ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରାଯାଇଛି
ବଢିଲା ସୁନା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୭୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୦୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୭୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
୨୦୨୨ରେ ଇସ୍ରୋର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି ସ୍ମଲ ସାଟେଲାଇଟ ଲଞ୍ଚ ଭେହିକିଲର । ପ୍ରଥମ ଉତକ୍ଷେପଣ କ୍ଷୁଦ୍ର ସାଟେଲାଇଟଗୁଡିକୁ ଲଞ୍ଚ କରିବା ଲାଗି ଏହି ରକଟର ସହାୟତା ନିଆଯିବ
ବିଧାନ ପରିଷଦ ଗଠନ ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଆସିନଥିବା କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରନ ରିଜିଜୁ କହିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ହିଜାବ୍ ମାମଲାରେ ତ୍ୱରିତ ଶୁଣାଣି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଉଚିତ୍ ସମୟରେ ମାମଲାର ଶୁଣାଣି ହେବ ବୋଲି ରୋକଠୋକ୍ କହିଛନ୍ତି ସବୋର୍ଚ୍ଚ ଅଦାଲତ ।
ସେହିପରି ଭାରତୀୟଙ୍କ ଭାବନାକୁ ଆଘାତ ପହଞ୍ଚିଥିବାରୁ ଏସବୁ କଂପାନୀ ନିସର୍ତ୍ତ କ୍ଷମା ମାଗିଛନ୍ତି । ତେବେ ଏହାସତ୍ତ୍ୱେ ବି ଥମିନି କ୍ରୋଧ । ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ଏସବୁ କଂପାନୀଙ୍କୁ ପାନେ ଚଖାଇବାକୁ ଆରମ୍ଭ ହୋଇଛି ଅଭିଯାନ ।
ତାମିଲନାଡୁର ମାଲାୟାଲାମେଡୁ ନିବାସୀ ଅରବିନ୍ଦ ପେରୁମାଲ । ସେ ପ୍ରଥମ ଜଣେ କୃଷକ ଥିଲେ । ପରିବାର ଚଳାଇବା ପାଇଁ କ୍ଷେତରେ ଦିନରାତି କାମ କରୁଥିଲେ । ହେଲେ ଚାଷ କରିବା ଭିତରେ ପାଠପଢ଼ା ଜାରି ରଖିଥିଲେ
୨୦୧୯ରେ ଦେଶରେ ସାଇବର ଅପରାଧ ୩. ୩ ପ୍ରତିଶତ ଥିବାବେଳେ ୨୦୨୦ରେ ଏହା ୩.୭କୁ ବୃଦ୍ଧି ପାଇଛି । ଏହି ସମସ୍ତ ମାମଲାରୁ ମୋଟ ୬୦.୨ ପ୍ରତିଶତ ମାମଲା ଠକେଇ ସମ୍ପର୍କିତ ବୋଲି ଜଣାପଡ଼ିଛି
ଧସିଗଲା ଆପାର୍ଟମେଣ୍ଟ ଛାତ । ଦିଲ୍ଲୀ ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟର ୬ ମହଲା ଛାତ ଧସି ଯାଇଛି । ଫଳରେ ଘଟଣାସ୍ଥଳରେ ଦୁଇ ଜଣକଙ୍କ ମୃତ୍ୟୁ ହୋଇଛି ।ଏହାସହ କିଛି ବ୍ୟକ୍ତି କଙ୍କ୍ରିଟ୍ ଅତଡ଼ା ତଳେ ଧସି ହୋଇ ରହିଥିବା ଅନୁମାନ କରାଯାଉଛି ।
ସବୁ ମୋବାଇଲ ଉପଭୋକ୍ତାଙ୍କ ପାଇଁ ଶସ୍ତା ଯୁଗ ଶେଷ ହେବାକୁ ଆଉ ମାତ୍ର କେଇଟା ଦିନ ରହିଲା ବାକି। ସମସ୍ତ ଉପରେ ପଡିବ ମହଙ୍ଗା ମାଡ। ପୁଣି ବଢିବ ମୋବାଇଲ୍ ରିଚାର୍ଜ ଦର। ଏମିତି କହିଲେ...
ଆଜିକାଲି ସମସ୍ତେ କୁକୁର ପ୍ରେମରେ ପଡିଛନ୍ତି । ହେଲେ ଏ ଯୁବତୀ ଜଣକ କୁକୁର ବଦଳରେ କଅଁଳା ବାଛୁରୀକୁ ଆଦରି ନେଇଛନ୍ତି। କାରରେ ବସାଇ ବୁଲାଉଛନ୍ତି ସହର ସହର...
ଜନଧନ ଆକାଉଣ୍ଟରେ ଜମା ହେଲା ୧୫ ଲକ୍ଷ, ଖୁସି ହୋଇ ଘର କରିଦେଲେ ହିତାଧିକାରୀ। କିନ୍ତୁ ପରେ ବ୍ୟାଙ୍କ ଅଫିସର ଆସି ଘରେ ପହଞ୍ଚିଲେ, କହିଲେ ଆକାଉଣ୍ଟରେ ଆସିଥିବା ୧୫ ଲକ୍ଷ ଦିଅ। ଆଉ ତା’ପରେ ଦେଖନ୍ତୁ ହେଲା କ’ଣ?
ବିଶ୍ୱରେ ରେକର୍ଡ କରୁଛି କାଚା ବାଦାମ ଗୀତ। ସୋସିଆଲ ମିଡିଆରୁ ମୋବାଇଲ ରିଂ ଟ୍ୟୁନ ସବୁଠି ରାଜ କରୁଛି ଏ ଗୀତଟି। ହେଲେ ଏ ଗୀତ ପଛର ଦୁଃଖ ଜାଣିଲେ ଆପଣ ବି ଦୁଃଖ ଅନୁଭବ କରିବେ। କାଚା ବାଦାମ ଗୀତର ମୂଳ ଗୀତିକାର ଭୁବନ ବାଦ୍ୟକର ଆଜିବି ଆଗଭଳି ଗାଁ ଗାଁ ବୁଲି ବାଦାମ ବିକି ଚଳୁଛନ୍ତି...
ଶିକ୍ଷାନୁଷ୍ଠାନରେ ହିଜାବକୁ ବ୍ୟାନ କରିବା ସହ ଏକପ୍ରକାର ୟୁନିଫର୍ମ ପିନ୍ଧିବା ଲାଗି ନିର୍ଦ୍ଦେଶନାମା ଜାରି କରିଥିଲେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ସମାନତା ରକ୍ଷା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ତରଫରୁ କୁହାଯାଇଥିଲା ।
ମାୟାଙ୍କ ପରି ସ୍ୱାସ୍ଥ୍ୟକର୍ମୀଙ୍କୁ ଶତ ଶତ ପ୍ରଣାମ । ବିନା ଛୁଟିରେ ସେ ଏକ ବର୍ଷ ପାଇଁ କାମ କରିଛନ୍ତି ।
ପୁଣି ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୫୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୬୬୦ ଟଙ୍କା ରହିଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୫୬୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ମହାରାଷ୍ଟ୍ର ଔରଙ୍ଗାବାଦ ଜିଲ୍ଲା ପୈଠକ ଗ୍ରାମର ଜ୍ଞାନେଶ୍ୱର ଓଟେ । ବ୍ୟାଙ୍କ୍ ଅଫ୍ ବରୋଦାରେ ତାଙ୍କର ଜନଧନ ଖାତା ରହିଛି । ୨୦୨୧ ଅଗଷ୍ଟ ୧୭ ତାରିଖରେ ତାଙ୍କ ଜନଧନ ଆକାଉଣ୍ଟ କୁ ୧୫ ଲକ୍ଷ ୩୪ ହଜାର ୬୨୪ ଟଙ୍କା ଆସିଥିଲା । ଏତେ ଟଙ୍କା ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହୋଇଯାଇଥିଲେ
ଆଗ ଭୋଟ୍ ତା ପରେ ବୋହୂ । ଉତ୍ତରପ୍ରଦେଶର ମୁଜଫରନଗରରେ ବର ବେଶରେ ଆଜି ଭୋଟ୍ ଦେଇଛନ୍ତି ଜଣେ ଯୁବକ ଅଙ୍କୁର ବଲିଆନ୍ ।
ପଦ୍ମ ଧରିଲେ ରେସଲର୍ ଦି ଗ୍ରେଟ୍ ଖଲି ।
ମାର୍କେଟ୍କୁ ସର୍ପ୍ରାଇଜ୍ ଦେଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI)। ଆଜି ଘୋଷିତ ହୋଇଥିବା ମୁଦ୍ରାନୀତିରେ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟ୍କୁ ଅପରିବର୍ତ୍ତିତ ରଖାଯାଇଛି।
୨୦୧୮-୨୦୨୦ ମଧ୍ୟରେ ଋଣବୋଝ ଓ ବେକାରୀ ସମସ୍ୟା ପାଇଁ ୨୫,୦୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଚାଲିବ।
ଉତ୍ତର ପ୍ରଦେଶର ଉଦାହରଣ ଦେଇ ମୋଦି କହିଛନ୍ତି ଯେ, ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ରାଜ୍ୟରେ ଗୁଣ୍ଡାରାଜ ଖତମ୍ ହେବା ସହ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି ।
କର୍ଣ୍ଣାଟକରେ ତେଜିଲା ହିଜାବ ବିବାଦ। ଉଡ଼ୁପି ମହାତ୍ମା ଗାନ୍ଧି କଲେଜରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ପରିସ୍ଥିତି ଏପରି ହୋଇଥିଲା କି, ଗୋଟିଏ ଗୋଷ୍ଠୀ ହିଜାବରେ ଅନ୍ୟ ଏକ ଗୋଷ୍ଠୀ ଗେରୁଆ ଟୋପି ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ସକାଳୁ କଲେଜର ଛାତ୍ରୀ ପୂର୍ବ ଭଳି ହିଜାବ୍ ପିନ୍ଧି ଆସିଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ଅନ୍ୟ ଛାତ୍ରଛାତ୍ରୀ।
ନଗ୍ନ ଶରୀର, ସିଗାରେଟ୍ରେ ଜଳାଯାଇଥିବା ଚିହ୍ନ, ନଖ ସାହାଯ୍ୟରେ ତଡ଼ା ଯାଇଛି ଆଖି, ବେକ ପାଖରେ ରହିଛି ଜୋତା ଚିହ୍ନ...ଉତ୍ତରପ୍ରଦେଶ କାନପୁରରେ ୧୦ ବର୍ଷୀୟ ଶିଶୁର ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।