Advertisment

ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର, ଆଗକୁ ବିସ୍ଫୋରଣ ହେବ: ମନମୋହନ

ଏବେ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି। ଆଗକୁ ଏହା ବିସ୍ପୋରଣ ହେବ ବୋଲି କହିଛନ୍ତି ମନମୋହନ ସାମଲ।

author-image
Chandan Shishu
ଅଦ୍ୟତନ ହୋଇଛି
odisha bjp president manmohan samal

odisha bjp president manmohan samal

ଲୋକସଭାକୁ ଗୁରୁତ୍ୱ ଦିଆଯାଉଛି। ପ୍ରବାସ କାର୍ଯ୍ୟକ୍ରମ ଚାଲୁଛି। କେନ୍ଦ୍ରୀୟ ନେତୃତ୍ୱ ଆସୁଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଯେଉଁ ଯେଉଁ ସ୍ଥାନରେ କମ ବ୍ୟବଧାନରେ ହାରିଥିଲୁ, ସେଠାରେ କେନ୍ଦ୍ର ମନ୍ତ୍ରୀ ଆସି ଲୋକଙ୍କ ସହ ଆଲୋଚନା କରୁଛନ୍ତି। ଦଳୟୀ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରୁଛନ୍ତି। ଆମର ଟାର୍ଗେଟ ରହିବ ୨୧ରୁ ୨୧ ଲୋକସଭା ନିର୍ବାଚନ ମଣ୍ଡଳୀ ଜିତିବା। ଏବେ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି। ଆଗକୁ ଏହା ବିସ୍ପୋରଣ ହେବ ବୋଲି କହିଛନ୍ତି ମନମୋହନ ସାମଲ। ତେବେ ଏହା ଉପରେ ବିଜେଡିର ପ୍ରତିକ୍ରିୟା ମିଳିନାହିଁ।

Advertisment

BJP Manmohan Samal
Advertisment
Advertisment