• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

medical road
ଗାଈ ଘଉଡାଇଲେ ଗାଡିରେ ଯିବେ...ହେଲେ କାହିଁକି ?

ଏଇଟା ରାସ୍ତା ନୁହେଁ ଗୋ-ଶାଳା । ସକାଳୁ ସଂଜ ବୁଲା ଗାଈଙ୍କ କବଜାରେ ଢେଙ୍କାନାଳ ମେଡିକାଲ ରାସ୍ତା । ସ୍ଥିତି ଏମିତି ହେଲାଣି ଯେ ଆମ୍ବୁଲାନ୍ସରୁ ହେଲପର ବାହାରି ଗାଈ ସାଇଡ୍‌ କଲେ ଗାଡି ଆଗକୁ ବଢୁଛି

Talasil officer
ଗୁମର ଖୋଲିଲେ ନେତା : ‘ବିନା ଲାଂଚରେ ପତ୍ର ହଲୁନି’

ବିରୋଧୀ ନୁହେଁ ଶାସକ ଦଳ ନେତା ଖୋଲିଦେଲେ ତହସିଲ ଅଫିସ୍‌ର ଗୁମର । ସିଧାସିଧା କହିଲେ ତଳିଆଠୁ ଉପର...ବିନା ଲାଞ୍ଚିରେ ଅଫିସ୍‌ରେ ହଲୁନି ପତ୍ର । ଆଉ ତହସିଲଦାର କହୁଛନ୍ତି ତୁମ କ୍ୟାମେରାକୁ ମୋର ବିଶ୍ୱାସ ନାହିଁ, ସିସିଟିଭି ଦେଖି...

witchcraft
ଆଶ୍ଚର୍ଯ୍ୟ !! ଗାଁରେ ଖଟ ବୁଲିଲେ ଭଲ ହେବ କୁନି ଝିଅ ?

ଝିଅର ଦେହ ଖରାପ, ବାରମ୍ବାର ମେଡିକାଲ ଯିବା ପରେ ବି ଭଲ ହେଲାନି । ଗୁଣିଆର ଆଶ୍ରା ନେଲେ ପରିବାର ଲୋକେ । ବାଜା ବଜାଇ ବୁଲାଇଲେ ଖଟ...ହେଲେ ପୋଲିସ ପହଞ୍ଚି...

Farmer cries
ଦୁଃଖ ବୁଝିଲେନି...ଲଲିପପ୍‌ ଧରାଇ ଦେଲେ ସରକାର

ପାନ ଚାଷୀଙ୍କ ଦୁଃଖ କାହାଣୀ । ବାରମ୍ବାର ଦାବି କରିବା ପରେ ବି ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ । ଋଣ ଦେବା ନାଁରେ ଲଲିପପ୍‌ ଦିଆଯିବା ପରି ଆଣିଲେ ସାଙ୍ଘାତିକ ଅଭିଯୋଗ

BJD expels MLA Sudhansu Parida
ସବ୍‌ସିଡି ସ୍କାମ୍‌ ମାମଲାରେ ସୁଧାଂଶୁ ବିଦା: ବିଜେଡି

ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି । ସରକାରୀ ସବସିଡି ଟଙ୍କା ହଡ଼ପ ଅଭିଯୋଗରେ ଦଳରୁ ବହିଷ୍କାର କରିଛି ବିଜେଡି ।

Dakabangala in Narasinghpur
ଡାକବଙ୍ଗଳା ନୁହେଁ ଭୂତ ଖାନା !

ଦିନେ ଏଇ ଡାକବଙ୍ଗଳାରେ ରହିବା ବାବୁଙ୍କ ସ୍ନପ୍ନ ଥିଲା । ଛୁଟି ହେବା ମାତ୍ରେ ପୁରା ପରିବାର ସହ ଦୌଡୁଥିଲେ ଏଠାରେ ରହିବାକୁ । ହେଲେ ଏବେ ଏଠାକୁ ଆସିବାକୁ କେହି ରାଜି ହେଉନାହାନ୍ତି । ମଦୁଆ ଘଅ କଲେଣି ଡାକବଙ୍ଗଳାରେ

Baijayant Panda
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ

ଫୋନ୍ କଲ୍ ଯୋଗେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦିଆଯାଇଛି ।

Soumya Ranjan Patnaik
ଲୋନ୍‌ ସ୍କାମ୍‌ ନେଇ ସୌମ୍ୟ ବିଜେଡିରୁ ବିଦା

ଲୋନ୍‌ ସ୍କାମ୍‌ ନେଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି ।

Revenue Minister Sudam Marndi
ସୁଦାମଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଦାୟିତ୍ୱ

ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Pramila Mallick
ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ପ୍ରମିଳା ମଲ୍ଲିକ

ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କଲେ ପ୍ରମିଳା ମଲ୍ଲିକ ।

scrub typhus
Scrub Typhus : ସୁନ୍ଦରଗଡ଼ ଜିଲ୍ଲାରେ ୨୦୦ ଟପିଲା ପଜିଟିଭ ସଂଖ୍ୟା

ଆଉ ୬ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ, ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ ସଂଖ୍ୟା ୨୦୬

  • Thursday, 21 September 2023
BJD
ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ପାଇଁ ହ୍ୱିପ୍‌ ଜାରି କଲା ବିଜେଡି

ଦଳର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍‌

Over 50 people fall sick after consuming Puja ‘bhog’
ବାସି ଭୋଗ ଖାଇବା ହେଲା କାଳ, ୫୫ରୁ ଅଧିକ ଲୋକ ଗୁରୁତର

ଅସୁସ୍ଥଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୩୭ରୁ ଅଧିକଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା

Today Panchang
Today Panchang 21st September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ, ଗୁରୁବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

  • Thursday, 21 September 2023
 Mysterious Deaths
ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଏଡିଏମ୍ ଅଫିସରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ..ସେଞ୍ଚୁରୀ ପାର୍କରୁ ମିଳିଲା ସୁସ୍ମିତା ମିଂଜଙ୍କ ମୃତଦେହ

Pramila Mallik
ବାଚସ୍ପତି ପଦ ଲାଗି ଆଜି ନାମାଙ୍କନ ଭରିବେ ପ୍ରମିଳା ମଲ୍ଲିକ

ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି..ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ

Vande Bharat Express
ଆସନ୍ତା ୨୪ରୁ ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍

ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ରାଉଲକେଲା ମଧ୍ୟରେ ଗଡ଼ିବ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌।

rainfall
୯ ଜିଲ୍ଲାରେ ଛେଚିବ ! ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା

ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ... ଆସନ୍ତାକାଲି ସାମାନ୍ୟ କମିବ ବର୍ଷାର ପରିମାଣ

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 21 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 21 September 2023
Odisha Govt Doctor
ଏମିତି ଡାକ୍ତର ଥିଲେ ରୋଗୀର ହେବନି କିଛି !

ଏମିତି ଡାକ୍ତର ଥିଲେ ରୋଗୀଙ୍କର ହେବନି କୌଣସି ଅସୁବିଧା । ବିଷ ଖାଇ ଜଣେ ମେଡିକାଲରେ ପହଞ୍ଚିଲେ...ସାଙ୍ଗରେ ମହିଳାମାନେ ଥିବାରୁ ଟେକିକି ନେବାରେ ଅସୁବିଧା ଥିଲା । ଦୌଡି ଆସିଲେ ଡାକ୍ତର, ନିଜେ ଟେକି ନେଇ ଚିକିତ୍ସା କଲେ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Unfortunate incident
ଜାଣିଥିବ କି ନାହିଁ !! ଏକା ସାଙ୍ଗରେ ବାପା-ମାଆଙ୍କ ମୁହଁରେ ନିଆଁ ଦେଲା କୁନି ପୁଅ

ଏ ବୟସରେ ଇଏ ସ୍ୱପ୍ନରେ ଭାବିନଥିବେ କି ବାପା-ମାଆଙ୍କ ମୁହଁରେ ଏକା ସାଙ୍ଗରେ ନିଆଁ ଦେବେ ବୋଲି । ବାପାଙ୍କୁ ଭଲ କରିବାକୁ ମେଡିକାଲ ନେଇଥିଲେ । ହେଲେ ଆମ୍ବୁଲାନ୍ସ ସହ ଧକ୍କା ହେଲା ଗାଡି...ଘଟଣା ସ୍ଥଳରେ ବାପା-ମାଆଙ୍କ ସହ ଆଉ ୨ ଜଣଙ୍କର ବି ଜୀବନ ଗଲା । ଆଉ ଘରେ ଯେବେ ଶବ ପହଞ୍ଚିଲା ନିଷ୍ପାପ ଶିଶୁର ବୁକୁଫଟା କାନ୍ଦରେ ସ୍ତବ୍ଧ ହୋଇଯାଇଥିଲା ପୂରା ଗାଁ । ରାମ ରାମ ସତ୍ୟ ହେ ଡାକକୁ, କାନ୍ଦବୋବାଳିର ଚିତ୍କାରର ଦୃଶ୍ୟ ଥିଲା ବେଶ ହୃଦୟ ବିଦାରକ

Nuakhai Celebration
ନୂଆଁ ଧାନ୍ କେ ନୂଆ ମନ୍; ଗଣପର୍ବ ନୂଆଁଖାଇରେ ଝୁମିଛି ପଶ୍ଚିମ ଓଡ଼ିଶା

କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶାରେ ଉତ୍ସବର ମାହୋଲ । ଏକତା ଓ ଭାଇଚାରାର ଉତ୍କୃଷ୍ଟ ନିଦର୍ଶନ ଭିତରେ ଭେଦଭାବ ଓ ମନୋମାଳିନ୍ୟ ଭୂଲି ଏକାଠି ହୋଇଛନ୍ତି ପରିବାର, ବଂଶ ଓ ବୁନିଆଦ ।

Sanjukta Mahala
ଷଡ଼ଯନ୍ତ୍ର ବନାମ ଚକ୍ରାନ୍ତ; ଶ୍ରୀକାନ୍ତଙ୍କ ଏତଲା ପରେ ବର୍ଷିଲେ ସଂଯୁକ୍ତା

ତେଜିଲା ବିଜେଡି ନେତ୍ରୀ ସଂଯୁକ୍ତା ମହଲା ଓ ପୂର୍ବତନ ଶ୍ରମମନ୍ତ୍ରୀ ତଥା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ କଳି। ସୋସିଆଲ ମିଡିଆ ଚାଟିଂରୁ ତାଙ୍କୁ ଓ ତାଙ୍କ ଝିଅଙ୍କ ବିରୋଧରେ ସଂଯୁକ୍ତା ମହଲା ଓ ଅନ୍ୟ ଜଣେ ହତ୍ୟା ଷଡ଼ଯନ୍ତ୍ର ରଚୁଥିବା ନେଇ ବିଧାୟକ ଶ୍ରୀକାନ୍ତ ଥାନାର ଦ୍ୱାରସ୍ଥ ହେବା ପରେ ଦୁହିଁଙ୍କ ଭିତରେ ବିବାଦ ଚରମରେ ପହଞ୍ଚିଛି।

Locals seek government’s attention
ଦିଲ୍ଲୀରୁ ପଲ୍ଲୀ...ଗୁହାରି କରି କରି ହାଲିଆ, ଦୁଃଖ ନଶୁଣିଲେ କେହି

ଖଣ୍ଡେ ରାସ୍ତା, ଟୋପେ ପାଣି ଆଉ ଟିକିଏ ବିଜୁଳି ପାଇଁ ବାବୁଙ୍କୁ ଗୁହାରି କରି କରି ଥକିଗଲେଣି । ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ । ମୌଳିକ ସୁବିଧାରୁ ଏବେ ବି ବଂଚିତ ଏମାନେ...ଆଉ କେବେ ଶୁଣିବେ ସରକାର?

River Bridge Fencing
ଶହ ଶହ ଜୀବନ ଯିବା ପରେ ସରକାରଙ୍କୁ ନଦୀଘାଟ ଚିନ୍ତା

କୁମ୍ଭୀର ଆକ୍ରମଣ ଓ ନଦୀରେ ବୁଡ଼ି ପ୍ରତିବର୍ଷ ଶହ ଶହ ଜୀବନ ଯିବା ପରେ ସରକାରଙ୍କ ଚେତା ପଶିଛି । ନଦୀଘାଟ ସୁରକ୍ଷା ପାଇଁ ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ।