ଜଣେ ବ୍ୟକ୍ତି ପଞ୍ଚାୟତ ଅଫିସ ନିକଟରେ ବେଆଇନ୍ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହାସହ ସେ ବିଭିନ୍ନ ଅପରାଧର ମାଷ୍ଟରମାଇଣ୍ଡ୍ ବୋଲି ଲୋକେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି।