/odishatv-khabar/media/post_attachments/uploadimage/library/16_9/16_9_0/pradeep-panigrahi-1_1625051929.jpg)
pradeep panigrahi
ପୁଣି ମୁହଁ ଖୋଲିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କହିଲେଏବେ ବି ତାଙ୍କ ନାଁ ବିଜେଡିରେ ରହିଛି । ମୁଖ୍ୟମନ୍ତ୍ରୀ ଯଦି ତାଙ୍କୁ ଭଲ ପାଉ ନଥାନ୍ତେ ତେବେ ସେ ଲିଖିତ ଭାବେ ବିଧାନସଭାକୁ ଜଣାଇଥାନ୍ତେ । ଆଉ ତାଲିକାରୁ ତାଙ୍କ ନାଁ ନିଶ୍ଚିତ କଟିଥାନ୍ତା । କିନ୍ତୁ ଗତ ଏପ୍ରିଲ ୨ ତାରିଖରେ ବିଧାନସଭା ୱେବ୍ସାଇଟ୍ ଅପ୍ଡେଟ୍ ହୋଇଛି । ହେଲେ ଏହାବାଦ୍ ବି ତାଙ୍କ ନାଁ ବିଜେଡିରେ ରହିଛି । କେବଳ ମିଡିଆରେ ତାଙ୍କୁ ବହିସ୍କାର କରାଯାଇଛି ବୋଲି କୁହାଯାଇଥିବା ପ୍ରଦୀପ କହିଛନ୍ତି ।
Advertisment
ଅନ୍ୟପଟେ ପୁଣି ଥରେ ଅସନ୍ତୋଷ ଝାଡ଼ିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି, ‘ମୋତେ ଜିଲ୍ଲା କିମ୍ବା ନିର୍ବାଚନ ମଣ୍ଡଳୀର କୌଣସି ବୈଠକକୁ ଡକାଯାଉନି । ନିୟମ ଅନୁସାରେ ଲୋକ ପ୍ରତିନିଧିଙ୍କୁ ଜଣାଇବା କଥା କିନ୍ତୁ ତାଙ୍କୁ କେହି ଜଣାଉନାହାନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)