• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର। ତିଥି – ୧୦ ମୀ ରାତ୍ରି ୦୯/୪୧  ଗତେ  ୧୧ ଶୀ, ଚନ୍ଦ୍ର   – ମୀନ ପ୍ରାତଃ ୦୬/୫୨ ଗତେ ମେଷ ଘାତ ଚନ୍ଦ୍ର-   ଧନୁ ରାଶିର ପ୍ରାତଃ ୦୬/୧୪ ଗତେ ମେଷ ରାଶିର ଘାତ ବାର - ତୁଳା,  କୁମ୍ଭ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ନାସ୍ତି

ଶୁଭ ସମୟ- ପ୍ରାତଃ ୦୫/୧୨ ରୁ ୦୬/୦୫, ଦିବା ୦୯/୩୬ ରୁ ୧୧/୨୨, ସନ୍ଧ୍ୟା  ୦୭/୦୮ ରୁ ୦୯/୧୭, ରାତ୍ରି  ୦୧/୧୦ ରୁ ୦୨/୨୦, ରାତ୍ରି ୦୩/୪୬ ରୁ ୦୫/୧୩
ଅଶୁଭ ସମୟ- ରାହୁ କାଳ-  ଦିବା ୦୧/୨୭ ରୁ ୦୩/୦୬, କାଳ ବେଳା-  ଦିବା ୦୩/୦୬ ରୁ ୦୪/୪୫, ବାର ବେଳା – ଦିବା ୦୪/୪୫ ରୁ ୦୬/୨୪, କାଳ ରାତ୍ରି-  ରାତ୍ରି ୧୧/୪୮ ରୁ ୦୧/୧୦

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ
ଅଶ୍ୱନୀ – ସଂଚାର କ୍ଷେତ୍ରରେ ବ୍ୟକ୍ତିଙ୍କୁ ଲାଭ ମିଳିବ
ଦ୍ୱିଜା – ଶତ୍ରୁଙ୍କୁ ପରାସ୍ତ କରିବେ
କୃତିକା - ବୈବାହିକ ଜୀବନ ସୁଖମୟ ହେବ 
ପ୍ରତିକାର -  ହନୁମାନଙ୍କର ଦର୍ଶନ କରନ୍ତୁ 

ବୃଷ: 
କୃତିକା  - ଜୀବନସାଥିଙ୍କ ସହଯୋଗ ଆପଣଙ୍କ ଅଶାନ୍ତିଙ୍କୁ କମ୍ କରିବ
ରୋହିଣୀ – ମହିଳାଙ୍କୁ କାମରେ ଟିକେ ଆରାମ ମିଳିବ
ମୃଗଶିରା – ନବ ବିବାହିତାଙ୍କ ପାଇଁ ଦିନଟି ଭଲ ରହିବ
ପ୍ରତିକାର – ମା’ କମଳାଙ୍କ ପୂଜାର୍ଚ୍ଚନା କରନ୍ତୁ

ମିଥୁନ: 
ମୃଗଶିରା  - ଭାବିଥିବା କାମ କାହାରି ସାହାଯ୍ୟରେ ପୂରା ହୋଇଯିବ
ଆଦ୍ରା – କୌଣସି ପୋଗ୍ରାମରେ ଗୀତ ଗାଇବା ପାଇଁ  ସୁଯୋଗ ମିଳିପାରେ
ପୁନର୍ବସୁ -  ରାଜନୀତିରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ 

କର୍କଟ: 
ପୁନର୍ବସୁ -  ନିଜର ଓଜନ ପ୍ରତି ଧ୍ୟାନ ଦିଅନ୍ତୁ
ପୁଷ୍ୟା –  ନୂଆ ଜମି କିଣିବା ଆଗରୁ ଶୁଭ ମୁହୂର୍ତ୍ତ ଦେଖି କିଣନ୍ତୁ
ଅଶ୍ଳେଷା –  ଭାବପ୍ରବଣ ରହିଲେ ମନରେ ଅଶାନ୍ତି ବଢିବ
ପ୍ରତିକାର – ଭୁବନେଶ୍ୱରୀ  ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ 

ସିଂହ: 
ମଘା – ପରିଶ୍ରମ କରିଲେ ବାକି କାମ ପୂରା ହେବ
ପୂ , ଫାଲଗୁନୀ - ନିଜର ଖରାପ ବ୍ୟବହାର ପାଇଁ ନିନ୍ଦା ଶୁଣି ପାରନ୍ତି
ଉ ,ଫାଲଗୁନୀ – ପତିପତ୍ନୀଙ୍କ ମଧ୍ୟରେ ତିକ୍ତତା ଦେଖାଦେବ
ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ 

କନ୍ୟା: 
ଉ , ଫାଲଗୁନୀ - ନୂଆ କଳାକୌଶଳ ଶିଖିବାକୁ ସୁଯୋଗ ମିଳିବ
ହସ୍ତା -  ଆୟବ୍ୟୟ ସମାନ ପରିମାଣରେ ରହିବ
ଚିତ୍ରା – ମନର ବ୍ୟଥା ପାଖ ଲୋକକୁ କୁହନ୍ତୁ, ମନ ହାଲକା ରହିବ 
ପ୍ରତିକାର -   ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ

ତୁଳା: 
ଚିତ୍ରା – କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକ ଯଥେଷ୍ଟ ଲାଭ ପାଇବେ
ସ୍ୱାତୀ – ପୂର୍ବ ଅଶାନ୍ତିର ସମାପ୍ତି ହୋଇପାରେ
ବିଶାଖା – ଛାତ୍ରଙ୍କ ଲେଖା ପଢାରେ ବାଧା ଦୂର ହୋଇଯିବ
ପ୍ରତିକାର – ମହାଦେବଙ୍କର ଦର୍ଶନ କରନ୍ତୁ

ବିଛା: 
ବିଶାଖା – ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ
ଅନୁରାଧା -  ନିଜର ଭୁଲ୍‌ ପାଇଁ କ୍ଷମା ପ୍ରାର୍ଥନା କରି ପାରନ୍ତି 
ଜ୍ୟେଷ୍ଠା  – ପଡୋଶୀଙ୍କ ସହ ଶତ୍ରୁତା ଲାଗି ରହିବ 
ପ୍ରତିକାର – ମା ଚର୍ଚ୍ଚିକାଙ୍କ ପୂଜା  ପାଠ  କରନ୍ତୁ

ଧନୁ: 
ମୂଳା – ଶାନ୍ତ ରହି ନିଜର କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ
ପୂ , ଷାଢା – ଅନ୍ୟ ଜିଲ୍ଲାରେ ବ୍ୟବସାୟ ବିସ୍ତାର କରିବା ଲାଗି ଭାବିବେ
ଉ , ଷାଢା – ଚାକିରି କରିଥିବା ବ୍ୟକ୍ତିଙ୍କ ଅନ୍ୟତ୍ର ବଦଳି ହୋଇପାରେ 
ପ୍ରତିକାର – ଘିଅ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମକର: 
ଉ , ଷାଢା - ପୁରୁଣା ବିଚାରକୁ ଛାଡି ନୂଆ ବିଚାର ଗ୍ରହଣ କରିବେ  
ଶ୍ରବଣା – କୃଷିଜୀବୀଙ୍କୁ ଲାଭ ମିଳିପାରେ
ଧନିଷ୍ଠା – ପ୍ରେମ ସମ୍ବନ୍ଧ ପ୍ରତି ଆପଣ ଅଧିକ ବିନମ୍ର ରହିବେ
ପ୍ରତିକାର – ଶାରଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

କୁମ୍ଭ: 
ଧନିଷ୍ଠା -   ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ
ଶତଭିଷା – କୌଣସି କାମକୁ ତରବରିଆ ହୋଇ କରନ୍ତୁ ନାହିଁ
ପୂ , ଭାଦ୍ରପଦ  – ଅନ୍ୟକୁ ସାହାର୍ଯ୍ୟ କରିବାକୁ ଯାଇ ଅପମାନିତ ହେବେ
ପ୍ରତିକାର – ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ

ମୀନ: 
ପୂ , ଭାଦ୍ରପଦ - ବାପା , ମାଙ୍କ ପରାମର୍ଶ ନିଅନ୍ତୁ ଭଲ ହେବ
ଉ , ଭଦ୍ରପଦ - ଆପଣଙ୍କର ଆତ୍ମ ବିଶ୍ୱାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ
ରେବତୀ – କାମରେ ନିଜ ଲୋକଙ୍କ ଠାରୁ ସାହାର୍ଯ୍ୟ ପାଇବେ
ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ 

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)