/odishatv-khabar/media/post_attachments/uploadimage/library/16_9/16_9_0/Panchang_1740280214.jpg)
Panchang
ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଚନ୍ଦ୍ର- ବିଛା ରାତ୍ରି ୦୧.୪୪ ଗତେ ଧନୁ। ତିଥି- ୭ମୀ ରାତ୍ରି ୦୪.୨୪ ଗତେ ୮ମୀ
ଘାତଚନ୍ଦ୍ର- ରାତ୍ରି ୦୧.୪୪ ଗତେ ତୁଳା ଓ କୁମ୍ଭ ରାଶି। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୪.୨୪ ପର୍ଯ୍ୟନ୍ତ।
ଶୁଭସମୟ
ପ୍ରାତଃ- ୦୫.୫୩ ରୁ ୦୬.୪୧
ପ୍ରାତଃ- ୦୭.୨୯ ରୁ ୦୮.୫୩
ଦିବା- ୧୨.୧୭ ରୁ ୦୨.୪୨
ଦିବା- ୦୪.୧୮ ରୁ ୦୫.୫୪
ରାତ୍ରି- ୦୭.୩୦ ରୁ ୦୮.୫୩
ରାତ୍ରି- ୦୧.୫୩ ରୁ ୦୪.୧୬
ଅଶୁଭସମୟ
ରାହୁକାଳ- ଦିବା ୧୦.୨୩ ରୁ ୧୧.୫୩
କାଳବେଳା- ଦିବା ୧୦.୨୩ ରୁ ୧୧.୫୩
ବାରବେଳା- ଦିବା ୦୮.୫୩ ରୁ ୧୦.୨୩
କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୩
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)