ଜନ୍ମକଲା ବାପା ସହ ମିଶି ସାବତ ମା’ର ସୈତାନୀ କାଣ୍ଡରେ ୨ ଭାଇ ଭଉଣୀଙ୍କ ପାଦରୁ ମସ୍ତକ ଯାଏଁ କ୍ଷତ ବିକ୍ଷତ ଚିହ୍ନ। ସାମାନ୍ୟ ବିସ୍କୁଟ ଦି’ଖଣ୍ଡ ପାଇଁ କାହା ପିଠିରୁ ଛାଲ ଉତାରି ଦେଲାଭଳି ମାଡ଼ ମରାଯାଇଛି ତ ଆଉ କାହାର ମୁହଁ ହାତ ଗୋଡ଼ରେ ନିସ୍ତୁକ ପ୍ରହାର କରାଯାଇଛି।
ଛାନିଆ କରିପକାଇଲାଣି ଓମିକ୍ରନ ଭୂତାଣୁ: ମହାମାରୀ କାୟା ବିସ୍ତାର କରିବା ପୂର୍ବରୁ ପରିବାରର ୩ ଜଣଙ୍କୁ ମାରିଦେଲେ ଡାକ୍ତର। ଏବେ ନିଜେ ବି ମାନସିକ ଭାରସ୍ୟାମ ହରାଇ ହୋଇଯାଇଛନ୍ତି ଫେରାର୍....ଧରିବା ପାଇଁ ଖୋଜୁଛି ପୋଲିସ୍