୯ ମାସରେ IPS ସ୍ତରରେ ୨ଥର ଅଦଳବଦଳ। ଅଚାନକ ଏଭଳି ଅଦଳବଦଳ କାହିଁକି ? କାହିଁକି ବଦଳିଲେ କଟକ-ଭୁବନେଶ୍ବର ଡିସିପି ? ଏସିପି ଉମାଶଙ୍କରଙ୍କ ବଦଳିକୁ ନେଇ ଚର୍ଚ୍ଚା। ଅପରାଧ ନିୟନ୍ତ୍ରଣରେ ଫେଲ୍ ନା ସଶକ୍ତ ଉଦ୍ୟମ?
ରାଜ୍ୟରେ IAS ଓ IPS ଅଧିକାରୀଙ୍କ ମରୁଡ଼ି। ବିଧାନସଭାରୁ ଆସିଛି ଏମିତି ତଥ୍ୟ। ଏବେ ରାଜ୍ୟରେ ୬୬ IAS ଏବଂ ୬୯ IPS ପଦବି ଖାଲି ପଡ଼ିଛି। ବହୁ ଅଧିକାରୀ ୫ ବର୍ଷରୁ ଅଧିକ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।
ଅରୁଣ ରାୟଙ୍କୁ ସରକାରୀ ପ୍ରେସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ଅମୃତ ମୋହନ ପ୍ରସାଦଙ୍କୁ ଜେଲ ବିଭାଗ ଡିଜି ଭାବେ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।