• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Subhas Chandra Bose Jayanti 2023
ଜାଣନ୍ତୁ, କାହିଁକି ନେତାଜୀ ଇଣ୍ଡିଆନ ସିଭିଲ ସର୍ଭିସ ଚାକିରି ଛାଡ଼ିଥିଲେ ?

ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା।

Man killed, body stuffed in suitcase
ଟ୍ରଲି ବ୍ୟାଗରୁ ମିଳିଲା ସ୍ୱାମୀର ମୃତଦେହ ! ସ୍ତ୍ରୀ କହିଲା- ‘ମୋ ସ୍ୱାମୀଙ୍କ ବହୁତ ଶତ୍ରୁ ଅଛନ୍ତି’

ଯୁବକଙ୍କୁ ମାରି ଟ୍ରଲି ବ୍ୟାଗ୍‌ରେ ଭର୍ତ୍ତି କରି ଫିଙ୍ଗି ଦେବା ଘଟଣାରେ ନୂଆମୋଡ଼। ମୃତ ଯୁବକଙ୍କ ମୁଣ୍ଡରେ ଏକ ପୁରୁଣା କ୍ଷତ ଚିହ୍ନ ଥିବା ଏବଂ ତାକୁ ବ୍ୟାଣ୍ଡେଜ୍ କରାଯାଇଥିବା ଦେଖିବାକୁ ମିଳିଥିଲା।

Samir Ranjan Dash
ବୈଠକରେ ବୃଦ୍ଧାଙ୍କୁ ମନ୍ତ୍ରୀଙ୍କ ଅପମାନ : କାନ୍ଦି କାନ୍ଦି ଅଭିଯୋଗ ଆଣିଲେ ଜିଲ୍ଲା ପରିଷଦ ସଦସ୍ୟା

‘ବିଜୁ ପଟ୍ଟନାୟକଙ୍କର ମୁଁ ମେନ୍ ଲୋକ ଥିଲି... ମୋତେ ଟିକେଟ ଦେଇଥିଲେ ବିଜୁବାବୁ । ମୁଁ ଅନ୍ୟାୟ ପାଇଁ ଲଢେଇ କରୁଛି । କିନ୍ତୁ ସମୀର ଦାଶ ଦଳରେ ମିଶିଲା ପରେ ମୋତେ ବହୁତ ଅସୁବିଧାରେ ପକାଉଛନ୍ତି । ଏପରି ଅଭିଯୋଗ କରିଛନ୍ତି ମହିଳା “

jojana Ra Na Hariloot
ରାସ୍ତା ନକରି ୧ ଲକ୍ଷ ୯୪ ହଜାର ଟଙ୍କା ବିଲ୍ କରିନେଲେ

କଂକ୍ରିଟ୍ ରାସ୍ତା ପାଇଁ ବିଲ୍ ହୋଇଛି, ହେଲେ କାମ ହୋଇନି

Health Minister Naba Das donate gold pot to Shani Temple
ଶନି ମନ୍ଦିରକୁ କୋଟିଏ ଟଙ୍କାର ସୁନା କଳସ ଦାନ କଲେ ନବ ଦାସ

ତାଙ୍କ ଝିଅ ମହାରାଷ୍ଟ୍ର ଯାଇ ଶନି ଅଭିଷେକ କରିଛନ୍ତି।

tragic story
କଅଁଳା ଛୁଆକୁ ଛାଡ଼ି ମାଆ ଫେରାର : ସାହାଯ୍ୟ କରିବାକୁ ଅସହାୟ ବାପାର ନିବେଦନ

କୁନିଝିଅକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଗଲା ମାଆ.. ସରକାରଙ୍କ ଶରଣ ପଶିଲେ ସ୍ୱାମୀ

accident
ବ୍ରିଜ୍‌ ତଳକୁ ଖସିଲା ବସ୍‌ : ୨ମୃତ, ୩୦ ଆହତ

ବୁଲିବାକୁ ଯାଇଥିଲେ, ହେଲେ ବାଟରେ ଚାଲିଗଲା ଜୀବନ

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 23 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 23 January 2023
Odisha CM Naveen Patnaik visits goushala, opposition smells rat
ରାଜ୍ୟ ରାଜନୀତିରେ ଗୋମାତା: ବିଜେପିର ହିନ୍ଦୁତ୍ୱ ଏଜେଣ୍ଡାକୁ ବିଜେଡିର କାଉଣ୍ଟର?

ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଗୋଶାଳା ପରିଦର୍ଶନକୁ ନେଇ ରାଜନୀତି ବି ତେଜିଛି।

  • Sunday, 22 January 2023
  • BJP
  • BJD
Girl carries divyang friend on shoulder to school in Sundargarh
ଦିବ୍ୟାଙ୍ଗ ସାଙ୍ଗକୁ ବର୍ଷେ ହେଲା କାନ୍ଧରେ ବୋହି ସ୍କୁଲକୁ ନେଉଛି ମାଙ୍ଗରୀ

ଜନ୍ମରୁ ଜେସିକାର ଗୋ଼ଡ଼ ଦୁଇଟି ଅଚଳ। ଗୁରୁଣ୍ଡି ଗୁରୁଣ୍ଡି ତା ପାଇଁ ଘରର ଏରୁଣ୍ଡି ଡେଇଁବା କଷ୍ଟ।

  • Sunday, 22 January 2023
Ramadevi University
ରମାଦେବୀରେ PhD କରିବେ ପୁରୁଷ ଫ୍ୟାକଲ୍‌ଟି

ପୁରୁଷଙ୍କ ପାଇଁ ମହିଳାଙ୍କ ସିଟ୍ କମିବ କାହିଁକି?

BJP BluePrint
ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ନବୀନଙ୍କୁ ନିଶାନା: ନଡ୍ଡାଙ୍କ ମନ୍ତବ୍ୟକୁ ଗାଁ ଗାଁରେ ପହଞ୍ଚାଇବାକୁ ନିଷ୍ପତ୍ତି

ସାରା ଓଡ଼ିଶାରେ ସ୍ଥାଣୁତା ଥିବା ଅଭିଯୋଗ ଆଣି ଏହି ପ୍ରସଙ୍ଗକୁ ଗାଁ ଗାଁକୁ ନେବାକୁ କାର୍ଯ୍ୟକାରିଣୀରେ ସ୍ଥିର ହୋଇଛି।

  • Sunday, 22 January 2023
  • BJP
  • BJD
Sania will play the last tournament in Dubai
ସରିଯିବ ଭାରତୀୟ ଟେନିସ୍‌ରେ ସାନିଆଙ୍କ ଯୁଗ

ଦୁବାଇ ଚାମ୍ପିଅନ୍ସିପ୍ ହେବ ସୁପରଷ୍ଟାର୍ ସାନିଆ ମିର୍ଜାଙ୍କ ଦୀର୍ଘ ପେସାଦାର କ୍ୟାରିଅରର ଶେଷ ପ୍ରତିଯୋଗିତା। ଏହା ସହିତ ଭାରତୀୟ ଟେନିସ୍‌ରେ ସାନିଆଙ୍କ ଯୁଗର ଅନ୍ତ ଘଟିବ।

Old Capital and New Capital
ରାଜଧାନୀର ପୁରୁଣା ସ୍ମୃତିକୁ ତାଜା କରୁଛି ‘ସେବେ ଓ ଏବେ’

୪୦୦ରୁ ଉର୍ଦ୍ଧ୍ୱ ନୂଆ ପୁରୁଣା ଫଟୋଚିତ୍ରକୁ ନେଇ ମନୋରମ ଫଟୋ ପ୍ରଦର୍ଶନୀ।

  • Sunday, 22 January 2023
Handicraft workers
ରୋଜଗାରର ମାଧ୍ୟମ ପାଲଟିଛି କାଇଁସ : ହେଲେ ପରିଶ୍ରମ ଅନୁସାରେ ଫଳ ମିଳୁନି

ପରିଶ୍ରମ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି ମହିଳା

jojana Ra Na Hariloot
ପ୍ରଥମେ ହଡ଼ପ, ପରେ ଦୋଷ ଲୁଚାଇବାକୁ ଚାଉଳ ବସ୍ତାରେ ଲଗାଇଦେଲେ ନିଆଁ...

ଅରିଗାଁ ପିଇଜି ଗୋଦାମରେ ଗରିବଙ୍କ ପାଇଁ ଗଚ୍ଛିତ ହଜାର ହଜାର କୁଇଣ୍ଟାଲ ଚାଉଳ ହେରଫେର୍ ଘଟଣାରେ ଗୋଦାମ ମାଲିକ ପ୍ରତାପ ଭାରତୀଙ୍କ ସହ ଯୋଗାଣ ବିଭାଗର ହାତ ଥିବା ଅଭିଯୋଗ ହେଉଛି

Indian Navy Recruitment 2023 for ssc executive
ବିନା ପରୀକ୍ଷାରେ ନୌସେନାରେ ଚାକିରି; ମହିଳାମାନେ ବି କରିପାରିବେ ଆବେଦନ

ଭାରତୀୟ ନୌସେନାରେ ନିଯୁକ୍ତି ନେଇ ଏକ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ, SSB ସାକ୍ଷାତକାରରୁ ପ୍ରାର୍ଥୀ ଚୟନ କରାଯିବ। ମହିଳାମାନେ ବି କରିପାରିବେ ଆବେଦନ।

Duplicate Aquaguard manufacturing unit busted, 2 arrested in Cuttack
କଟକରେ ଆକ୍ୱାଗାର୍ଡ ବି ନକଲି, ବିପୁଳ ପରିମାଣରେ ଆକ୍ୱାଗାର୍ଡ ମେସିନ ଓ ନକଲି ଯନ୍ତ୍ରାଂଶ ଜବତ

କଟକରେ ଗୋଟିଏପରେ ଗୋଟିଏ ନକଲି ଜିନିଷ ଠାବ ହେଉଥିବା ବେଳେ ଏବେ ନକଲି ଆକ୍ୱାଗାର୍ଡ ଗୋଦାମ ଠାବ ହୋଇଛି। 

Loot From Former Hockey India Captain Prabodh Tirkey’s House
ହକି ତାରକାଙ୍କ ଘରୁ ଚୋରି: ମେଡାଲ୍‌, ସୁନା ଅଳଙ୍କାର ସମେତ ମୂଲ୍ୟବାନ ସାମଗ୍ରୀ ଲୁଟ୍‌...

ଗୋଟିଏପଟେ ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଅନ୍ୟପଟେ ଭାରତୀୟ ହକି ଟିମ୍‌ର ପୂର୍ବତନ କ୍ୟାପଟେନ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।

youth becomes MMA player
ୟୁଟ୍ୟୁବ୍‌ ବଦଳାଇଦେଲା ଭାଗ୍ୟ : ଜାତୀୟ ସ୍ତରର ସଫଳ ଖେଳାଳି ବନିଗଲେ ଉପାନ୍ତ ଅଞ୍ଚଳର ଜଣେ ଯୁବକ

ୟୁଟ୍ୟୁବରୁ ଦେଖିଲେ । ପୋଲିସ ଜିମକୁ ଗଲେ । ବଦଳିଗଲା ମାଲକାନଗିରିର ଯୁବକ ରାଜେଶଙ୍କ ଭାଗ୍ୟ ।

True Friendship
ଅମୂଲ୍ୟ ଏ ବନ୍ଧୁତା ସତେ : ଜେସିକାକୁ ନିତିଦିନ ପିଠିରେ ବୋହି ସ୍କୁଲ ଯାଏ ମାଙ୍ଗ୍ରି

ଜଣକ ପିଠିରେ ସ୍କୁଲ ଯାଉଛି ଆଉଜଣେ । ଭାଷାରେ ପ୍ରକାଶ କରିହେବ ନାହିଁ ଏ ବନ୍ଧୁତା ।

 financial assistance to care husband
ସ୍ୱାମୀଙ୍କ ଯନ୍ତ୍ରଣା ଦେଖି ହେଉନି : ଔଷଧ କିଣିବାକୁ ଅର୍ଥ ନାହିଁ, ସାହାଯ୍ୟ ଅପେକ୍ଷାରେ ଅଭାଗିନୀ ସ୍ତ୍ରୀ

ଜୀବନ ଜିଇଁବାକୁ ସଂଘର୍ଷ ! ଯନ୍ତ୍ରଣାରେ ଝଟପଟ ହେଉଛନ୍ତି ଶିଶିର । କାହା ଜୀବନରେ କେତେବେଳେ ଦୁଃଖର ବାଦଲ ଘୋଟିଯିବ କହିପାରିବେ ନାହିଁ l  

Fear of allergies from pets
Health Tips: ପୋଷା ଜୀବଜନ୍ତୁଙ୍କ ଠାରୁ ଆଲର୍ଜିର ଡର

ଶରୀରର ଇମ୍ୟୁନ୍ ସିଷ୍ଟମ ଯେତେବେଳେ କୌଣସି ବାହ୍ୟ ବସ୍ତୁ ଯେମିତିକି ଧୂଳି, ପରାଗ, ପୋଷାଜନ୍ତୁଙ୍କ ଲୋମ ଏବଂ ଚମଡା, କିମ୍ବା ଅନ୍ୟ କୌଣସି ଆନିମଲ୍ ପ୍ରୋଟିନ ସ°ସ୍ପର୍ଶରେ ଆସି ରିଆକ୍ଟ ବା କାର୍ଯ୍ୟକ୍ଷମ ହୁଏ ତାହେଲେ ଆଲର୍ଜିକ୍ ରିଆକସନ୍ ବା ଆଲର୍ଜି ସୃଷ୍ଟି ହୁଏ।