
କାଠଯୋଡ଼ିକୁ ସ୍ୱଚ୍ଛ ରଖିବାକୁ ଗତ ବର୍ଷ ମାର୍ଚ୍ଚ ୨୧ରେ ତାଗିଦ୍ କରିଥିଲେ ହାଇକୋର୍ଟ । ସହରର ନର୍ଦ୍ଦମା ପାଣି କାଠଯୋଡ଼ିକୁ ନଦୀକୁ ନଛାଡ଼ିବାକୁ ଉଭୟ କଟକ ମହାନଗର ନିଗମ ଓ ୱାଟକୋକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ ।
ଜନ ପ୍ରତିନିଧି ବନାମ ପ୍ରଶାସନିକ ଅଧିକାରୀ । ବିଡିଓ ଓ ସରପଞ୍ଚଙ୍କ ମଧ୍ୟରେ ଉଗ୍ର ହେଉଛି ବିବାଦ । ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ବିଡିଓ । ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ପଞ୍ଚାୟତ ପ୍ରତିନିଧି ।
ମେ’ ୨୯ ରୁ ଖୋଲିବ ସାମ୍ସ ପୋର୍ଟାଲ । ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡ଼ମିଶନ ପାଇଁ ଛାତ୍ରଛାତ୍ରୀ କରିବେ ଆବେଦନ । ପିଲାମାନେ ଜୁନ ୨୦ ଯାଏ ଆବେଦନ କରିପାରିବେ ।
ବ୍ୟବସାୟ ସ୍ଥଳରେ ବାସ୍ତୁବିଦ୍ୟାର ପ୍ରୟୋଗ କରାଗଲେ ଅନେକ ଶୁଭଫଳ ମିଳେ। ବିଭିନ୍ନ ପ୍ରକାର ବ୍ୟବସାୟ, ଦୋକାନ ପାଇଁ ଅଲଗା ଅଲଗା ବାସ୍ତୁ ସିଦ୍ଧାନ୍ତ ରହିଛି। ଆଜି ଆମେ ଜାଣିବା ଦୋକାନ ପାଇଁ ବ୍ୟବହାର ହେଉଥିବା ବାସ୍ତୁବିଦ୍ୟା ବିଷୟରେ।
ଆଗରପଡ଼ା ହଜାରିସାହିରେ ଶ୍ୱଶୁର ଘରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା
ବାକି ଥିବା ହିତାଧିକାରୀଙ୍କ ନାଁ କେବେ ଯୋଡ଼ିବେ ରାଜ୍ୟ ସରକାର ପଚାରିଲା ବିଜେପି ।
ବର୍ତ୍ତମାନ ଅନେକ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗ ରହିବାର ସମ୍ଭାବନା ରହିଛି ।
ଆପଣ ଯଦି ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି ଓ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି, ତା’ହେଲେ ଏକ ସୁବର୍ଣ୍ଣ ସୁଯୋଗ। ଖୁବ୍ଶୀଘ୍ର ଓଡ଼ିଶାରେ ୧୧ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିବାକୁ ଯାଉଛି।
ସକାଳୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଅଘଟଣ
ସିଙ୍ଗାରାମ ନିକଟରେ ଦେଶୀ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ
ଜମିରେ ପଡ଼ିଛି ମୁଣ୍ଡ ବିହୀନ ଶରୀର, ଘର ଦାଣ୍ଡରେ କଟାମୁଣ୍ଡ । ଚାଷ ଜମିକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ପରେ ହତ୍ୟା ।
ଟୋଲ୍ ଗେଟରେ ପର୍ଯ୍ୟଟକଙ୍କୁ ମାଡ଼ ପରେ ପଦକ୍ଷେପ, ଅନ୍ୟାଦେଶ ପର୍ଯ୍ୟନ୍ତ ମୁଣ୍ଡଳି ଟୋଲ୍ ଗେଟ୍ ସିଲ୍ କଲା ପ୍ରଶାସନ
ଘଟଣାକୁ ଆସନ୍ତା ୨୮ରେ ପୁରିବ ୧୨୦ ଦିନ , ଏଯାଏ ଚାର୍ଜସିଟ ଦାଖଲ କରାଯାଇନଥିବାରୁ ଅସନ୍ତୋଷ
ଶୀତଳଷଷ୍ଠୀ ବେଳକୁ ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଆକର୍ଷଣ ହେବା ସାଙ୍ଗକୁ ବର୍ଷାର ଆଗମନ ଧରାପୃଷ୍ଠରେ ଶୀତଳ ପରିବେଶ ସୃଷ୍ଟିକରେ। ଏହି ସମୟରେ ବୈଦିକ ରୀତିନୀତିରେ ଶିବଙ୍କ ସହିତ ମାତା ସତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ। ଏହାକୁ ନେଇ କ’ଣ କୁହେ ପୁରାଣ ଆସନ୍ତୁ ଜାଣିବା।
ଶୀତଳଷଷ୍ଠୀ ଅବସରରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି । ଦେବ ଦେବ ମହାଦେବ ଧରିଛନ୍ତି ଦେବୀ ପାର୍ବତୀଙ୍କ ହାତ ।
ଆଜି ପବିତ୍ର ଶୀତଳଷଷ୍ଠୀ ଯାତ୍ରା। ଏହି ପର୍ବ ପାଳନ କରୁଥିବା ଲୋକମାନେ ବିଶ୍ୱାସ କରନ୍ତି ଯେ ଭଗବାନ ଶିବ ଗ୍ରୀଷ୍ମର ପ୍ରବଳ ଉତ୍ତାପକୁ ପ୍ରତିପାଦିତ କରୁଥିବାବେଳେ ଦେବୀ ପାର୍ବତୀ ପ୍ରଥମ ବର୍ଷାର ପ୍ରତୀକ ଅଟନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଖାଲି ସେତିକି ନୁହେଁ, କେଉଁଠି ଏକାଧିକ ହାଇ ପାୱାର ଫ୍ରିଜର ରଖାଯାଇ ଏକ ପ୍ରକାର ଶୀତଳ ଭଣ୍ଡାର ପାଲଟିଛି ତ ଆଉ କେଉଁ କ୍ୱାର୍ଟର ବାଉଁଶ କାରିଗରଙ୍କ କବ୍ଜାରେ । ଏହା ଥିଲା ୟୁନିଟ ଟୁ ଅଞ୍ଚଳର ସ୍ଥିତି।
ତତଲା କଡ଼େଇରେ ସିଝୁଛି ପଶ୍ଚିମ ଓଡ଼ିଶା । ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ । ୪୦ ଡିଗ୍ରୀ ଉପରେ ରାଜ୍ୟର ୨୫ ସହର ।
ପଶ୍ଚିମ ଓଡିଶାର ୯ଟି ଜିଲ୍ଲାରେ ସଂଗଠନ କଥା ବୁଝିବାକୁ ତାଙ୍କୁ କୁହାଯାଇଥିବା ସୁଶାନ୍ତ କହିଥିବା ବେଳେ ବିଜେଡି କିନ୍ତୁ ବିଧିବଦ୍ଧ ଭାବେ କିଛି ଘୋଷଣା କରିନି।
ପଦୋନ୍ନତି ପ୍ରସଂଗ ବିଚାରାଧିନ ଫୌଜଦାରୀ ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ଆସୁଛି ତରଙ୍ଗର ଦୁଇ ମେଗା ସିରିୟଲ୍। ଏହି ଦୁଇ ସିରିୟଲ୍ ମହିଳାକେନ୍ଦ୍ରୀକ ହୋଇଥିବା ବେଳେ ଏଥିରେ ଦର୍ଶକଙ୍କୁ ମିଳିବ ଭରପୂର ପ୍ରେମ କାହାଣୀ। ଆସନ୍ତୁ ଜାଣିବା କେବେ ଓ କେଉଁ ସମୟରେ ଦର୍ଶକ ଏହାକୁ ଦେଖିବାର ସୁଯୋଗ ପାଇବେ।
ହିତାଧିକାରୀଙ୍କୁ ନଗଦ ଭତ୍ତା ପ୍ରଦାନ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ବଦଳାଇବାକୁ ବିଜେପିର ଦାବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଇଏଏସ କୋଚିଂ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ହେଲେ ଫଳ ଶୂନ। ତଥ୍ୟ କହୁଛି ୨୦୧୬ରୁ ୨୦୧୮ ଯାଏଁ ରାଜ୍ୟରେ ୫୦ରୁ ଅଧିକ ଡିଗ୍ରୀ କଲେଜ ଏବଂ ୮ଟି ବିଶ୍ୱବିଦ୍ୟାଳୟରେ ମାଗଣା କୋଚିଂ ସେଣ୍ଟର ଖୋଲିଥିଲେ ସରକାର। ଏଥିପାଇଁ ଖର୍ଚ୍ଚ ହୋଇଥିଲା ୧ କୋଟି ୮୨ ଲକ୍ଷ।
ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରିଥିଲା । ତେବେ କୋଭିଡ୍ କହର କମିବା ପରେ ପୁଣି ଥରେ କେବଳ ଦଶମ ଶ୍ରେଣୀରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି ।