ପ୍ରଫେସର ଗଣେଶୀ ଲାଲ୍ଙ୍କ କାର୍ଯ୍ୟକାଳ ସରିଲା । ଏବେ ରାଷ୍ଟ୍ରପତି ଭବନ ଉପରେ ରାଜ୍ୟବାସୀଙ୍କ ନଜର ।
ଏନେଇ CHSE ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଦେଇଛନ୍ତି।
ନୂଆ ସଂସଦ ଭବନର ନିଖୁଣ କାରିଗରି ଓ ସାଜସଜ୍ଜାକୁ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି କବିର ବେଦି, ଯାହାକି ଅତି ଆକର୍ଷଣୀୟ ଓ ମନୋରମ ହୋଇଛି । ଏହି ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରିଟ୍ୱିଟ୍ କରିଛନ୍ତି ।
ସଂଗ୍ରହାଳୟ ପରିସରରେ ପଡ଼ିଛି ମଦ ବୋତଲ
ମାତୃଭବନ-ନୂଆବଜାର ରାସ୍ତାରେ ଯିବା ବେଳେ କାରଟି ଦୁର୍ଘଟଣାର ଶିକାର ହୋଇଛି ।
ଦିନେ ଶପଥ ନେଇଥିଲେ କେବେ ବାହା ହେବେନି କି ଜୋତା ପିନ୍ଧିବେନି । ହେଲେ କେବଳ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ଲାଗି ବଦଳାଇ ଦେଲେ ନିଷ୍ପତ୍ତି... ଜୟନ୍ତୀଙ୍କ ହାତ ଧରିଲେ ଜୟନ୍ତୀ, ୭ ଜନ୍ମର ସାଥୀ ହେବାକୁ ଶପଥ କଲେ।
ଖୋଦ୍ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, ଗୋଟେ ନିର୍ବାଚନ ସରି ଆଉ ଗୋଟେ ନିର୍ବାଚନ ଆସିଲାଣି । ସେତୁ ସରୁନି କି ଲୋକଙ୍କ ଦୁର୍ଦ୍ଦଶା କମୁନି । ହିନସ୍ତା ହେଉଛନ୍ତି ଲୋକେ..
ଦୁଃଖ ଏମିତି ବି ଆସେ ! ଦାଦନ ଖଟିବାକୁ ଯାଇଥିଲା ପୁଅ, ଚାଲିଗଲା ଜୀବନ । ମାଆ ପାଖରେ ଖବର ପହଞ୍ଚିବା ପରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛି । ଚେତାଶୂନ୍ୟ ସ୍ତ୍ରୀ...
ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ବ୍ୟାଙ୍କଋଣ ପାଇପାରିବେ ।
ଜୁଲାଇ ପର୍ଯ୍ୟନ୍ତ ନଦୀରେ ବେକ ଯାଏଁ ପାଣି ରହିବା କଥା । କିନ୍ତୁ ଏବେ ସଂପୂର୍ଣ୍ଣ ଶୁଖିଲା ପଡିଛି । ମେ' ମାସରୁ ଯଦି ଏପରି ସ୍ଥିତି ଆଗକୁ ନଦୀରେ ପାଣି ରହିବ କି ନାହିଁ ଆଶଙ୍କା ଦେଖାଦେଇଛି । ଆଗରୁ କେବେ ଏପରି ନଦୀରୁ ପାଣି ଶୁଖେନି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । କେବଳ ନଦୀରେ ନୁହେଁ ବରଂ ଆଖପାଖ ଅଂଚଳରେ ଥିବା ନଳକୂଅର ମଧ୍ୟ ଜଳସ୍ତର କମୁଥିବା ଅଭିଯୋଗ ହୋଇଛି।
ସମ୍ବଲପୁର ନାକଟିଦେଉଳ ବ୍ଲକର ଝାରବେଡା ଗାଁର ବାସିନ୍ଦା ପାଣି ଲାଗି ବଡ଼ ଡହକବିକଳ ହେଉଛନ୍ତି । କେବଳ ଏବର୍ଷ ନୁହେଁ ବରଂ ପ୍ରତିବର୍ଷ ଖରାଦିନେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଗାଁରେ ପାଣି ଟୋପାଏ ମିଳୁନଥିବାରୁ ପାଖ ଝରଣା ପାଲଟିଛି ସାହାଭରସା । କାଳେ ପାଣି ସରିଯିବ ସେଥିପାଇଁ ସାନ ପିଲା ବି ବୋତଲରେ ପାଣି ଭରିନେଉଛନ୍ତି।
ଦୁଇ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ସାନକୁମାରୀ ଗାଁରେ ହତ୍ୟାକାଣ୍ଡ ।
ଯୁକ୍ତିତର୍କ ପରେ ଝଗଡା... ଆଉ ତା’ପରେ ହତ୍ୟା । ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ ।
ଦୁଃଖ ଶୁଣ କଲେକ୍ଟର ବାବୁ... ମୁଁ କେତେ ନେହୁରା ହେଲିଣି, ଦୌଡି ଦୌଡି ହତାଶ ହେଲିଣି । ପୁଅ-ବୋହୂ ଯିବା ପରେ ୨ ନାତୁଣୀଙ୍କୁ ମଣିଷ କରିବା ଲାଗି କିଛି ଏମିତି ଢଙ୍ଗରେ ସହାୟତା ମାଗୁଛନ୍ତି ଜଣେ ବୃଦ୍ଧ
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ।
ଦୁଇ ଗଞ୍ଜେଇ ମାଫିଆ ଝାଡ଼ଖଣ୍ଡ ଧାନବାଦରୁ ଏକ ଟ୍ରକ୍ ରେ ଗଞ୍ଜେଇ ଧରି ଆସୁଥିବା ବେଳେ NCB ର ଭୁବନେଶ୍ୱର ଜୋନାଲ୍ ୟୁନିଟ୍ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆଜିଠୁ ଆବେଦନ ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ଆସନ୍ତା ଜୁନ ୨୦ ଯାଏ ଆବେଦନ କରିପାରିବେ । ୨୮ ଜୁନରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ।
ଆଶ୍ଚର୍ଯ୍ୟ ! କିଏ ୫ ବର୍ଷ ହେଲାଣି ତ ଆଉ କିଏ ମରି ୬ ମାସ ହେଲାଣି । କିନ୍ତୁ ସେମାନଙ୍କ ନାଁରେ ଚାଉଳ ଦେଉଛନ୍ତି ସରକାର । ହେଲେ ପାଉନାହାନ୍ତି ପରିବାର । ତେବେ ସେହି ଚାଉଳ ନେଉଛି କିଏ ?
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଏତେ ଦିନ ପରେ ପିଲା. ଛୁଆ, ନାତି ନାତୁଣୀଙ୍କୁ ପାଖରେ ପାଇ ଭୁଲି ଯାଇଛନ୍ତି ତାଙ୍କ ଅତୀତର କାହାଣୀ।
ମନର ମାନସୀଙ୍କୁ ଜୀବନସାଥୀ କଲେ ବିଜୟ, ଦୁଇ ଦିବ୍ୟାଙ୍ଗ ବିଜୟ ଓ ସଲାମୀଙ୍କ ପ୍ରେମ କାହାଣୀ
ଦଳ ବିରୋଧୀ ମନ୍ତବ୍ୟ ପାଇଁ ଚିରଞ୍ଜୀବ ଓ ମୋକିମଙ୍କୁ ଏଆଇସିସି ସୋ କଜ୍ ନୋଟିସ୍ ଜାରି କରିଛି।
କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ବଢ଼ୁଛି ବିବାଦ । ଷଡ଼ଯନ୍ତ୍ର କଥା ନଥିବାରୁ ଗନ୍ଧ ବାରିଲେ ବିରୋଧୀ । ନବୀନଙ୍କୁ ମନମୋହନ ସାମଲଙ୍କ ସିଧା ନିଶାନା ।
ଗତ ଫେବୃଆରୀ ୨୮ ତାରିଖରେ ବେଶ୍ ଧୁମଧାମରେ ବାହାଘର ହୋଇଥିଲା।
ରାତିରେ ଚେକିଂ ବେଳେ ପୋଲିସ୍ ମାଡ଼ରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଚଳନ୍ତା ବାଇକ୍ରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଏକ ପ୍ଲାଷ୍ଟିକ୍ ପାଇପ୍ରେ ପିଟି ଦେବାରୁ ବାଇକ ଆରୋହୀଙ୍କ ଆଖିରେ ଶକ୍ତ ଆଘାତ ଲାଗିଥିବା ଅଭିଯୋଗ ହୋଇଛି।