ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪, ବଲାଙ୍ଗିରରୁ ୨ ଜଣଙ୍କ ମୃତ୍ୟୁ । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା ।
ଗତକାଲି ଜାଲ୍ ନୋଟ୍ ଜବତ ନେଇ ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ STF । ଜାଲ୍ ନୋଟ୍ ଜବତ ସହ ଉଲୁଣ୍ଡାର ଦୀପକ ମେହେର ଗିରଫ । ପଡ଼ୋଶୀ ଛତିଶଗଡ଼ରୁ ଫେକ୍ ନୋଟ୍ ଆସିଥିବା ସନ୍ଦେହ ।
ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ । ବିଭିନ୍ନ ଦଳର ନେତାଙ୍କ ସହ ବିଶିଷ୍ଟ ବ୍ୟକ୍ତିଙ୍କ ଶେଷ ଦର୍ଶନ । ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦୁର୍ନୀତିକୁ ଘଣ୍ଟ ଘୋଡାଇବାକୁ ଯାଇ ଫିରିଙ୍ଗିଆ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ, ଠିକାଦାର ଉପରେ ଦୋଷ ଲଦିଛନ୍ତି । ଠିକାଦାର ନିମ୍ନମାନର କାମ କରିଥିବା ମାନିଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।
ନୟାପଲ୍ଲୀ ଘରେ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପରିବାରବର୍ଗଙ୍କୁ ଜଣାଇଲେ ସମବେଦନା
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିବାସୀ ସୂର୍ଯ୍ୟନାରାୟଣ ପାତ୍ର ପ୍ରଥମେ BSc ଓ ପରେ LLB କରି ଆରମ୍ଭ କରିଥିଲେ ଓକିଲାତି । ତା’ପରେ ସମାଜସେବା ଓ କ୍ରମେ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପି ବନିଯାଇଥିଲେ ବିଚକ୍ଷଣ ରାଜନେତା ।
୩ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଏଥି ପାଇଁ ଅତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ କୁହାଯାଇଛି ।
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ ରବିବାର । ଜାଣନ୍ତୁ ଆପଣଙ୍କ ଶୁଭ ଅଶୁଭ ସମୟ
ସୂର୍ଯ୍ୟପାତ୍ରଙ୍କ ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ଚକ୍ଷୁ ଦାନ କରାଯାଇଛି । ଏକ ଡାକ୍ତରୀ ଟିମ୍ ତାଙ୍କ ଆଖିକୁ ମାତ୍ର ୧୦ ମିନିଟ୍ ଭିତରେ ସୁରକ୍ଷିତ ଭାବେ ବାହାର କରିଥିଲେ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଓଃ କି ଦୁଃଖ ! ମାଆ ଚାଲିଗଲା, ବାପା ଦାଦନ ଗଲେ । ଘର ନାହିଁ କି ରାସନ ନାହିଁ । ଦୁଇ କୁନି ଭାଇ-ଭଉଣୀଙ୍କୁ ମଣିଷ କରିବାକୁ ଜୀବନକୁ ବାଜିରେ ଲଗାଇ ଦେଇଛି ବଡ ଭଉଣୀ । ସ୍ୱପ୍ନ ଦେଖିବା ବୟସରେ ପରିବାରର ମୁଣ୍ଡାଇଛି ବୋଝ।
ଉପାନ୍ତରୁ ଉପକୂଳ, ସବୁଠି ଡ୍ରପ ଆଉଟ୍ ହାର ବଢ଼ିବା ପରେ ଗଣଶିକ୍ଷା ବିଭାଗକୁ ଘାରିଛି ସେମାନଙ୍କ ଚିନ୍ତା। ଡ୍ରପ ଆଉଟ୍ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବାକୁ CTTC ସହ ସହଭାଗିତା କରିବାକୁ ନିଷ୍ପତ୍ତି ନେଇଛି ବିଭାଗ।
ବାଲେଶ୍ୱର OSSC ପ୍ରଶ୍ନପତ୍ର ଲିକ୍ ଘଟଣାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତଦନ୍ତର ମୁଖ୍ୟ ଦିଗ ରହିବ କିଏ ସେହି ଗୃହ ଶତ୍ରୁ? ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କମ୍ପି ଉଠିଲା ଗଗନ ପବନ । ବର୍ଷା ଆଉ ପବନ ମାଡ଼ରେ ଥରହର ଚତୁର୍ଦ୍ଦିଗ । ଘଡ଼ଘଡ଼ିର ଗର୍ଜନରେ ତାବଦା ହୋଇଯାଉଛି କାନ ମୁଣ୍ଡ । ପାତାଳଭେଦୀ ବଜ୍ରପାତରେ ଥରି ଉଠୁଛି ଶରୀରର ସର୍ବାଙ୍ଗ ।
ବିଧାୟକଙ୍କ ସାମାଜିକ କାର୍ଯ୍ୟକ୍ରମ ପାଇଁ ବି ଚପର ବ୍ୟବହାରର ସାଂଘାତିକ ଅଭିଯୋଗ । ସରକାରୀ ଗସ୍ତ ନାଁରେ ରାଜନୈତିକ ସଭା କରି ସାରା ରାଜ୍ୟ ବୁଲିଦେଲେ ସଚିବ ।
ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ
ଓଡ଼ିଆ ମାଟିର ନାଁ ରଖିଲେ ପୀୟୂଷ । ଇସ୍ରୋରେ ବୈଜ୍ଞାନିକ ହେଲେ... ଚନ୍ଦ୍ରୟାନ-୩ ପାଇଁ କାମ କରୁଥିଲେ । ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ବାପା-ମାଆଙ୍କଠୁ...ଗାଁ ଲୋକେ ସମସ୍ତେ ଖୁସ୍
ଚୋର ମନରେ ପିଲାଙ୍କ ଲାଗି ଭାରି ଦୟା । ରାତି ଅଧରେ ପଶି ଚାଉଳ ନେଲା... ହେଲେ ପିଲାଙ୍କ ଖାଇବା ଲାଗି କିଛି ଛାଡିଦେଇଗଲା । ପୂର୍ବରୁ ବି ସମାନ ଘଟଣାର ହୋଇଥିଲା ପୁନରାବୃତ୍ତି ।
ଯେଉଁମାନେ ଓଡ଼ିଶାରେ ସରକାରୀ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟ, ଓଡ଼ିଶା ଫାୟାରମ୍ୟାନ୍ ଆଣ୍ଡ୍ ଫାୟାରମ୍ୟାନ୍ ଡ୍ରାଇଭରର ପଦବୀ ପୂରଣ ପାଇଁ ଏକ ନିଯୁକ୍ତି ବିଜ୍ଞାପନ ଜାରି କରିଛି।
୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଚାର୍ଜସିଟ୍ ଦାଖଲ ହୋଇଛି ।
ବାପା ନାହାନ୍ତି କି ମାଆ ନାହାନ୍ତି । ମାଆ ପରି ବଡ ଭାଇର ସେବା କରୁଛି ସାନ ଭଉଣୀ । ଖୁଆଇ ଦେବାଠୁ ଶୁଆଇ ଦେବା ସବୁ କାମ କରୁଛି କୁନି ଭଉଣୀ । ମାନସିକ ଅନଗ୍ରସର ଭାଇ ଥିବାରୁ ଇଚ୍ଛା ନଥିଲେ ବି ହାତରେ କପଡା ବାନ୍ଧି ରଖୁଛି... ରାକ୍ଷୀ ବାନ୍ଧିବା ପାଇଁ ହାତରୁ ଖୋଲିଛି ଗାମୁଛା
ଏଇଟା ସ୍କୁଲ ନାଁ ଆଉ କଣ ? ମାତ୍ର ୨୩ ପିଲାଙ୍କ ଲାଗି ତିଆରି ହୋଇଛି ୧୩ ଶୌଚାଳୟ । ହେଲେ ବି ସ୍କୁଲକୁ ଆସୁନାହାନ୍ତି ପିଲା । ପାଚେରୀ ନଥିବାରୁ ପାଦେ ପାଦେ ରହିଛି ବିପଦ
ପୃଥକ୍ ପୃଥକ୍ ସ୍ଥାନରେ ବଜ୍ରପାତରେ ୪ ମୃତ, ୩ ଗୁରୁତର...କଟକ ଏବଂ ଭୁବନେଶ୍ୱରରେ ଅତିପ୍ରବଳ ବର୍ଷା
‘ସରକାରୀ ଗସ୍ତ ନାଁରେ ବ୍ୟକ୍ତିଗତ କାମକୁ ହେଲିକପ୍ଟରରେ ଯାଇଛନ୍ତି । ବ୍ୟକ୍ତିଗତ କାର୍ଯ୍ୟରେ ଥରେ ଅନୁଗୁଳ ଓ ଥରେ ତାଳଚେର ଯାଇଛନ୍ତି । ’
ଟ୍ୱିନ୍ ସିଟିକୁ ବର୍ଷା ଆଲର୍ଟ...ଢ଼ାଳୁଛି, କାଚୁଛି..