସତ୍ତ୍ୱେ କେନ୍ଦ୍ରାପଡ଼ାରେ ରଜ ମଉଜ କମିନି । ମୁଁ ଖାଣ୍ଟି ଓଡ଼ିଆ ଝିଅ ଗୀତ ଗାଇ ଗାଇ ଦୋଳି ଖେଳିଲେ ଯୁବତୀ....

last day of ‘Raja’
ଆଜି ସରିବ ରଜ ମଉଜ । ଶେଷ ରଜରେ ଜମିବ, ଦୋଳି,ପିଠା,ପାନ ଓ ବାଗୁଡ଼ିର ଆସର

ଆଜି ହେଉଛି ରଜ ପର୍ବର ଶେଷ ଦିନ। ରାଜ୍ୟର ଉପକୂଳ ଓଡ଼ିଶା ସମେତ ଅନ୍ୟ ଅଞ୍ଚଳରେ ବି ଧୂମଧାମରେ ପାଳିତ ହେଉଛି ରଜ ମହୋତ୍ସବ। ତିନି ଦିନ ଧରି ଦୋଳି, ପିଠା, ପାନ ମଜା ନେଉଛନ୍ତି ଗାଁଠୁ ସହର ଯାଏଁ ଲୋକେ...

odisha celebrates last day of Raja Festival
ଆଜି ସରିବ ରଜ ମଉଜ, କାଲି ହେବ ବସୁମତୀ ସ୍ନାନ

ଗାଁ ଗାଁ ରଜ ମହୋତ୍ସବ ଲାଗି ବିଶେଷ ଆୟୋଜନ ହୋଇଥିବାରୁ ଶେଷ ରଜକୁ ବେଶ ଆନନ୍ଦ ଉଲ୍ଲାସର ପାଳିବା ପାଇଁ ଆଶା ରଖିଛନ୍ତି ଝିଅବୋହୁ।

raja festival
ଜମିଲା ମଝିରଜ ମଉଜ; ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକ ପାଳିଲେ ରଜ

ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକ ବି ରଜ ପାଳିଛନ୍ତି । ପରସ୍ପରକୁ ପିଠା, ମିଠା ଓ ପାନ ଖୁଆଇ ଜଣାଇଛନ୍ତି ରଜ ଶୁଭେଚ୍ଛା ।

2nd day of raja called raja sankranti
ଆଜି ରଜ ସଂକ୍ରାନ୍ତି: ସବୁଠି ଖାଲି ମଉଜ ହିଁ ମଉଜ...

ଆଜି ହେଉଛି ରଜ ସଂକ୍ରାନ୍ତି। ଓଡ଼ିଶାର ଏକାଧିକ ପର୍ବ ମଧ୍ୟରୁ ଅନ୍ୟତମ ସ୍ୱତନ୍ତ୍ର ଗଣପର୍ବ ହେଉଛି ରଜ।

Raja Sankranti
Raja Parba 2023: ରଜ ସଂକ୍ରାନ୍ତିର ମହକ; ଚାରିଆଡ ଉତ୍ସବମୁଖର

ଓଡିଶାର ଗଣ ପର୍ବ ରଜ। ଏହି ପର୍ବ ତିନିଦିନ ଧରି ପାଳନ କରାଯାଉଥିବା ବେଳେ ଆଜି ହେଉଛି ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି। ଗତକାଲି ଥିଲା ପହିଲି ରଜ। ସେହିପରି ଆସନ୍ତାକାଲି ଭୂମିଦହନ।

ରଜ ପର୍ବ
ପହିଲି ରଜ: ଦୋଳି, ପିଠା ଓ ପାନରେ ମହକୁଛି ପରିବେଶ

ରଜ ଦୋଳିର ଆସର, ସୁଆଦିଆ ପିଠାପଣାର ସମ୍ଭାର ଆଉ ସୁବାସିତ ପାନର ମହକ। ପହିଲି ରଜରେ ଆଜି ଗାଁଠୁ ସହର ଯାଏଁ ସବୁଠି ମତୁଆଲା ପରିବେଶ।

 Raja Festival
ପହିଲି ରଜରେ ଉତ୍ସବମୁଖର ପୁରପଲ୍ଳୀ; ରଙ୍ଗ ଭରିଦେଲା ମେଘୁଆ ପାଗ

ଘରେ ଘରେ ଜମିଥିଲା କିସମ କିସମର ପିଠା, ମିଠା ଆଉ ସୁଆଦିଆ ଖାଦ୍ୟ ସମ୍ଭାରର ପର୍ବ। ପୋଡ଼ପିଠାର ବାସ୍ନାରେ ମହକି ଥିଲା ଚତୁର୍ଦ୍ଦିଗ।

 Raja Festival
ପହିଲି ରଜରେ ଉତ୍ସବମୁଖର ପୁରପଲ୍ଳୀ

ଉପକୂଳ ଓଡ଼ିଶାରେ ପାଗରେ ଆକସ୍ମିକ ପରିବର୍ତ୍ତନ ଓ ଅନୁକୂଳ ପରିବେଶ ପରେ ଆଜି ବେଶ୍ ଜମିଛି ପହିଲି ରଜ। ଗାଁଠୁ ସହର ଯାଏଁ ସବୁଠି ମହକିଛି ପୋଡ଼ ପିଠାର ବାସ୍ନା, ମନ ମୋହିଛି ରଜପାନ।

Raja Festival
ପହିଲି ରଜରେ ଗାଁଠୁ ସହର, ଚାରି ଆଡ଼ ଉତ୍ସବ ମୁଖର

ରଜରେ ପାନ ଖାଇ ଦୋଳି ଖେଳନ୍ତି, ରଜଦୋଳି ଗୀତ ଗାଆନ୍ତି । କେବଳ ଝିଅ ନୁହେଁ ରଜ ତିନିଦିନ ପୁଅମାନେ ବି ମଉଜରେ ମାତନ୍ତି।

ରଜ ପର୍ବ
ରାତି ପାହିଲେ ପହିଲି ରଜ: ଗାଁଠୁ ସହର ସବୁଠି ଚାଲିଛି ସଜବାଜ

ଗାଁରେ ପରମ୍ପରାର ମହକ... ସହରରେ ସ୍ୱତନ୍ତ୍ର ପ୍ରସ୍ତୁତି... ସମସ୍ତଙ୍କ ଅପେକ୍ଷା କାଲି ସକାଳକୁ। କାରଣ ରାତି ପାହିଲେ ଓଡ଼ିଆ ଘରର ବଡ଼ ପର୍ବ- ରଜ। ରଜବତୀ ହେବ ମାଟି ମାଆ। ସେଥିପାଇଁ କୁହାଯାଏ ରଜ ହେଉଛି କୁଆଁରୀ ଝିଅଙ୍କ ପର୍ବ

Raja Festival 2023
Raja Praba 2023: ଆଧୁନିକତାର ମାଡ଼ରେ ହଜିଯାଉଛି ରଜ ଗୀତ; କହୁଥିଲା ଗ୍ରାମୀଣ ମହିଳାର ମନ କଥା

ସହରୀ ପବନରେ ଆଜିକାଲି ଫିକା ପଡିଲାଣି ରଜଗୀତ। ନୂଆ ପିଢି ଆଉ ଏହି ଲୋକଗୀତକୁ ମନେ ରଖୁ ନାହାନ୍ତି। ତେବେ ଓଡିଶାର ଜନ ଜୀବନ ସହ ଜଡିତ ଏହି ଲୋକଗୀତ ଯେ କେତେ କଥା କୁହେ ତାହା ଜାଣି ନଥିବା ଲୋକ ବୁଝିବ ବା କେମିତି। ଆସନ୍ତୁ ପୂରା ଗୀତଟିକୁ ଜାଣିବା ଆଉ ଏଇ ରଜରେ ସମସ୍ତେ ଗାଇବା।

Raja Festival 2023
Raja Parba 2023: ମାଟି ଓ ମୌସୁମୀର ମିଳନର ପର୍ବ ରଜ

ରଜ ନେଇଆସେ ମୌସୁମୀର ଲହରୀ। ଆଦ୍ୟ ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ହୋଇଉଠେ ଋତୁମତୀ। କୃଷକ ଘରେ ଖେଳିଯାଏ ଆନନ୍ଦ ଉଲ୍ଲାସ। ଚାଷୀ ଭାଇ ହଳ ଲଙ୍ଗଳ ଧରି ସଜହୁଏ କ୍ଷେତକୁ ଯିବା ପାଇଁ। ତେବେ ଚାଷୀ ଘରେ କିପରି ପାଳନ ହୁଏ ଏହି ରଜ ମଉଜ ଆସନ୍ତୁ ଜାଣିବା…

The glory of Raja Festival is getting lost in modernity
Raja Parba 2023: ହଜିଯାଉଛି ରଜ ମହକ; ଆଉ ନାହିଁ ଅଭିଆଡୀଙ୍କ ହଳଦୀ ମଖା ସ୍ନାନ

ହଜି ହଜି ଯାଉଛି ରଜ ମହକ। ଆଧୁନିକତାର ଛାପରେ ଢାଙ୍କି ହୋଇଯାଇଛି ଆମ ଅଳଙ୍କୃତ ପରମ୍ପରା। ଏବେ ପିଲାମାନେ ଆମ୍ବ ତୋଟା ଭୁଲି ପାର୍କ ଯାଉଛନ୍ତି । ବାଗୁଡିର ଶବ୍ଦ ଆଉ ଶୁଣିବାକୁ ମିଳୁନି। ପିଲା ଏବେ ମୋବାଇଲ୍ ଧରି ଫ୍ରି-ଫାୟାର ଆଉ ପବ୍‌ଜି ଖେଳରେ ବ୍ୟସ୍ତ । ପୋଡ ପିଠାର ସ୍ଥାନ ନେଇଛି ଆଧୁନିକ କେକ୍।

Monsoon arrival likely to be delayed in Odisha IMD DG
ଟାଇଁ ଟାଇଁ ଖରାରେ ସିଝିବ ଏଥର ରଜ ପର୍ବ

ମୌସୁମୀ ଜୁନ୍ ୧୫ ସୁଦ୍ଧା ଓଡ଼ିଶା ଛୁଇଁବନି କହିଲେ IMD ଡିଜି

Why girl eat betel in raja festival
Raja Parba 2023: ରଜରେ ଝିଅମାନେ କାହିଁକି ପାନ ଖାଇବାକୁ ଆଗ୍ରହ ଦେଖାନ୍ତି

ପାନ ବିନା ରଜ ମଉଜ ଫିକା। ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ପ୍ରୀତିର ବନ୍ଧନ ହେଉଛି ପାନ। ଅନ୍ୟ ଦିନରେ ପାନ ନ ହେଲେ ନାହିଁ, କିନ୍ତୁ ରଜରେ ଝିଅମାନେ ପାନ ଖାଇବା ଥୟ। କାହିଁକି…