• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Sandeshkhali Violence
ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା, ପୋଲିସ ମହିଳା ମୁହାଁମୁହିଁ

ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା । ସନ୍ଦେଶଖାଲିରେ ଟିଏମସି କର୍ମୀ ମାନେ ବିଜେପି ନେତା ଓ କର୍ମୀଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Delhi Water Crisis
ଖରା ସାଧୁଛି ଦାଉ; ପାଣି ପାଇଁ ଡହଳବିକଳ ଲୋକେ, ଦିଲ୍ଲୀରେ ପରିସ୍ଥିତି ଜଟିଳ

ଦିଲ୍ଲୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ପାଣି ସମସ୍ୟା । ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ ।

Gold Price Today
Gold Price Today 3rd June 2024: ସୁନା ଦରରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ କେତେ ଅଛି ଦାମ୍

ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦର ପରିବର୍ତ୍ତନ ଅଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Stock Market
ସେୟାର ମାର୍କେଟର ବଡ଼ ଲମ୍ପ, ଏକ୍ଜିଟ୍ ପୋଲ୍ ପରେ ରେକର୍ଡ ସ୍ତରରେ ବଜାର ଉତ୍ସାହ

ମାର୍କେଟ ଖୋଲା ହେବା ପରେ ସେନସେକ୍ସରେ ଆଜି ୨୫୦୦ ପଏଣ୍ଟ ବୃଦ୍ଧି ଘଟିଛି । ଏହା ସହ ନିଫ୍ଟି୫୦ ମଧ୍ୟ ନିଜର ରେକର୍ଡ ଭାଙ୍ଗିଛି । ଏହା ଗତ ଚାରି ବର୍ଷ ମଧ୍ୟରେ ସବୁଠାରୁ ବଡ ଲମ୍ପ ମାରିଛି ।

Andhra Pradesh EXIT POLL
ଆଶ୍ଚର୍ଯ୍ୟ କଲା ଆନ୍ଧ୍ରର EXIT POLL, NDAକୁ ୯୮ରୁ ୧୨୦, YSRCPକୁ ୫୫ରୁ ୫୭ ସିଟ୍

ଏନଡିଏ ମେଣ୍ଟରେ ଥିବା ଦଳ ମାନଙ୍କ ପ୍ରଦର୍ଶନକୁ ଦେଖିଲେ ବିଜେପି ସପକ୍ଷରେ ୪ରୁ ୬ ସିଟ୍ ଯାଉଥିଲା ବେଳେ ଟିଡିପିକୁ ୭୮ରୁ ୯୬, ଜେଏସପି ୧୬ରୁ ୧୮ ସିଟ୍ ପାଇବାର ସମ୍ଭାବନା ଥିବା କୁହାଯାଇଛି। 

Narendra Modi
ଦିଲ୍ଲୀରେ ମୋଦିଙ୍କ ମାରାଥନ୍‌ ମିଟିଂ, ଆଗାମୀ ସରକାରର ୧୦୦ ଦିନର ଏଜେଣ୍ଡା ନେଇ ସମୀକ୍ଷା

ଗତ ସପ୍ତାହରେ ବାତ୍ୟା ‘ରେମାଲ’ ପଶ୍ଚିମବଙ୍ଗ ଓ ଉତ୍ତରପୂର୍ବ ଭାରତର ଅନେକ ଅଞ୍ଚଳରେ କ୍ଷୟକ୍ଷତି ସୃଷ୍ଟି କରିଥିଲା। ଏହାର ଥଇଥାନ ଓ ଉଦ୍ଧାରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।

Arunachal Pradesh
ଅରୁଣାଚଳରେ ବିଜେପିକୁ ବହୁମତ, ୬୦ ଆସନରୁ ୪୬ଟି ଜିତିଲା ବିଜେପି

ବିଜେପି ବ୍ୟତୀତ ଅରୁଣାଚଳ ପ୍ରଦେଶରେ NPEP ୫ଟି ସିଟ୍‌, NCP ୩ଟି ସିଟ୍‌, PPA ୨ଟି ସିଟ୍‌, କଂଗ୍ରେସ ଗୋଟିଏ ଏବଂ ୩ଟି ଆସନରେ ସ୍ୱାଧିନ ବିଧାୟକ ବାଜି ମାତ କରିଛନ୍ତି ।

BJP
ଦକ୍ଷିଣ ଭାରତରେ ଏଣ୍ଟ୍ରି ମାରିବ ବିଜେପି ! ତାମିଲନାଡ଼ୁ ଓ କେରଳରେ ଖୋଲିପାରେ ଖାତା

ତାମିଲନାଡ଼ୁ, କେରଳରେ ଏଥର ପ୍ରବେଶ କରିବ କି ପଦ୍ମ ଦଳ । କାରଣ ଏଥର ଏକଜିଟ୍ ପୋଲ୍‌ରେ ବିଜେପି କିଛି ମ୍ୟାଜିକ୍ କରୁଥିବା ଦେଖିବାକୁ ମିଳିଛି ।

Election
ପଶ୍ଚିମବଙ୍ଗ ନଦିଆରେ ନିର୍ବାଚନୀ ହିଂସା, TMC କର୍ମୀଙ୍କ ଆକ୍ରମଣରେ BJP କର୍ମୀଙ୍କ ମୃତ୍ୟୁ!

ପଶ୍ଚିମବଙ୍ଗ ନଦିଆରେ ନିର୍ବାଚନୀ ହିଂସା । ଟିଏମସି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ହଫିଜୁଲ ଶେଖଙ୍କ ମୃତ୍ୟୁ ଅଭିଯୋଗ । ଗତକାଲି ଶେଷ ପର୍ଯ୍ୟୟ ଭୋଟ ଥିବା ବେଳେ ଦୁର୍ବୃତ୍ତ ମାନେ ହଫିଜୁଲଙ୍କୁ ହତ୍ୟା କରିବା ସହ ତାଙ୍କୁ ମୁଣ୍ଡଗଣ୍ଡି ଅଲଗା କରିଦେଇଛନ୍ତି ।

Gold Price Today
Gold Price Today 2nd June 2024: କମିଲା ସୁନାର ଦର, ଜାଣନ୍ତୁ କେତେ?

ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦର ପରିବର୍ତ୍ତନ ଅଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Narendra Modi
ବିବେକାନନ୍ଦ ରକ୍‌କୁ ଆସି ମୋତେ ଅଦ୍ଭୁତ-ଅଲୌକିକ ଉର୍ଜାର ଅନୁଭବ ହେଲା: ପ୍ରଧାନମନ୍ତ୍ରୀ ମୋଦି

କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ଧ୍ୟାନ ସଂପୂର୍ଣ୍ଣ ହେବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଲିଖିତ ବାର୍ତ୍ତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Election
ସରିଲା ନିର୍ବାଚନ; ନଡ୍ଡା-ଖଡ଼ଗେ କଥା କଟାକଟି, ଆମେ ଜିତିବୁ ଏତିକି ସିଟ୍...

ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ସରିବା ପରେ ନଡ୍ଡାଙ୍କ ବଡ଼ ଦାବି । NDA ୪ଶହ ପାର୍ ସହ ବିଜେପି ଏକାକୀ ୩୭୦ ସିଟ୍ ଅତିକ୍ରମ କରିଯିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

Exit Poll 2024
Exit Poll 2024: ସର୍ଭେ କହୁଛି ତୃତୀୟ ଥର ମୋଦି ସରକାର, ରାଜ୍ୟରେ ୧୫-୧୭ ସିଟ୍‌

୭ମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ସହ ୮ ହଜାରରୁ ଅଧିକଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହୋଇଥିବା ବେଳେ ଆଜି ମେ’ ୧ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟିଂ ହୋଇଛି। ଭୋଟିଂ ଶେଷ ହୋଇଥିବା ବେଳେ ଆସନ୍ତା ୪ ତାରିଖରେ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ।

Election
ଭୋଟ୍ ଦେବା ନିଶା... ଆଗେ ଦେଲେ ଭୋଟ୍, ପଛରେ ପଡ଼ିଲା ମାଆଙ୍କ ଶବ ସତ୍କାର

ନିଜ ମାଆଙ୍କର ଦେହାନ୍ତ ହେବା ସତ୍ତ୍ୱେ ସେ ପ୍ରଥମେ ଦେଶ ପାଇଁ କର୍ତ୍ତବ୍ୟ ପାଳନ କରିବାକୁ ଉଚିତ୍ ମଣିଛନ୍ତି । ଗୋଟେ ମାଆର ପୁଅ ହେବା ଠାରୁ ଅଧିକ ସେ ଭାରତ ମାଆର ପୁଅ ହେବାକୁ ପସନ୍ଦ କରିଛନ୍ତି ।

Narendra Modi
ଶେଷ ହେଲା ତପସ୍ୟା, ୪୫ ଘଣ୍ଟା ପରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ

ସମାପ୍ତ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତପସ୍ୟା । ଆଜି ତାମିଲନାଡ଼ୁର କନ୍ୟାକୁମାରୀର ଶାନ୍ତ ଉପକୂଳରେ ୪୫ ଘଣ୍ଟା ପରେ ଧ୍ୟାନ ସମାପ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।

Know the salary of SPG Commando
ମୋଦିଙ୍କ ଅଙ୍ଗରକ୍ଷୀଙ୍କ ଦରମା

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଛାଇ ହୋଇ ରହିଥିବା ଅଙ୍ଗରକ୍ଷୀମାନଙ୍କୁ ଆପଣ ଦେଖିଥିବେ। ଯାହାଙ୍କ ସୁରକ୍ଷାକୁ ଭେଦ କରିବା ସମ୍ପୁର୍ଣ୍ଣ ଅସମ୍ଭବ। ଆଖିରେ କଳା ଚଷମା ସାଙ୍ଗକୁ ହାତରେ ବ୍ରିଫକେସ୍। ହେଲେ କେବେ ଭାବିଛନ୍ତି ଏମାନଙ୍କୁ କେତେ ଦରମା ମିଳେ ? ଶୁଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ।

SP Umaria
୮ ମାସର ଗର୍ଭବତୀ SP, ହେଲେ ଶାନ୍ତିରେ ନିର୍ବାଚନ ପାଇଁ କରୁଛନ୍ତି ଡ୍ୟୁଟି

କେବଳ ସେତିକି ନୁହେଁ ଅପରାଧିଙ୍କ ଉପରେ ମଧ୍ୟ ରହିଛି ତାଙ୍କର କଡ଼ା ନଜର। କାମ ଆଗରେ ତାଙ୍କ ପାଇଁ ତୁଚ୍ଛ ହୋଇପଡିଛି ତାଙ୍କ ଗର୍ଭାବସ୍ଥା।

Gas Price Reduced
ଶେଷ ପର୍ଯ୍ୟାୟ ବେଳେ ଲୋକଙ୍କୁ ବଡ଼ ଉପହାର, କମିଲା LPG ଦର

ମୁମ୍ବାଇରେ ପୂର୍ବରୁ କମର୍ସିଆଲ ଏଲପିଜି ସିଲିଣ୍ଡର ୧୬୯୮.୫୦ ଟଙ୍କାରେ ବିକ୍ରି ହେଉଥିଲା, ଯାହା ବର୍ତ୍ତମାନ ୧୬୨୯ ଟଙ୍କାରେ ଉପଲବ୍ଧ ହେବ। ଚେନ୍ନାଇରେ ୧୯୧୧ ଟଙ୍କାରେ ବିକ୍ରି ହୋଇଥିବା ସିଲିଣ୍ଡରର ମୂଲ୍ୟ ୧୮୪୦.୫୦ ଟଙ୍କାକୁ ଖସି ଆସିଛି।

  • Saturday, 01 June 2024
  • LPG
 Lok Sabha Secretariat Ready to Welcome MPs
ନୂଆ ସାଂସଦଙ୍କୁ କିପରି କରାଯିବ ସ୍ୱାଗତ, ଲୋକସଭା ସେକ୍ରେଟାରିଏଟ୍‌ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି

୧୮ତମ ଲୋକସଭା ସଦସ୍ୟଙ୍କ ପଞ୍ଜୀକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଲୋକସଭା ସେକ୍ରେଟାରିଏଟ୍ ।

PM Modi
ଧ୍ୟାନ ମୁଦ୍ରାରେ ନରେନ୍ଦ୍ର

କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଧ୍ୟାନକୁ ପ୍ରାୟ ୨୪ ଘଣ୍ଟା ପୂରିବ । ମୋଟ ୪୫ ଘଣ୍ଟା ବିନା କୌଣସି ଆହାରରେ ମୌନବ୍ରତ ଧାରଣ କରି ଧ୍ୟାନରେ ବିତାଇବେ ମୋଦି । ଆସନ୍ତାକାଲି ଏହା ସଂପୂର୍ଣ୍ଣ ହେବ ।

PM Modi
ଧ୍ୟାନ ମୁଦ୍ରାରେ ନରେନ୍ଦ୍ର; କରୁଛନ୍ତି ତପସ୍ୟା, ପିଉଛନ୍ତି ତରଳ ପଦାର୍ଥ

କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଧ୍ୟାନକୁ ପ୍ରାୟ ୨୪ ଘଣ୍ଟା ପୂରିବ । ମୋଟ ୪୫ ଘଣ୍ଟା ବିନା କୌଣସି ଆହାରରେ ମୌନବ୍ରତ ଧାରଣ କରି ଧ୍ୟାନରେ ବିତାଇବେ ମୋଦି । ଆସନ୍ତାକାଲି ଏହା ସଂପୂର୍ଣ୍ଣ ହେବ ।

Delhi Police
ଦିଲ୍ଲୀ ପୋଲିସକୁ ମିଳିଲା ବଡ଼ କାମ! ନିଜ ପାଇଁ ଗାର୍ଲଫ୍ରେଣ୍ତ୍ ଖୋଜିବାକୁ ଯୁବକ କଲେ ଅନୁରୋଧ

ମୋର ଗାର୍ଲଫ୍ରେଣ୍ତ୍ କେବେ ଖୋଜି ଦେବ । ଜଣେ X ୟୁଜର୍ସକାରୀ ଅତି ମଜାଳିଆ ଢଙ୍ଗରେ ଦିଲ୍ଲୀ ପୋଲିସକୁ X ରେ ଟ୍ୟାଗ୍ କରି ପଚାରିଛନ୍ତି ମୋ ପାଇଁ ଗାର୍ଲଫ୍ରେଣ୍ତ୍ କେବେ ଖୋଜି ଦେବ ।

Gratuity
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ବଢ଼ିବ ଗ୍ରାଚୁଇଟି...

ସମାନ ଘୋଷଣା ପୂର୍ବରୁ ୨୦୨୪ ଏପ୍ରିଲ ୩୦ରେ କରାଯାଇଥିଲା। କିନ୍ତୁ ମେ’ ୭ରେ ଏହାକୁ ଅସ୍ଥାୟୀ ରୂପ ବନ୍ଦ କରି ଦିଆଯାଇଥିଲା। ହେଲେ ଏବେ ପୁଣିଥରେ ନୂଆ ନିୟମ ଲାଗୁ କରାଯିବ ବୋଲି କୁହାଯାଇଛି।

Heat Wave
ଦିଲ୍ଲୀରେ ୫୨ଂ ଟପିଛି, ନାଗପୁରରେ ଏବେ ୫୬ଂ, ତାତିରେ ମଲେଣି ୫୪..!

ଦିଲ୍ଲୀରେ ଆଜି ଦିନ ସାଢ଼େ ୨ଟା ସୁଦ୍ଧା ତାପମାତ୍ରା ୫୨.୯ ଡିଗ୍ରୀରେ ପହଞ୍ଚିଥିବା ବେଳେ ନାଗପୁରରେ ୫୬ ଡିଗ୍ରୀ ପହଞ୍ଚିଛି । ଏଠାରେ ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି । ଅତି ଜରୁରୀ ନଥିଲେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଅମଙ୍ଗ ହେଉଛନ୍ତି । ଏମିତିକି ଏକ ପ୍ରକାର ଡରୁଛନ୍ତି । କାରଣ ଖରାରେ ସନ୍‌ସ୍ଟ୍ରୋକ୍‌ର ମାତ୍ରା ବି ବଢ଼ିବାରେ ଲାଗିଛି । 

Gold- RBI
ବଡ଼ ନିଷ୍ପତ୍ତି: ବିଦେଶରୁ ସୁନା ଫେରାଇ ଆଣୁଛି RBI, ଆସିଲା ଲକ୍ଷେ କେଜି...!

୧୯୯୧ ପରେ ପ୍ରଥମ ଥର ପାଇଁ ଭାରତ ଏଭଳି ଏକ ବଡ଼ ପଦକ୍ଷେପ ନେଇଛି । ୧୯୯୧ ପରେ ଏତେ ପରିମାଣର ସୁନା କେବେ ଭାରତକୁ ଆଣାଯାଇନଥିଲା।