ନାରୀଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ।
ଆମେ କହୁଛୁ ବାଲେଶ୍ୱରର ସେଇ ବୟସ୍କା ବୃଦ୍ଧାଙ୍କ କଥା । ଯାହାଙ୍କ ପେନସନ ଟଙ୍କା ଆସୁଥିବା ଆକାଉଣ୍ଟକୁ ୟୁକୋ ବ୍ୟାଙ୍କ ଅଚଳ କରିଦେଇଥିଲା । ସ୍ୱାମୀ ବଂଚିଥିବା ବେଳେ ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଲୁଥିଲା
ଭୁବନେଶ୍ୱରରେ ବିଶ୍ୱକର୍ମା ଭସାଣ ବେଳେ କୁଆଖାଇ ନଦୀରେ ଭାସିଯାଇ ନିଖୋଜ ଅଛନ୍ତି ସହଦନଗର ଶାନ୍ତିପଲ୍ଲୀ ବସ୍ତିର ଜଣେ ଯୁବକ ।
୧୭୪ ବଲ୍ରେ ଅପରାଜିତ ୩୬ ରନ୍, ତାହା ପୁଣି ଦିିନିକିଆ କ୍ରିକେଟ୍ ବିଶ୍ୱକପ୍ରେ। ଆଜିର ଆକ୍ରମଣାତ୍ମକ କ୍ରିକେଟ୍ରେ ନୂଆ ପିଢ଼ି ପାଇଁ ଏହା ବିଶ୍ୱାସଯୋଗ୍ୟ ନ ହେଲେ ବି କଥାଟି ସତ। ବିଶ୍ୱକପ୍ ଇତିହାସର ଏହା ସବୁଠାରୁ ଧୀମା ଇନିଂସ୍। କିମ୍ବଦନ୍ତୀ ବ୍ୟାଟର୍ ସୁନୀଲ ଗାଭାସ୍କରଙ୍କ ଉଲ୍ଲେଖନୀୟ କ୍ୟାରିଅର୍ ସହ ଯୋଡ଼ି ହୋଇରହିଛି ଏହି ଅଲୋଡ଼ା କୀର୍ତ୍ତି।
ସଂସ୍ଥା ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ବୈଜୟନ୍ତୀ । ସମସ୍ତ ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି । ଏହି ଋଣ ଜାଲିଆତି ଅଭିଯୋଗ ମାମଲାରେ ସମ୍ପାଦକ ସୌମ୍ୟ ପଟ୍ଟନାୟକ ଓ ବୈଜୟନ୍ତୀଙ୍କ ନାଁରେ ମାମଲା ହୋଇଛି ।
ଚତୁର୍ଥ ସ୍ତମ୍ଭ ଉପରେ ରାଜନୈତିକ ଅଭିସନ୍ଧି ରଖି ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ତାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସମୀର ।
ଗତ ରାତିରେ ମୂର୍ତ୍ତି ବିସର୍ଜନ ପାଇଁ ନଦୀ ଭିତରକୁ ୪ ଜଣ ଯାଇଥିବା ବେଳେ ୩ଜଣ ଫେରିଥିଲେ । କିନ୍ତୁ ପ୍ରଫୁଲ୍ଲ ଫେରି ନଥିଲେ । ରାତି ତମାମ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ବି ମିଳିନାହାନ୍ତି ପ୍ରଫୁଲ୍ଲ ।
ରହିବାକୁ ଘର ନାହିଁ । ଜୀବନ କଟୁଛି ଯାତ୍ରୀ ବିଶ୍ରମଗାରାରେ । ବୃଦ୍ଧ ଅବସ୍ଥାରେ ତାଙ୍କର ଯତ୍ନ ନେବାକୁ ନାହାନ୍ତି କେହି । ସିଧା ହୋଇ ଛିଡ଼ା ହେବାକୁ ବଳ ନାହିଁ ସତ ହେଲେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଜୀବନ ଯୁଦ୍ଧରେ ହାରିଯାଇନାହାନ୍ତି ସେ ।
ଗୋଟିଏ ଟ୍ରାକ୍ଟରରେ କିଛି ଛାତ୍ରଛାତ୍ରୀ ଗଣେଶଙ୍କ ଏକ ବଡ଼ ମୂର୍ତ୍ତି ନେଇ ଆସୁଥିଲେ । ବିଶ୍ୱବିଦ୍ୟାଳୟ ପରିସରରେ ୧୧ କେଭି ତାର ଲାଗିବାରୁ ଜଣେ ଛାତ୍ର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ।
ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ ସଂଖ୍ୟା ୧୯୩କୁ ବୃଦ୍ଧି..ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଯାଇଛି ସ୍ୱତନ୍ତ୍ର ଟିମ୍
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ, ମଙ୍ଗଳବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..
ରାଜ୍ୟରେ ୨୫ରୁ ଅଧିକ ସହରରେ ହେବ ରିଲିଜ୍..
ଆଜି ସକାଳେ ହଠାତ୍ ଭୁବନେଶ୍ୱର ନୀଳାଦ୍ରି ବିହାରସ୍ଥିତ ଇସାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ବଉଳ ଗଛ ଉପରୁ ଗୋଟେ ପରେ ଗୋଟେ ସାପ ଛୁଆ ତଳକୁ ପଡ଼ିବାରେ ଲାଗିଲା । ହଠାତ୍ ଏତେ ମାତ୍ରାରେ ସାପ ମନ୍ଦିରକୁ କେମିତି ଆସିଲେ ତାହାକୁ ନେଇ ଚହଳ ପଡ଼ିଗଲା । ଘଟଣା ଜଣାପଡିବା ପରେ ସାଙ୍ଗେସଙ୍ଗେ ମନ୍ଦିର କମିଟି ସମ୍ପାଦକ, ଚେୟାରମ୍ୟାନ ଆଦି ଘଟଣା ସ୍ଥଳକୁ ବାଉଁଶ ବାରିକେଡ କରି ବନ୍ଦ କରିଦେଲେ । ଭକ୍ତଙ୍କୁ ସେଇ ରାସ୍ତା ଦେଇ ଯିବା ପାଇଁ ବାରଣ କରାଗଲା ।
ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପରେ ପୂଜା ପାଉଛନ୍ତି..ପୂଜାମଣ୍ଡପ ଗୁଡିକୁ ଆକର୍ଷଣୀୟ ଢଙ୍ଗରେ ସଜ୍ଜାଯାଇଛି
ଆପଣମାନେ ହୁଏତ ଅନେକ ଗଣେଶଙ୍କ ଅଜବ ନାଁ ଶୁଣିଥିବେ। ଯେମିତି କି ଡ୍ୟାନ୍ସିଂ ଗଣେଶ, ବୁଢ଼ା ଗଣେଶ, ପେଟା ଗଣେଶ ଇତ୍ୟାଦି। ପୁରୀର ଏହି ଜାଗାରେ ଅଛନ୍ତି ଭଣ୍ଡ ଗଣେଶ। ଏହି ନାମକରଣର ରହସ୍ୟ କ’ଣ ଆସନ୍ତୁ ଜାଣିନେବା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କେନ୍ଦୁଝରରେ ସର୍ବାଧିକ ୬୨୭ ରୋଗୀ ଚିହ୍ନଟ । ଦୁଇ ଜିଲ୍ଲାକୁ ଗଲା ଜନସ୍ବାସ୍ଥ୍ୟ ବିଭାଗ ସ୍ପେଶାଲ ଟିମ୍ ।
ଭାଇ ନବୀନ ଓ ପ୍ରେମ ପଟ୍ଟନାୟକଙ୍କ ସହ ସମ୍ପର୍କୀୟ ସାମିଲ । ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ବିଭିନ୍ନ ଦଳର ନେତା ଓ ବ୍ୟକ୍ତି ।
ଶିଳ୍ପୀଙ୍କ ଦୀର୍ଘ ୧୫ ଦିନର ଅକ୍ଳାନ୍ତ ପରିଶ୍ରମରେ ତିଆରି ହୋଇଛି ଏହି ସୁନ୍ଦର ରୁଦ୍ରାକ୍ଷ ଗଣେଷ ମୂର୍ତ୍ତି । ମୂର୍ତ୍ତି ତିଆରି ପାଇଁ ପଶ୍ଚିମବଙ୍ଗରୁ ଆସିଥିଲେ କୁଶଳୀ କାରିଗର । କଲିକତାରୁ ଏସବୁ ରୁଦ୍ରାକ୍ଷକୁ ସଂଗ୍ରହ କରାଯାଇଥିବାବେଳେ କିଛି ପ୍ଲାଷ୍ଟିକର ରୁଦ୍ରାକ୍ଷ ମଧ୍ୟ ଏଥିରେ ବ୍ୟବହାର କରାଯାଇଛି ।
ଶିକ୍ଷକ ଆନ୍ଦୋଳନ ସହ ତେଜୁଛି ରାଜନୀତି । ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ବିରୋଧୀ ଦଳମାନେ ଶିକ୍ଷକଙ୍କ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରିବାକୁ ସଜବାଜ ହେଲେଣି ।
‘ସମ୍ବାଦ’ ଅଫିସ୍ରେ କ୍ରାଇମବ୍ରାଞ୍ଚ EOW ଟିମ୍ର ରେଡ୍ । HR ହେଡ୍ ବୈଜୟନ୍ତୀ କରଙ୍କୁ ଜେରା । ଆକାଉଣ୍ଟସ୍ ସେକ୍ସନରେ ବି ଖୋଳତାଡ଼ । ନିଜ କର୍ମଚାରୀଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ଲୋନ୍ ଠକେଇ ଅଭିଯୋଗ ମାମଲାରେ ସମ୍ବାଦ ଅଫିସ୍ରେ ଆଜି ଚଢାଉ କରିଛି କ୍ରାଇମବ୍ରାଞ୍ଚ EOW ଟିମ୍ ।
ପାଖେଇ ଆସୁଛି ଗଣେଷ ପୂଜା । ଗାଁ ଗାଁରେ, ଛକ ଛକରେ ପୂଜାକୁ ଜାକ ଯମକରେ କରିବାକୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଲାଣି । ହେଲେ ଏଥର ପ୍ଲାଷ୍ଟର ଅଫ୍ ଫ୍ୟାରିସ କି କସମେଟିକ୍ ରଙ୍ଗରେ ନୁହେଁ ବରଂ ମାଟିରେ ଏବଂ ପ୍ରାକୃତିକ ରଙ୍ଗରେ ମୂର୍ତ୍ତି ତିଆରି କରିବାକୁ ନିଆଯାଇଛି ନିଷ୍ପତ୍ତି । ସେଇଥି ଲାଗି ତ ସ୍କୁଲ ପରିସରରେ ତିଆରି ଚାଲିଛି ଏମିତି ପ୍ରସ୍ତୁତି ।
ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ ସୂଚନା ଦେଲେ ମହାସଂଘ ମହାସଚିବ ଚାରୁଲତା ମହାପାତ୍ର । ତେବେ କେଉଁ କାରଣରୁ ସଂଘ ଆନ୍ଦୋଳନ ସ୍ଥଗିତ ରଖିଛି ସେନେଇ ସୂଚନା ମିଳିପାରିନାହିଁ ।
ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଚାଂୟତ ବଡ ନୁଆଁପାଲି ଗାଁରେ ଏବେ କାରିଗରଙ୍କ ସମସ୍ୟା କହିନେ ନସରେ । ଏଠାରେ ସୁକ୍ଷ୍ମ ସୂତାର ନିଖୁଣ କାରିଗରୀରେ ସମ୍ବଲପୁରୀ ଶାଢୀ ଓ ଡ୍ରେସ କପଡା ତିଆରି କରୁଛନ୍ତି ହରିଜନ ସମ୍ପ୍ରଦାୟର ଲୋକେ
ସପ୍ତାହେରୁ ଅଧିକ ସମୟ ହେଲାଣି ନିଜ ଦାବି ପୂରଣ ଲାଗି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ତେଣୁ କେଉଁଠି ସ୍କୁଲରେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ତ କେଉଁଠି ପାଠପଢା ପୂରା ଠପ୍ ହୋଇଗଲାଣି । କେମିତି ପିଲାମାନେ ଭଲରେ ପାଠ ପଢିବେ ସେନେଇ ଖୋଦ୍ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ମିଟିଂ ହେବା ପରେ ଗାଁ ଲୋକ ହିଁ ପିଲାଙ୍କୁ ପଢାଇବାର ନିଷ୍ପତ୍ତି ନିଆଗଲା