• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Adapa Mandap Bije

Pahandi Mishap
ଆଡ଼ପ ପହଣ୍ଡି ମହାବିଭ୍ରାଟର ହେବ ପ୍ରତିକାର ପୂଜା

ଅଘଟଣର ଦେଢ଼ମାସ ପରେ ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା ହେବା ନେଇ ଆଜି ସୂଚନା ଦେଇଛନ୍ତି ଆଇମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି ପ୍ରତିକାର ପୂଜା ଲାଗି ମୁକ୍ତିମଣ୍ଡପ ପଣ୍ଡିତ ସଭା ସହ ସହ କଥାବାର୍ତ୍ତା ହୋଇଛି।

Adapa Pahandi mishap
ପହଣ୍ଡି ବେଳେ ବଡ଼ ଠାକୁର ତଳେ ପଡ଼ିଯିବା ଘଟଣା: ୩ ଜଣିଆ କମିଟିର ତଦନ୍ତ ଆରମ୍ଭ

ଭିଡିଓ ଦେଖାଇ ତିନି ଜଣିଆ କମିଟି ଏଡିଏମ୍, ନୀତି ପ୍ରଶାସକ, ସିଟି DSP ତଦନ୍ତ କରୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭର୍ଚୁଆଲରେ ରହିଥିଲେ ।

Lord Balabhadra
ଦିଅଁ ପଡ଼ିଯିବା ଅଶୁଭ ସଙ୍କେତ କି ? କ’ଣ କହୁଛନ୍ତି ମଠ ମହନ୍ତ..ଜାଣନ୍ତୁ

ଦିଅଁ ପଡ଼ିବା, ବଡ଼ ଅଘଟଣର ସଙ୍କେତ। ଏ କଥା ଆମେ କହୁନାହୁଁ। ଶ୍ରୀକ୍ଷେତ୍ରର ମଠ ମହନ୍ତ ଆଉ ଖୋଦ୍ ନିଳାଦ୍ରୀ ମହୋଦୟର ପଂକ୍ତି ହିଁ ଏହା ବଖାଣୁଛି।

 Adapa Mandap Bije Mishap
ଆହତ ପ୍ରତିଟି ଭକ୍ତପ୍ରାଣ, ମୁଣ୍ଡ ନୂଆଁଇ ଦେଲା ଆଡ଼ପ ପହଣ୍ଡି ବିଭ୍ରାଟ; ତଦନ୍ତ କରିବ ୩ ଜଣିଆ କମିଟି...

ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁରଙ୍କୁ ପକେଇଦେଲେ ? ଆହତ ପ୍ରତିଟି ଭକ୍ତପ୍ରାଣ, ଏଭଳି ଅକ୍ଷମଣୀୟ ସ୍ଥିତି ପାଇଁ ନଇଁ ଯାଇଛି ପ୍ରତି ଓଡ଼ିଆଙ୍କ ମଥା। ଖୋଦ୍ ଗଜପତି ମହାରାଜା ବି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲା ବେଳେ ଅଘଟଣର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି।

Adapa Mandap Bije
ଶ୍ରୀଜିଉଙ୍କର ଆଜି ଚାଲିଛି ଆଡ଼ପ ବିଜେ

ରତ୍ନବେଦୀରୁ ବାହାରିଥିଲେ ଧାଡ଼ି ପହଣ୍ଡିରେ, ଜନ୍ମବେଦୀକୁ ବିଜେ କରୁଛନ୍ତି ଗୋଟି ପହଣ୍ଡିରେ। ଶ୍ରୀଜିଉଙ୍କର ଆଜି ଚାଲିଛି ଆଡ଼ପ ବିଜେ। ମହାପ୍ରଭୁଙ୍କ ଏ ଅନନ୍ୟ ଯାତ୍ରା ଦେଖିବାକୁ ଲୋକରାଣ୍ୟ ଶ୍ରୀକ୍ଷେତ୍ର । ଆସନ୍ତାକାଲି ବାହାରିବ ଆଡପ ଅବଢ଼ା।

Adapa Mandap Bije
ଜନ୍ମବେଦୀକୁ ବିଜେ କଲେ ଶ୍ରୀଜିଉ; କାଲି ଶ୍ରଦ୍ଧାଳୁଙ୍କ ପାଇଁ ବାହାରିବ ଆଡ଼ପ ଅବଢ଼ା

ସିଏ ମନୁଆ ଠାକୁର.. କୋଟି ବ୍ରହ୍ମାଣ୍ଡ ନାୟକ । ମନ ହେଲେ ତାଙ୍କ ରଥ ଗଡ଼ିବ ମନ ନ ଥିଲେ ଇଞ୍ଚେ ହଲିବନି । ଆଉ କାଳିଆ ସାଆନ୍ତଙ୍କୁ ରଥ ଉପରେ ଥରେ ଦେଖିବା ପାଇଁ କିଏ କେତେଆଡ଼ୁ ଆସିଛି ।