• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Volodymyr Zelenskyy

Putin
Putin: କେମିତି ଅଛି ରାଷ୍ଟ୍ରପତି ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ? କାହିଁକି ଲୁଚାଇବାର ଏମିତି ପରମ୍ପରା ରହିଛି ?

ପୁଟିନଙ୍କ ସୁରକ୍ଷା ହେଉ ବା ସ୍ୱାସ୍ଥ୍ୟାବସ୍ଥା, ସବୁବେଳେ ଏହାକୁ ନେଇ ଚର୍ଚ୍ଚା ହେଉଥାଏ । ସୋସିଆଲ ମିଡିଆରେ ଦୀର୍ଘଦିନ ଧରି ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଏବଂ ସେ ଅନେକ ପ୍ରକାର ରୋଗରେ ଆକ୍ରାନ୍ତ ବୋଲି ଖବର ଉଡି ବୁଲୁଛି । ଏବେ ପୁଣି ଖବର ମିଳିଛି ଯେ, ପୁଟିନ ପାର୍କିଂସନ ନାମକ ଏକ ନ୍ୟୁରୋଲୋଜିକାଲ ରୋଗରେ ପୀଡିତ । ତାଙ୍କୁ ନିକଟରେ ହାର୍ଟ ଆଟାକ ହୋଇଥିଲା ଏବଂ ଏକାଧିକ ପ୍ରକାର କ୍ୟାନ୍ସର ସହ ଲଢୁଛନ୍ତି । ପାଶ୍ଚାତ୍ୟ ମିଡିଆରେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏପରି ଅନେକ ଖବର ଶୁଣିବାକୁ ମିଳୁଛି ।

ଟ୍ରମ୍ପଙ୍କ ଧମକ
Russia- Ukraine War: ରୁଷ୍‌ର ପକ୍ଷ ନେଲେ ଆମେରିକା, ଭାରତ : ସଙ୍କଟରେ ୟୁକ୍ରେନ୍‌

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ୟୁକ୍ରେନର ସୈନିକଙ୍କୁ ହଟାଇବା ପାଇଁ ଏକ ପ୍ରମୁଖ ଗ୍ୟାସ୍ ପାଇପ୍ ଲାଇନ୍ ଦେଇ ରୁଷୀୟ କମାଣ୍ଡୋମାନେ ମାଇଲ ମାଇଲ ଅତିକ୍ରମ କରିଛନ୍ତି। ଫଳରେ ୟୁକ୍ରେନ ସେନାର ଅନେକ ଶିବିର ଛାରଖାର ହୋଇଯାଇଛି। ୧୪୦ରୁ ଅଧିକ ଦେଶ ରୁଷ୍‌ର ଆକ୍ରମଣକୁ ନିନ୍ଦା କରିବା ସହ ତୁରନ୍ତ ସେନା ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଯୁଦ୍ଧ କାହାପାଇଁ ବି ଭଲ ନୁହେଁ। ଏହା ଦ୍ବାରା ଅର୍ଥନୀତି ବିଗିଡ଼ିବା ସହିତ ଜନଜୀବନ ହାନି ଉଭୟ ରାଷ୍ଟ୍ରର ହେଉଛି।

Donald Trump Vs Zelenskyy
ହ୍ବାଇଟ୍ ହାଉସରେ ହାଇଡ୍ରାମା

ହ୍ବାଇଟ୍ ହାଉସରେ ହାଇଡ୍ରାମା । ଟ୍ରମ୍ପ-ଜେଲେନସ୍କି ପ୍ରବଳ ଯୁକ୍ତିତର୍କ। ଖଣିଜ ଚୁକ୍ତିରେ ସ୍ବାକ୍ଷର ପୂର୍ବରୁ । ଜେଲେନସ୍କି ଦାବି କଲେ ସୁରକ୍ଷା ଗ୍ୟାରେଣ୍ଟି। ଚିହିଁକି ଉଠି ଟ୍ରମ୍ପ କହିଲେ ଷ୍ଟୁପିଡ୍ ପ୍ରେସିଡେଣ୍ଟ। ବୈଠକ ଛାଡ଼ି ପଳେଇଲେ ଜେଲେନସ୍କି। ଅଧୁରା ରହିଗଲା ୟୁକ୍ରେନ୍-ଆମେରିକା ଖଣିଜ ଚୁକ୍ତି ।

Trump-Zelensky Fight
Trump-Zelensky Fight: ଟ୍ରମ୍ପ-ଜେଲେନସ୍କି ମଧ୍ୟରେ ଜୋରଦାର୍ ଯୁକ୍ତିତର୍କ, ଅନ୍ କ୍ୟାମେରା କାହିଁକି ହେଲା ଝଗଡ଼ା ?

ହ୍ୱାଇଟ୍ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟରେ ଜୋରଦାର୍ ଯୁକ୍ତିତର୍କ । ୟୁକ୍ରେନ-ଋଷିଆ ଯୁଦ୍ଧକୁ ନେଇ ମୁହାଁମୁହିଁ ହେଲେ ଦୁଇ ରାଷ୍ଟ୍ରପତି । ୟୁକ୍ରେନ ତୃତୀୟ ବିଶ୍ୱଯୁଦ୍ଧକୁ ଉସକାଉଛି ବୋଲି କହିଲେ ଟ୍ରମ୍ପ

Narendra Modi
ବନ୍ଦ ହେବ ଋଷ-ୟୁକ୍ରେନ୍‌ ଯୁଦ୍ଧ ! ଜେଲେନସ୍କିଙ୍କୁ ପୁଣି ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ଗତ ମାସକ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଏହା ଦ୍ବିତୀୟ ବୈଠକ । ଏହା ପୂର୍ବରୁ ମୋଦି ଗତ ଅଗଷ୍ଟ ୨୩ ତାରିଖରେ ୟୁକ୍ରେନ ଗସ୍ତରେ ଯାଇ ଜେଲେନସ୍କିଙ୍କୁ ଭେଟିଥିଲେ ।

UK PM Rishi Sunak offering barfi to Ukrainian President Volodymyr Zelenskyy
ଜେଲେନସ୍କିଙ୍କୁ ମାଆଙ୍କ ହାତ ତିଆରି ବର୍ଫି ଖୁଆଇଲେ UK ପ୍ରଧାନମନ୍ତ୍ରୀ

ଭାରତୀୟ ‘ବର୍ଫି‌’ର ମଜା ନେଲେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି । ତାହାକୁ ପୁଣି ପ୍ରସ୍ତୁତ କରିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମା’ ।

Ukrainian president Volodymyr Zelenskyy
ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଠିକଣାର ଖୁଲାସା : ବଙ୍କର ଭିତରେ ଅଛନ୍ତି ଜେଲେନସ୍କି, ପ୍ରଭାବ ପକାଇ ପାରିବନି ପରମାଣୁ ଆକ୍ରମଣ

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଜାରି ରହିଥିବା ବେଳେ ଋଷିଆ କ୍ରମାଗତ ଭାବରେ ଦାବି କରୁଛି, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶ ଛାଡି ପୋଲାଣ୍ଡକୁ ପଳାୟଳ କରିଛନ୍ତି । ଅନ୍ୟପଟେ ଜେଲେନସ୍କି ଏକଥାକୁ ଖଣ୍ଡନ କରିବା ସହ ୟୁକ୍ରେନରେ ଥିବା କଥା କହିଛନ୍ତି