• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 14 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ଗାଁର ଭେଣ୍ତିଆ ପୁଅକୁ ବଞ୍ଚାଇବା ପାଇଁ ଭିକ ମାଗୁଛନ୍ତି ଗାଁଲୋକ ଓ ସରପଞ୍ଚ

ଭୋ ଭୋ ହୋଇ କାନ୍ଦୁଛନ୍ତି ସରପଞ୍ଚ। ଗାଁ ସାରା ଲୋକ ବ୍ୟାନର ଧରି ବୁଲୁଛନ୍ତି ମାଇଲ୍ ମାଇଲ୍ ବାଟ। ଭିକ୍ଷା ମାଗୁଛନ୍ତି ଗାଁର ପୁଅ ସୌମ୍ୟଙ୍କ ପାଇଁ। ଗରିବ ଦିନମଜୁରିଆର ପୁଅ ସୌମ୍ୟ ସବୁଗୁଣରେ ଭଲ ପିଲାଟିଏ। ଏବେ ସେ ଏମ୍ସ ହସପିଟାଲରେ ଜୀବନ ସହ ଲଢ଼େଇ କରୁଛି। ସମସ୍ତେ ହାତ ଯୋଡ଼ି ଭିକ୍ଷା ମାଗୁଛନ୍ତି, ଆପଣ ଦୟାକଲେ ପିଲାଟି ବଞ୍ଚି ଯାଆନ୍ତା। More
  • Otv Khabar Bureau
  • 2 years ago

ସୋସିଆଲ ମିଡ଼ିଆରେ ପୁଣି ଚମକିଲେ ଭାଇରାଲ ଭଉଣୀ, ଏଥର ହେଲମେଟ୍‌କୁ ନେଇ ଦେଲେ ବଡ଼ ବାର୍ତ୍ତା

ପୁଣି ସୋସିଆଲ ମିଡ଼ିଆରେ ଚମକିଲେ ଦୁଇ ଭାଇରାଲ ଭଉଣୀ । ଏଥର ହେଲମେଟ୍‌ ଉପରେ ୨ ମିନିଟ୍‌ର କଲେ ଫିଲ୍ମ । ପୂର୍ବରୁ ବି ଅନେକଥର ଭିଡ଼ିଓ କରି ପ୍ରଶଂସା ସାଉଁଟିଥିଲେ ଶ୍ରୁତି ଓ ପ୍ରୀତି। More
  • Satyendu Shekher Mishra
  • 2 years ago

ବିଶ୍ୱସ୍ତରୀୟ SCBରେ ହୋଇପାରିଲାନି କିଡ୍‌ନୀ ପ୍ରତିରୋପଣ ? ହେଲେ ଆଗୁଆ କାଢ଼ି ନେଇଥିଲେ ଡାକ୍ତର

ଜଗତସିଂହପୁରର ୬ ବର୍ଷିୟ ପୁଅର କିଡ୍‌ନୀ ଦାନ କରିଥିଲେ ପରିବାର । ୬ ବର୍ଷିୟ ପୁଅ କିଡ୍ନୀରେ ବଞ୍ଚିଗଲା ଘରୋଇ ହସ୍ପିଟାଲ୍ ରୋଗୀଙ୍କ ଜୀବନ । More
  • Satyendu Shekher Mishra
  • 2 years ago

ଭାଇରାଲ୍ ହେଉଛି ସରକାରୀ ବାବୁଙ୍କ ଘୋଟାଲା ଗାଥା, ଦେଖନ୍ତୁ ଭିଡିଓ..

ରେଜିଷ୍ଟ୍ରି କାର୍ଯ୍ୟାଳୟରେ ନକଲି କାଗଜପତ୍ର ଚିହ୍ନଟ କରିବାର ସବୁ ସୁବିଧା ଥିଲେ ବି, ନକଲି ଲୋକଙ୍କୁ ଅସଲି ସଜାଇ, ପ୍ରଥମେ ରେଜିଷ୍ଟ୍ରି କରାଇଥିଲେ ପଦ୍ମନାଭ ପୁରୋହିତ । ତାପରେ ପାଦଟିଏ ଆଗକୁ ଯାଇ ତହସିଲଦାର, ରେଜିଷ୍ଟ୍ରି ହୋଇଥିବା ଜମି ଠାରୁ ଅଧିକ ପରିମାଣର ଜମିର ପଟ୍ଟା କରିଦେଲେ । More
  • Satyendu Shekher Mishra
  • 2 years ago

ହରଡ଼ଘଣାରେ କଂଗ୍ରେସ ! ଅଜୟ କୁମାରଙ୍କ ବୟାନ୍‌ ଦଳ ପାଇଁ ସାଜିଲା କାଳ

ଭଦ୍ରକ, ରାଉରକେଲା, କେନ୍ଦୁଝରରେ ବି ତୀବ୍ର ହୋଇଛି ପ୍ରତିବାଦର ସ୍ୱର । ସବୁଠି ଗୋଟିଏ ଦାବି, ଅଶାଳୀନ ମନ୍ତବ୍ୟ ପାଇଁ କ୍ଷମା ମାଗ ନଚେତ୍ ଆଗକୁ ତୀବ୍ର ହେବ ଆନ୍ଦୋଳନ । More
  • Otv Khabar Bureau
  • 2 years ago

ସ୍କୁଲ୍‌ରେ ନାହାନ୍ତି ଶିକ୍ଷକ, ନିଜକୁ ନିଜେ ପାଠ ପଢ଼ାଉଛନ୍ତି ପିଲା

ବାଃ ବାଃରେ ଆମ ଶିକ୍ଷା ବ୍ୟବସ୍ଥା । ଏଇଠି ଶିକ୍ଷକ ନାହାନ୍ତି , ନିଜକୁ ନିଜେ ପାଠ ପଢାଉଛନ୍ତି ପିଲା । ଟେବୁଲ ପାଖରେ ଛିଡା ହୋଇଛି କୁନି ଝିଅ,ପିଲାଙ୍କୁ ଡକାଉଛି B For Ball । ୨୧୦ ପିଲାଙ୍କୁ ଜଣେ ମାତ୍ର ଶିକ୍ଷୟିତ୍ରୀ ଥିବାରୁ ଗୋଟିଏ ଶ୍ରେଣୀରେ ପାଠ ପଢାଗଲେ ଅନ୍ୟ ଶ୍ରେଣୀର ପିଲା ବସୁଛନ୍ତି । ଅଭିଯୋଗ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ । More
  • Otv Khabar Bureau
  • 2 years ago

ଏଣିକି କଲେଜରେ ଦିଆଯିବ ଟିକା

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । କଲେଜରେ ଦିଆଯିବ ଟିକା । More
  • Otv Khabar Bureau
  • 2 years ago

ରାଜ୍ୟରେ ପୁଣି ମାତିଲା ମହାମାରୀ କରୋନା: ୮୦୦ ଟପିଗଲା ଦୈନିକ ସଂକ୍ରମଣ

ରାଜ୍ୟରେ ପୁଣି ମାତିଲା ମହାମାରୀ... ୮ ଶହ ଟପିଗଲା ଦୈନିକ ସଂକ୍ରମଣ, ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, କାଲିଠୁ ୧୮ରୁ ୫୯ ବର୍ଷ ବର୍ଗଙ୍କ ପାଇଁ ଆରମ୍ଭ ହେବ ମାଗଣା ପ୍ରିକସନ୍ ଡୋଜ୍... More
  • Prangyan Parimita
  • 2 years ago

ସୋନପୁର ଦୁର୍ଘଟଣା ନେଇ ଚାଞ୍ଚଲ୍ୟକର ତଥ୍ୟ : ବିନା ଡିଏଲରେ ଇନ୍ସପେକ୍ଟର ମାଡାମଙ୍କ ଗାଡ଼ି ଚଳାଉଥିଲେ ଡ୍ରାଇଭର

ସୋନପୁର ଏସପି କହିଲେ, ଡ୍ରାଇଭରର ଡିଏଲ୍ ନ ଥିଲା More
  • Otv Khabar Bureau
  • 2 years ago

ରାଜ୍ୟରେ ୮୦୦ ଟପିଲା ଦୈନିକ ସଂକ୍ରମଣ; ଆଜି ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା

ରାଜ୍ୟରେ ଘାଏଁ ଘାଏଁ ବଢ଼ୁଛି କରୋନା ମିଟର । ରାଜ୍ୟରେ ଆଜି ୮ଶହ ପାର କଲା ଦୈନିକ କୋଭିଡ୍ ପଜିଟିଭ୍ ସଂଖ୍ୟା.... More
  • Rajalaxmi Sahoo
  • 2 years ago

ପିଲାଙ୍କ ଖାଦ୍ୟରେ ପୋକ ସାଲୁ ବାଲୁ, ସୁଜି ଓ ଛତୁଆ ପ୍ୟାକେଟ୍ ଭିତରୁ ବାହାରିଲା ପୋକ

ସୁଜି ଓ ଛତୁଆ ପ୍ୟାକେଟ୍ ଉପରେ ଲେଖାଯାଇଛି ପ୍ରସ୍ତୁତକାରୀ ସଂସ୍ଥାର ନାଁ- ମା ବୁଢ଼ୀ ମଙ୍ଗଳା। ଏସ୍‌ଏଚଜି ନାଁରେ ପ୍ୟାକିଂ ହୋଇଥିବା ଏହି ଛତୁଆ ପ୍ୟାକେଟ୍ ଭିତରୁ ପୋକ ସାଲୁ ବାଲୁ ଥିବା ଦେଖିବାକୁ ମିଳିଛି। ଏପରିକି ପ୍ୟାକେଟ୍ ଭିତରେ ମଲା ପୋକ ମଧ୍ୟ ବାହାରୁଥିବା ଅଭିଯୋଗ ହୋଇଛି। More
  • Rajalaxmi Sahoo
  • 2 years ago

ଗାଁର ଅସହାୟ ପୁଅ ପାଇଁ ସରପଞ୍ଚଙ୍କ ଆଖିରେ ଲୁହ, ବୁଲି ବୁଲି ଭିକ ମାଗୁଛନ୍ତି ଗ୍ରାମବାସୀ

୨୧ ବର୍ଷୀୟ ମେଧାବୀ ଛାତ୍ର ସୌମ୍ୟରଞ୍ଜନ ବାରିକଙ୍କ ପାଇଁ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କଠୁ ନେଇ ଗାଁର ଆବାଳ ବୃଦ୍ଧବନୀତା ଏବେ କାନ୍ଦୁଛନ୍ତି। କାରଣ ସୌମ୍ୟ ଏବେ ଭୁବନେଶ୍ୱର ଏମ୍ସରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। More
  • Prangyan Parimita
  • 2 years ago

ମାଲକାନଗିରିରେ ୩ ଦିନ ହେଲା ଲଗାଣ ବର୍ଷା : ରାସ୍ତା ଉପରେ ଚାଲୁଛି ୫ ଫୁଟର ପାଣି

ମାଲକାନଗିରିରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲଙ୍ଗାନାକୁ ୩ ଦିନ ହେବ ଯୋଗାଯୋଗ ବିଚ୍ଛିନ୍ନ ରହିଛି More
  • Rajalaxmi Sahoo
  • 2 years ago

ରାଜ୍ୟରେ ବଢ଼ୁଛି ସଂକ୍ରମଣ, ନୂଆ ଗାଇଡଲାଇନ ଜାରି: ଏହି ସହରରେ ମାସ୍କ ବାଧ୍ୟତାମୂଳକ

ରାଜ୍ୟରେ ବଢି ଚାଲିଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱର ପରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ନୂଆ କୋଭିଡ଼ ଗାଇଡଲାଇନ ଜାରି କରାଯାଇଛି।ଏପରିକି ଯେଉଁମାନେ କୌଣସି କାମରେ ବାହାରୁ ସମ୍ବଲପୁର ଆସୁଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧିବେ।  More
  • Pallipuspa Samal
  • 2 years ago

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌ : ଆଜି ହେବାକୁ ଥିବା ପରୀକ୍ଷା ବାତିଲ୍‌

ଆଜି ସକାଳୁ ସକାଳୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । More
  • Rajalaxmi Sahoo
  • 2 years ago

ପଙ୍କ କାଦୁଅରେ ପଚପଚ କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ, ଇଏ କ’ଣ ବିଶ୍ୱ ସ୍ତରୀୟ ?

ରାଜ୍ୟର ସବୁ ବିଶ୍ୱ ସ୍ତରୀୟ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ମୌସୁମୀ ବର୍ଷାରେ ବାଦାମବାଡ଼ିର ଅନୁଗୁଳ-ପାରାଦୀପ ବସ୍‌ଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପଙ୍କ କାଦୁଅରେ ପଚପଚ ବସ୍‌ଷ୍ଟାଣ୍ଡ। More
  • Rajalaxmi Sahoo
  • 2 years ago

ହଠାତ୍‌ ବଢ଼ିଲା କୋଭିଡ୍‌ ସଂକ୍ରମଣ, ଓଡ଼ିଶାରେ ଏକାଥରକେ ୭୦୦ ଉପରେ ଆକ୍ରାନ୍ତ ଚିହ୍ନଟ

ଗତ କିଛି ଦିନ ହେଲା ଜାରି ରହିଥିବା ୫ ଶହ ଟ୍ରେଣ୍ଡକୁ ଡେଇଁ ଗତକାଲି ସିଧା ସାଢ଼େ ୭ ଶହ ପାଖାପାଖି ପହଞ୍ଚିଛି ଦୈନିକ ସଂକ୍ରମଣ ସଂଖ୍ୟା। More
  • Rajalaxmi Sahoo
  • 2 years ago

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ରାଜ୍ୟରେ ଆହୁରି ୪ ଦିନ ଯାଏ ବର୍ଷା  ଲାଗି ରହିବ। ଆଜି ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। More
  • Satyendu Shekher Mishra
  • 2 years ago

ପଥର ଖାଦାନରୁ ବେଧଡ଼କ ପଥର ଚୋରି, ଦିନରେ ଶୂନ୍‌ଶାନ୍‌ ରାତିରେ ବ୍ଲାଷ୍ଟ

କଥାରେ ଅଛି ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ ? ବ୍ୟବସ୍ଥାର ଉଦାସୀନତା ପଛରେ ଏହାହିଁ ପ୍ରକୃତ କାରଣ କି ? ରାତିରେ ପଥର ଚୋରି ହେଉଥିବା ସମସ୍ତେ ଜାଣୁଥିଲେ ବି, ଏହାକୁ ରୋକିବାକୁ କାହିଁକି ସାହସ କରୁନି ପ୍ରଶାସନ ? More
  • Satyendu Shekher Mishra
  • 2 years ago

OPSC ଆଶାୟୀଙ୍କ ଚିନ୍ତା ବଢ଼ିଲା, ଛୋଟିଆ ଭୁଲ ପାଇଁ ପରୀକ୍ଷାରୁ ବଞ୍ଚିତ

ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରିଲିମ୍, ମେନ୍ ଓ ଭାଇଭା ଭଳି ତିନିଟି ସ୍ତରରେ ପରୀକ୍ଷା ହୋଇଥାଏ । ବର୍ଷ ବର୍ଷ ଧରି ପିଲାମାନେ ଏଥିପାଇଁ ପ୍ରସ୍ତୁତି କରିଥାନ୍ତି । More
  • Satyendu Shekher Mishra
  • 2 years ago

ଓଡ଼ିଶାରେ ଗଣ୍ତା ଗଣ୍ଡା ନକଲି ନୋଟ କାରଖାନା ! ୧୦ ବର୍ଷରେ ୧୦ କୋଟି ଧରାପଡ଼ିଲାଣି

ଗତ ୧୦ ବର୍ଷ ଭିତରେ ଓଡ଼ିଶା ପୋଲିସ ଧରିଲାଣି ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ । ୩୨୦ରୁ ଅଧିକ ଅଭିଯୁକ୍ତ ଧରାପଡ଼ିଛନ୍ତି । ୧୮୦ରୁ ଅଧିକ ମାମଲା ରୁଜୁ ହୋଇଛି । More
  • Satyendu Shekher Mishra
  • 2 years ago

କେନ୍ଦ୍ରର ପୁଣି ଏକ ବଡ଼ ନିଷ୍ପତ୍ତି, ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ମାଗଣାରେ ଦିଆଯିବ ବୁଷ୍ଟର ଡୋଜ୍

ଜୁଲାଇ ୧୫ ତାରିଖରୁ ୭୫ଦିନ ଚାଲିବ ବୁଷ୍ଟର ଡୋଜ୍ ଅଭିଯାନ । ରଥଯାତ୍ରା ପରେ ସାଢ଼େ ୭ଶହ ମୁହାଁ ଦୈନିକ ସଂକ୍ରମଣ । More
  • Prangyan Parimita
  • 2 years ago

ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ୬ଜିଲ୍ଲାକୁ ଅରେଞ୍ଜ ,୧୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ More