Advertisment

Odisha Fireman Recruitment 2023: ଆପଣ ଯଦି +୨ ପାଶ୍ କରିଛନ୍ତି ତେବେ ଓଡ଼ିଶାରେ ସରକାରୀ ଚାକିରି

ଯେଉଁମାନେ ଓଡ଼ିଶାରେ ସରକାରୀ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟ, ଓଡ଼ିଶା ଫାୟାରମ୍ୟାନ୍ ଆଣ୍ଡ୍‌ ଫାୟାରମ୍ୟାନ୍ ଡ୍ରାଇଭରର ପଦବୀ ପୂରଣ ପାଇଁ ଏକ ନିଯୁକ୍ତି ବିଜ୍ଞାପନ ଜାରି କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Odisha Fireman Recruitment 2023 Out For 941 Vacancies

Odisha Fireman Recruitment 2023 Out For 941 Vacancies

ଯେଉଁମାନେ ଓଡ଼ିଶାରେ ସରକାରୀ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟ, ଓଡ଼ିଶା ଫାୟାରମ୍ୟାନ୍ ଆଣ୍ଡ୍‌ ଫାୟାରମ୍ୟାନ୍ ଡ୍ରାଇଭରର ପଦବୀ ପୂରଣ ପାଇଁ ଏକ ନିଯୁକ୍ତି ବିଜ୍ଞାପନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୯୪୧ଟି ପୋଷ୍ଟ୍ ପୂରଣ ହେବ।

Advertisment

ଯୋଗ୍ୟ ଓ ଇଛୁକ ପ୍ରାର୍ଥୀମାଏନ୍ ଏହାର ଅଫିସିଆଲ୍ ୱେବସାଇଟ୍ www.odishafshgscd.gov.in କୁ ଯାଇ ଅନଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ Odisha Fireman Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୧ ସେପ୍ଟେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ସେପ୍ଟେମ୍ବର ୨୦୨୩
Advertisment

ଖାଲି ପଦବୀ:

  • ଫାୟାରମ୍ୟାନ୍ – ୮୨୬ଟି ପୋଷ୍ଟ
  • ଫାୟାରମ୍ୟାନ୍ ଡ୍ରାଇଭର – ୧୧୫ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ +୨ ପାଶ୍
  • ଫାୟାରମ୍ୟାନ୍ ଡ୍ରାଇଭର ପଦବୀ ପାଇଁ ହେଭି ଲାଇସେନ୍ସ ଥିବା ଜରୁରୀ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ

ଦରମା:

  • ୧୯,୯୦୦ ଟଙ୍କା(ଲେବଲ୍ - 4, ସେଲ୍ - ୧)

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଶାରୀରିକ ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ ଯାଞ୍ଚ

ପରୀକ୍ଷା ପାଟର୍ନ:

  • ଏକ ମାର୍କ ବିଶିଷ୍ଟ ୧୦୦ଟି ମଲ୍ଟିପଲ୍ ଚଏସ୍ ପ୍ରଶ୍ନ
  • ପରୀକ୍ଷାର ଅବଧି ୨ ଘଣ୍ଟା

ବିଷୟ:

  • ଇଂରାଜୀ ଏବଂ ଓଡିଆ ଭାଷା
  • ଜେନେରାଲ୍ ଷ୍ଟଡିଜ୍
  • କମ୍ପ୍ୟୁଟର ଫଣ୍ଡାମେଣ୍ଟାଲ୍ ଏବଂ IT ସ୍କିଲ୍
  • ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ୦.୨୫ର ଏକ ନେଗେଟିଭ୍ ମାର୍କିଂ ହେବ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ
  • “Candidate’s Corner” ଏବଂ ତା’ପରେ “Current Applications” ଉପରେ କ୍ଲିକ୍ କରନ୍ତୁ
  • “Odisha Fireman Recruitment 2023” ଲିଙ୍କରେ କ୍ଲିକ୍ କରନ୍ତୁ
  • ଆପଣଙ୍କର ବ୍ୟକ୍ତିଗତ ଡାଟା, ଶିକ୍ଷାଗତ ଯୋଗ୍ୟତା ଏବଂ କାର୍ଯ୍ୟ ଅଭିଜ୍ଞତା ସହିତ ଆବେଦନ ଫର୍ମ ପୂରଣ କରନ୍ତୁ
  • ନିର୍ଦ୍ଦିଷ୍ଟ ଫର୍ମାଟରେ ଆପଣଙ୍କର ଫଟୋଗ୍ରାଫ୍ ଏବଂ ସିଗ୍‌ନେଚର୍‌ର ସ୍କାନ୍ କପି ଅପଲୋଡ୍ କରନ୍ତୁ
  • Submit ବଟମ୍‌ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ
Odisha Government Govt Jobs Odisha Govt Jobs
Advertisment
Advertisment