ଗତକାଲି ଭାଇ ଭଉଣୀର ସମ୍ପର୍କରେ ଲାଗିଥିଲା ରକ୍ତର ଦାଗ । ରାକ୍ଷୀରେ ଭଉଣୀକୁ ମାରିଥିଲା ଭାଇ । ଛୁରୀରେ ବେକ କାଟିଲା, ପରେ ଫେରାର ହେବାକୁ ଚେଷ୍ଟା କରିଥିଲା । ତେବେ ବିଧିର ବିଧାନ ଥିଲା ବିଚିତ୍ର ।
ଆଜି ଦିନ ବେଳା ରାକ୍ଷୀ ନପିନ୍ଧାଇବାକୁ କିଛି ମତ ଆସିବା ପରେ ଦ୍ୱନ୍ଦ୍ୱ ଦେଖା ଯାଇଥିଲା । ହେଲେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି । ଆଜି ଯେଉଁ ସମୟରେ ବି ରାକ୍ଷୀ ପିନ୍ଧା ଯାଇପାରିବ ବୋଲି ମତ ରଖିଛନ୍ତି ଅନ୍ୟ କିଛି ପଣ୍ଡିତ ।
ବାପା ନାହାନ୍ତି କି ମାଆ ନାହାନ୍ତି । ମାଆ ପରି ବଡ ଭାଇର ସେବା କରୁଛି ସାନ ଭଉଣୀ । ଖୁଆଇ ଦେବାଠୁ ଶୁଆଇ ଦେବା ସବୁ କାମ କରୁଛି କୁନି ଭଉଣୀ । ମାନସିକ ଅନଗ୍ରସର ଭାଇ ଥିବାରୁ ଇଚ୍ଛା ନଥିଲେ ବି ହାତରେ କପଡା ବାନ୍ଧି ରଖୁଛି... ରାକ୍ଷୀ ବାନ୍ଧିବା ପାଇଁ ହାତରୁ ଖୋଲିଛି ଗାମୁଛା
ମୋଦିଙ୍କ ହାତରେ ୨୬ ବର୍ଷ ହେଲାଣି ରାକ୍ଷୀ ବାନ୍ଧୁଛନ୍ତି ଏହି ପାକିସ୍ତାନୀ ମହିଳା। ଗତଥର କରୋନା ପାଇଁ ଡାକରେ ଦେଇଥିଲେ ରାକ୍ଷୀ, ଆଉ ଏଥର.....