• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 02 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ବାଡ଼ ଯଦି ଫସଲ ଖାଏ, ଆଉ ତହସିଲଦାର ଯଦି କରନ୍ତି ଜମି ଚୋରି ! ତେବେ କ୩ଣ ହେବ ?

ବଲାଙ୍ଗିର ସହର ଉପକଣ୍ଠ ଧୂମମରା ଗାଁରେ ଥିବା ଆଦର୍ଶ ବିଦ୍ୟାଳୟ ପଛକୁ ଲାଗି ରହିଥିବା ଏକ ମୂଲ୍ୟବାନ ଜମିର ପ୍ରକୃତ ମାଲିକ ହେଉଛନ୍ତି ଧୁମାମରା ଗାଁର ହର୍ଷ ଷାଣ୍ଡ । More
  • Otv Khabar Bureau
  • 2 years ago

ସୁନାପ୍ରେମୀଙ୍କ ମୁଣ୍ତରେ ଚଡ଼କ, ୨୨ କ୍ୟାରେଟ୍‌ ସୁନାଦରରେ ପାଖାପାଖି ୧୧୫୦ ଟଙ୍କା ବୃଦ୍ଧି

ସୁନାପ୍ରେମୀଙ୍କୁ ଝଟକା । ମହଙ୍ଗା ହେଲା ସୁନା । କେନ୍ଦ୍ର ସରକାର ସୁନା ଉପରେ ଆମଦାନି ଶୁଳ୍କ ଓ କୃଷି ସେସ୍ ଲାଗୁ କରିବା ପରେ ହଠାତ୍ ଉପରମୁହାଁ ହୋଇଛି ଦର । More
  • Satyendu Shekher Mishra
  • 2 years ago

ଶ୍ରୀଗୁଣ୍ଡିଚା ରୋଷଘର ଚୁଲି ଭାଙ୍ଗିଲା କିଏ ?

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କିନ୍ତୁ ଚୁଲି ଭଙ୍ଗା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କୌଣସି ଚୁଲି ଭଙ୍ଗାଯାଇ ନାହିଁ । ବ୍ୟକ୍ତିଗତ ବିବାଦରୁ ଏଭଳି ଅଭିଯୋଗ ଆସିଥାଇପାରେ । More
  • Otv Khabar Bureau
  • 2 years ago

ବିଜେପି କଲେଜ ଛାତ୍ରୀ ଆତ୍ମହତ୍ୟା: ସମ୍ପୃକ୍ତ ଅଛନ୍ତି ୩ ସିନିୟର !

ବିଜେବି କଲେଜର କାରୁବାକି ହଷ୍ଟେଲ ୨୦୧ ନମ୍ବର ରୁମ୍‌ରୁ ଆଜି ଯୁକ୍ତ ୩ ପ୍ରଥମ ବର୍ଷର ହିଷ୍ଟ୍ରି ଅନର୍ସ ଛାତ୍ରୀ ରୁଚିକା ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତାଙ୍କର ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ପ୍ରକାଶ ପାଇଛି । More
  • Satyendu Shekher Mishra
  • 2 years ago

ବଜେଟ୍ ୨୦୨୨; ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି, ବ୍ୟାଗ୍-ୟୁନିଫର୍ମ ପାଇଁ ୧୯୩ କୋଟି

ରାସ୍ତାଘାଟ ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ପାଇଁ ୩ ଶହ କୋଟିର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି । More
  • Satyendu Shekher Mishra
  • 2 years ago

ରଥଯାତ୍ରାରେ ରାଗଚଣା ବିକିଲେ ପଦ୍ମଶ୍ରୀ ହଳଧର ନାଗ

ରାଗଚଣା ଖାଇବାକୁ ଲାଗିଲା ବହୁଲୋକଙ୍କ ଭିଡ଼ । କୌଣସି କାମ ଛୋଟ ନୁହେଁ, ବାର୍ତ୍ତା ଦେଲେ ହଳଧର । More
  • Otv Khabar Bureau
  • 2 years ago

୪୮ ଘଣ୍ଟାରେ ଲଘୁଚାପ ! ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ଉତ୍ତର ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି... More
  • Satyendu Shekher Mishra
  • 2 years ago

ମୌସୁମୀ ଅଧିବେଶନରେ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍, ୨ ଲକ୍ଷ କୋଟିର ବ୍ୟୟ ଅଟକଳ

କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟବରାଦ କରାଯାଇଛି । More
  • Otv Khabar Bureau
  • 2 years ago

ଭୁବନେଶ୍ୱର ପରେ ଏବେ କଟକରେ ମାସ୍କ ବାଧ୍ୟତାମୂଳକ

କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ସିଏମ୍‌ସି... More
  • Otv Khabar Bureau
  • 2 years ago

କୋଭିଡ୍‌ ସଂକ୍ରମଣ ବଢ଼ିଛି, ହେଲେ ଚିନ୍ତାର ବିଷୟ ନାହିଁ

ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ରଥଯାତ୍ରା ଯୋଗୁଁ କୋଭିଡ ବଢିଛି କି ନାହିଁ ୧୦/୧୫ ଦିନରେ ଜଣାପଡ଼ିବ । More
  • Otv Khabar Bureau
  • 2 years ago

ଆତ୍ମହତ୍ୟା କଲେ ବିଜେବି କଲେ ଛାତ୍ରୀ ! କାରଣ ଅସ୍ପଷ୍ଟ

ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ନିବାସରୁ ମିଳିଲା ଝୁଲନ୍ତା ମୃତଦେହ... More
  • Otv Khabar Bureau
  • 2 years ago

ନୁପୂର ଶର୍ମା ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ; ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ । ବିଜେପି ଓ କଂଗ୍ରେସ ମୁହାଁମୁହିଁ... More
  • Otv Khabar Bureau
  • 2 years ago

ସ୍ମାର୍ଟ ସ୍କୁଲର ସ୍ମାର୍ଟ ବ୍ୟବସ୍ଥା ! ଛାତରୁ ପାଣି ଗଳିବାରୁ ଭାସିଲା ଶ୍ରେଣୀଗୃହ

ନରସିଂହପୁର ଅନନ୍ତନାରାୟଣ ଉଚ୍ଚବିଦ୍ୟାଳୟ ସ୍କୁଲ ଛାତରୁ ପାଣି ଗଳି ଭାସିଲା ଶ୍ରେଣୀଗୃହ । More
  • Prangyan Parimita
  • 2 years ago

ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ : କାଲି ରାତିରେ ରୋଷ ଘରେ ପଶିଥିବା ସୂଚନା

କାଲି ରାତିରେ ରୋଷ ଘରେ ପଶି କେହି ଚୁଲି ଭାଙ୍ଗିଥିବା ଆଶଙ୍କା More
  • Otv Khabar Bureau
  • 2 years ago

ଜାଲରେ ପଡ଼ିଲା ୬ଟି ବିଶାଳକାୟ ମାଛ; ଦେଖିବାକୁ ପ୍ରବଳ ଭିଡ଼...

ଯାଜପୁର ରସୁଲପୁର ଖରସ୍ରୋତା ନଦୀରେ ଧୀବରଙ୍କ ଜାଲରେ ପଡ଼ିଲା ୬ଟି ବଡ଼ ମାଛ । ମାଛ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି... More
  • Prangyan Parimita
  • 2 years ago

ଧୋନୀଙ୍କ ଆଣ୍ଠୁ ଯନ୍ତ୍ରଣା ପାଇଁ ଆୟୁର୍ବେଦିକ ଚିକତ୍ସା : ଖର୍ଚ୍ଚ ମାତ୍ର ୪୦ ଟଙ୍କା

୪୦ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହେଉଛନ୍ତି କ୍ୟାପଟେନ୍‌ କୁଲ୍‌ । More
  • Otv Khabar Bureau
  • 2 years ago

ଗୃହରେ ପର୍ଯ୍ୟଟନ କ୍ଷେତ୍ରକୁନେଇ ସରଗରମ ଆଲୋଚନା; ପ୍ରସଙ୍ଗ ଉଠାଇଲେ ଶାସକ ଦଳ ବିଧାୟକ

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ: ପ୍ରଶ୍ନକାଳରେ ପର୍ଯ୍ୟଟନ କ୍ଷେତ୍ରକୁନେଇ ଆଲୋଚନା ସରଗରମ ହୋଇଛି । More
  • Prangyan Parimita
  • 2 years ago

ବାରିପଦାରେ ଆଜି ଗଡ଼ିବ ରଥ : ସୁଭଦ୍ରାଙ୍କ ରଥକୁ ଟାଣି ଟାଣି ନେବେ ମହିଳା ଭକ୍ତ

ଗତକାଲି ତିନି ଠାକୁରଙ୍କୁ ରଥାରୁଢ଼ କରାଯାଇଛି, ଅଧାବାଟ ଯାଏ ଟଣା ହେବ ମା ସୁଭଦ୍ରାଙ୍କ ରଥ More
  • Prangyan Parimita
  • 2 years ago

ଆସନ୍ତା ୪ରୁ ଛେଚିବ : ଉତ୍ତର, ଉପକୂଳ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା

କେତେକ ସ୍ଥାନରେ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ପୂର୍ବାନୁମାନ More
  • Prangyan Parimita
  • 2 years ago

ଶରଧା ବାଲିରେ ତିନି ରଥ : ଗୁଣ୍ଡିଚା ମନ୍ଦିର ଆଗରେ ରଥ ଉପରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ରଥ ଉପରେ ଚାଲିଛି ଠାକୁରଙ୍କ ଦୈନ୍ୟଦିନ ନୀତିକାନ୍ତି More
  • Otv Khabar Bureau
  • 2 years ago

ଫରେଷ୍ଟ ଅଫିସରଙ୍କ ମହାନତା; ପୋଖରୀ ଖୋଳି ଗାଁ ଲୋକଙ୍କ ଦୁଃଖ ଦୂର କଲେ

ଖଗେଶ୍ୱରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଜଙ୍ଗଲ ଜଳୁଥିବାର ଖବର ପାଇବା ମାତ୍ରେ ନିଆଁ ଲିଭାଇବାକୁ ବଣକୁ ଯାଇଥିଲେ । ଗାଁ ଲୋକଙ୍କ ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁରେ ଖୋଳି ଦେଲେ ପୋଖରୀ। ଏବେ ପାଣିର ବିଲକୁଲ ନାହିଁ ସମସ୍ୟା । ଗାଧୁଆଠୁ ଆରମ୍ଭ କରି ଚାଷ, ସବୁ କାମରେ ଗାଁ ଲୋକ ଦେଖାଉଛନ୍ତି ଉତ୍ସାହ । More
  • Satyendu Shekher Mishra
  • 2 years ago

ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଅଫତାବ୍‌ ହୁସେନଙ୍କ ଉଦ୍ୟମରେ ହେଲା ରଥଯାତ୍ରା

କରୋନା କଟକଣା ହଟିବା ପରେ ଇଟାମାଟିରେ ଅଫତାବଙ୍କ ଉଦ୍ୟମରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଇଥିଲା । More
  • Otv Khabar Bureau
  • 2 years ago

ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିବେ ବିରୋଧି, ହୁଲସ୍ତୁଲ ହେବ ଗୃହ !

ଗଠନ ହୋଇଛି ନୂଆ ମନ୍ତ୍ରୀମଣ୍ଡଳ । ବିଧାନସଭାରେ ମଧ୍ୟ ପୂରା ନୂଆ ଟିମ୍ । ବାଚସ୍ପତି, ସଂସଦୀୟ ବ୍ୟାପର ମନ୍ତ୍ରୀ, ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ସମସ୍ତେ ନୂଆ । ତେଣୁ ବଜେଟ ଅଧିବେଶନ ପରିଚାଳନା ଏମାନଙ୍କ ପାଇଁ ଚ୍ୟାଲେଞ୍ଜ ହେବ । More
  • Satyendu Shekher Mishra
  • 2 years ago

ଘୋଷଯାତ୍ରାରେ କେତେ ଭାବ, କେତେ ଭଙ୍ଗୀ; ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ

ନୃତ୍ୟ-ସଂକୀର୍ତ୍ତନରେ ବିଭୋର ହୋଇଗଲେ ଶ୍ରଦ୍ଧାଳୁ । ଭକ୍ତଙ୍କ ସେବା କରି ସ୍ୱେଛାସେବୀ ଲଭିଲେ ଆତ୍ମସନ୍ତୋଷ । More
  • Otv Khabar Bureau
  • 2 years ago

ରାଜ୍ୟରେ ତିନି ବର୍ଷ ତଳୁ ପ୍ଲାଷ୍ଟିକ୍‌ ବ୍ୟାନ୍‌ ସତ୍ତ୍ୱେ କାହିଁକି ମିଳୁନି ସୁଫଳ ?

କଟକଣା ଲାଗିଲା, ଧରପଗଡ ଆରମ୍ଭ ହେଲା, ଆଉ ଆରମ୍ଭରୁ ତୁତୁ ମେମେ ଦେଖିବାକୁ ମିଳିଲା । ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବିରୋଧରେ ବିଏମ୍ସି ପକ୍ଷରୁ ଆଜି ଭୁବନେଶ୍ୱର ଡମଣା ହାଟରେ ଚଢାଉ କରାଯାଇଛି । More