ଭାରତୀୟ ନୌସେନାରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ନୌସେନା ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୬୨ ଟ୍ରେଡ୍ସମ୍ୟାନ୍ ମେଟ୍ ପଦବୀରେ ନିଯୁକ୍ତି ମିଳିବ।
ନୌସେନାର ଏହି ବିଭାଗରେ ଆପଣ ଆବେଦନ କରିବାକୁ ହେଲେ ବୟସ, ଶିକ୍ଷାଗତ ଯୋଗ୍ୟତା ଓ ଆବେଦନ ପାଇଁ ସମୀୟ ସୀମା ଜାଣିନେବା ନିହାତି ଜରୁରୀ । ଏଥିପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୂଚନା ଦିଆଯାଇଛି ।
ଆସନ୍ତା ଏପ୍ରିଲ ୨୯ ତାରିଖରୁ ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସେହିଭଳି ଆବେଦନ କରିବାର ଶେଷ ତାରିଖ ମେ’ ୧୪ ସ୍ଥିର କରାଯାଇଛି ।
ଭାରତୀୟ ନୌସେନାରେ ନିଯୁକ୍ତି ନେଇ ଏକ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ, SSB ସାକ୍ଷାତକାରରୁ ପ୍ରାର୍ଥୀ ଚୟନ କରାଯିବ। ମହିଳାମାନେ ବି କରିପାରିବେ ଆବେଦନ।
ଇଣ୍ଡିଆନ୍ ନେଭୀରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଇଣ୍ଡିଆନ୍ ନେଭି ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ୍ ନେଭିରେ ଟ୍ରାନ୍ସମ୍ୟାନ ସ୍କିଲଡ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।