/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726906928.jpg)
Amar preet Singh
ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ହେବେ ଏୟାର ମାର୍ଶଲ ଅମର ପ୍ରୀତ ସିଂହ । ବର୍ତ୍ତମାନ ସେ ବାୟୁସେନାରେ ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସେପ୍ଟେମ୍ବର ୩୦ ତାରିଖଠାରୁ ସେ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ଏୟାର ମାର୍ଶାଲ୍ ବିବେକ ରାମ ଚୌଧୁରୀ ବାୟୁସେନାର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ସେ ସେପ୍ଟେମ୍ବର ୩୦ରେ ଅବସର ନେବେ । ଏହାପରେ ସେହିଦିନ ଅପରାହ୍ଣରେ ବାୟୁସେନା ମୁଖ୍ୟ ଭାବେ ଭାର ଗ୍ରହଣ କରିବେ ଅମର ପ୍ରିତ୍ । ୧୯୮୪ରେ ବାୟୁସେନାରେ ପାଦ ଥାପିଥିବା ଅମର ପ୍ରିତ୍ ବର୍ତ୍ତମାନ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ୨୦୨୩ ଫେବୃୟାରୀରେ ସେ ଏହି ପଦ ଗ୍ରହଣ କରିଥିଲେ ।
Air Marshal Amar Preet Singh has been appointed as the next Chief of the Air Staff.
Air Marshal Amar Preet Singh, is presently serving as Vice Chief of the Air Staff, as the next Chief of the Air Staff, in the rank of Air Chief Marshal, with effect from the afternoon of… pic.twitter.com/YX9Jz03Z9b
— ANI (@ANI) September 21, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)