• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Girl Student Found Hanging

Suicide
ମୁଁ ଆଉ ବଂଚିବାକୁ ଚାହୁଁନି...ଧନ ତୁମେ ଖୁସିରେ ରୁହ...

ଧନ ତୁମେ ଖୁସିର ରୁହ। ମୁଁ ଆଉ ବଂଚିବାକୁ ଚାହୁଁନି...ବାସ୍‌ ଏମିତି ଚିଠି ଲେଖି ଜୀବନ ହାରିଲେ ଛାତ୍ରୀ...ସେପଟେ ପରିବାର ଲୋକ କହିଲେ....

Nursing student death in Bhubaneswar
‘ନିଦ ହେଉନଥିବାରୁ ବହୁତ କଷ୍ଟ ଲାଗୁଛି, ଭଗବାନ ମୋତେ ନେଇଯାଅ...’

ମୃତଦେହ ଉଦ୍ଧାର ହୋଇଥିବା ହଷ୍ଟେଲ୍‌ ରୁମ୍‌ରୁ ହାତଲେଖା ଚିଠି ମିଳିଛି। ଯେଉଁଥିରେ ଲେଖା ହୋଇଛି ଯେ, ‘ନିଦ ହେଉନଥିବାରୁ ବହୁତ କଷ୍ଟ ଲାଗୁଛି। ଭଗବାନ ମୋତେ ନେଇଯାଅ Sorry, Sorry।’

Body of nursing girl student found hanging in college hostel in Bhubaneswar
ଭୁବନେଶ୍ୱରରେ ଚାଞ୍ଚଲ୍ୟ: ହଷ୍ଟେଲରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ହଷ୍ଟେଲ୍‌ରୁ ଜଣେ ଘରୋଇ ନର୍ସିଂ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେଉଁ ପରିସ୍ଥିତିରେ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ।

Girl Found Hanging In Her Hostel Room
ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ହାତରେ ରହିଛି କଟା ଦାଗ

ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଛାତ୍ରୀଙ୍କ ହାତରେ କଟା ଦାଗ ଥିବାବେଳେ, ବ୍ୟାଣ୍ଡେଜ୍‌ ଲଗା ଯାଇଥିବା ଦେଖିବାକୁ ମିଳିଛି। ଶବ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଥିବା ଜଣାପଡ଼ିଛି।