/odishatv-khabar/media/post_attachments/uploadimage/library/16_9/16_9_0/Crime_1662269469.jpg)
Crime
ପାରାଦୀପରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ନାବାଳିକାକୁ ଅପହରଣ ପରେ ୪ ଦିନ ଧରି ଅଟକ ରଖି ଦୁଷ୍କର୍ମ କରାଯାଇଥିବା ଲକ୍ ଥାନାରେ ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଜଣେ ଯୁବକକୁ ଅଟକ ରଖିଛି ।
Advertisment
ଗଣେଶ ପୂଜାରେ ମାମୁଘରକୁ ଯିବାବେଳେ ଅଭିଯୁକ୍ତ ନାବାଳିକାଙ୍କୁ କାରରେ ଉଠାଇ ନେଇ ୪ ଦିନ ଅଟକ ରଖି ଦୁଷ୍କର୍ମ କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୁକ୍ତ ଜଣେ ଗାଡ଼ି ଡ୍ରାଇଭର ଓ ସେ ବିବାହିତ ବୋଲି ସୂଚନା ମିଳିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)