• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Up Election 2022

Uttar Pradesh Assembly election
ବିଜେପିର ଜିତାପଟ୍, ବିରୋଧୀ କ୍ୟାମ୍ପରେ ଝଡ଼ : ଉତ୍ତରପ୍ରଦେଶ ରାଜନୀତିରେ ଆରମ୍ଭ କାଦୁଅ ଫିଙ୍ଗା

ଚଳିତ ନିର୍ବାଚନରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟିକୁ ୧୨.୮ ପ୍ରତିଶତ ଭୋଟ ମିଳିଥିବା ବେଳେ ଦଳ ଗୋଟିଏ ମାତ୍ର ଆସନ ଜିତିବାରେ ସଫଳ ହୋଇଛି । ଅନ୍ୟପକ୍ଷରେ ଓୱେସୀଙ୍କ ଏଆଇଏମଆଇଏମ ୦.୪୯ ପ୍ରତିଶତ ଭୋଟ ପାଇଥିବା ବେଳେ କୌଣସି ସିଟ୍ ଜିତି ପାରିନାହିଁ ।

akhilesh-yadav
ପରାଜୟ ପରେ ଅଖିଳେଶଙ୍କ ବଡ଼ ବୟାନ ! କହିଲେ ବିଜେପି ଖସୁଛି, ସପା ବଢ଼ୁଛି

ବିଜେପିର ସିଟ୍ ତଳକୁ ଖସାଇ ହେବ, ତାହା ଆମେ କରି ଦେଖାଇଛୁ । ଆଗକୁ ଏହା ଆହୁରି ଜାରି ରହିବ । ଗତ ଥର ଅପେକ୍ଷା ଆସନ ସଂଖ୍ୟା ବୃଦ୍ଧି ପାଇବା ଓ ଭୋଟ୍ ହାର ବୃଦ୍ଧି ପାଇଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଲେ ଅଖିଳେଶ । 

PM Modi
ବିଜୟ ଚୌକା ସହ ମାର୍ଚ୍ଚ ୧୦ରୁ ହୋଲି ପାଳନ ଆରମ୍ଭ ହୋଇଛି: ମୋଦି

ପ୍ରଥମ ଥର ପାଇଁ ୟୁପିରେ ଜଣେ ୫ ବର୍ଷ ପୂରଣ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଜନାଦେଶ ହୋଇଛି। ଉତ୍ତରାଖଣ୍ଡରେ ପ୍ରଥମ ଥର ପାଇଁ କୌଣସି ଏକ ଦଳକୁ ପୁଣି ସମର୍ଥନ ମିଳିଛି। ଆମର ବିଜୟରେ ମା ଓ ଭଉଣୀଙ୍କ ଅବଦାନ ବହୁତ ବେଶି ରହିଛି।

Exit Poll
ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର କେଉଁଠି କିଏ ଗଢ଼ିବ ସରକାର ?

ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର କେଉଁଠି କିଏ ଗଢ଼ିବ ସରକାର ? ଏନେଇ ରାଜ୍ୟ ଗୁଡ଼ିକରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟର ବି ଉତ୍ସବର ମାହୋଲ ।

Exit Poll
ୟୁପି-ପଞ୍ଜାବ-ଉତ୍ତରାଖଣ୍ଡ-ଗୋଆ-ମଣିପୁର କେଉଁଠି କିଏ ଗଢ଼ିବ ସରକାର ? ବିଜେପି ଶିବିରରେ ଉତ୍ସବର ମାହୋଲ

ପଞ୍ଜାବରେ ମଧ୍ୟ ଆମ୍ ଆଦ୍‌ମୀ ପାର୍ଟି ଐତିହାସିକ ବିଜୟ ହାସଲ କରୁଥିବା ନେଇ ସବୁ ଏକ୍‌ଜିଟ୍ ପୋଲ୍‌ର ଆକଳନକୁ ନେଇ ବେଶ୍ ଉତ୍ସାହିତ ଦଳ ।  ହେଲେ ୟୁପିରେ ଇଭିଏମ୍ ଗଡ଼ବଡ଼ି ନେଇ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବଙ୍କ ଅଭିଯୋଗ ପରେ ତେଜିଛି ରାଜନୀତି ।

Exit Poll
୫ ରାଜ୍ୟର ଏକଜିଟ୍ ପୋଲ, ବିଜେପି ସପକ୍ଷରେ

ୟୁପିରେ ପୁଣି ଫୁଟିବ କି ପଦ୍ମ ? ରାଜ୍ୟବାସୀଙ୍କ ପାଇଁ ଆଉଥରେ ଉପଯୋଗୀ ହେବେ କି ମୁଖ୍ୟମନ୍ତ୍ରୀ ଯୋଗୀ ? ୫ ରାଜ୍ୟ ନିର୍ବାଚନ ଫଳାଫଳ ପୂର୍ବରୁ ଅଧିକାଂଶ ଏକଜିଟ୍ ପୋଲ ସଂସ୍ଥାର ଆକଳନ ବିଜେପି ସପକ୍ଷରେ ଯିବାରୁ ଉତ୍ସାହରେ ପଦ୍ମ ଦଳ ।

Yogi Adityanath
ପାକିସ୍ତାନ ମିଡିଆରେ ଯୋଗୀଙ୍କୁ ନେଇ ଚର୍ଚ୍ଚା: ଆଖି ମୋଦିଙ୍କ ଉପରେ

ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ଚାଲିଛି। ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ଉପରେ ପାକିସ୍ତାନୀ ମିଡିଆର ନଜର ରହିଛି। ପାକିସ୍ତାନର ଅନେକ ଖବରକାଗଜରେ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ରିପୋର୍ଟ ପ୍ରକାଶ ପାଇଛି। 

vote box
ୟୁପିରେ ଅନ୍ତିମ ପର୍ଯ୍ୟାୟ ମତଦାନ : ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଉପରେ ନଜର

ମୋଟ୍ ୯ଟି ଜିଲ୍ଲାର ୫୪ଟି ଆସନରେ ଆଜି ସକାଳୁ ଭୋଟ୍ ଗ୍ରହଣ ହେଉଛି ।

UP Election 2022
କାଲି ୟୁପିରେ ହାଇଭୋଲଟେଜ୍‌ ଫାଇଟ୍‌: ବାରାଣସୀ ନିର୍ବାଚନମଣ୍ଡଳୀ ଉପରେ ରହିଛି କଡ଼ା ନଜର

୨୦୧୭ ନିର୍ବାଚନରେ ବାରାଣସୀ ଲୋକସଭା ଆସନ ଅଧିନରେ ଥିବା ସମସ୍ତ ୮ଟି ଯାକ ବିଧାନସଭା ଆସନରେ ବିଜେପି ବିଜୟ ଲାଭ କରିଥିଲା । ଏଥର ମଧ୍ୟ ସେହିଭଳି ପ୍ରଦର୍ଶନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନ ହେଲା ଆସି ବାରାଣସୀରେ ଡେରା ପକାଇଥିଲେ ।

up election
ୟୁପିରେ ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରୁଛି ପ୍ରଚାର

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଲାଗି ଆଜି ସରୁଛି ପ୍ରଚାର ଅଭିଯାନ । ଆସନ୍ତା ୭ରେ ପଡ଼ିବ ଭୋଟ । ଜି ଜାନ୍ ଲଗାଇ ପ୍ରଚାର କରୁଛନ୍ତି ସବୁ ଦଳର ହେବିୱେଟ୍ ନେତା । କାଶୀରେ ପ୍ରଧାନମନ୍ତ୍ରୀଙ୍କ ହାଇଭୋଲଟେଜ୍ ରାଲ କରିବା ସହ , ମନ୍ଦିର ଦର୍ଶନ ଓ ଚାଏ ପେ ଚର୍ଚ୍ଚା କରିଛନ୍ତି ।

UP Election 2022
ପଞ୍ଜାବ ପରେ କେଜ୍ରିୱାଲଙ୍କ ମିଶନ ୟୁପି ! ଯୋଗୀଙ୍କ ଗଡ଼ ଗୋରଖପୁର ଯାଇ କରିବେ ପ୍ରଚାର

ଆମ୍ ଆଦମୀ ପାର୍ଟିର ମୁଖିଆ ତଥା ଅରବିନ୍ଦ କେଜ୍ରିୱାଲ ଆଜି ଠାରୁ ଆସନ୍ତା ଚାରି ଦିନ ପାଇଁ ୟୁପିରେ ଦଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଏବଂ ସମର୍ଥନ ହାସଲ କରିବାକୁ ଚେଷ୍ଟା କରିବେ ।

UP Groom Casts Vote Ahead Of His Wedding, Says ‘Pehle Matdaan, Uske Baad Sab Kaam'
ବାହାଘର ଛାଡ଼ି ବର ବେଶରେ ଭୋଟ ଦେଲେ ଯୁବକ

ଆଗ ଭୋଟ୍ ତା ପରେ ବୋହୂ । ଉତ୍ତରପ୍ରଦେଶର ମୁଜଫରନଗରରେ ବର ବେଶରେ ଆଜି ଭୋଟ୍ ଦେଇଛନ୍ତି ଜଣେ ଯୁବକ ଅଙ୍କୁର ବଲିଆନ୍ ।

UP Election 2022
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୟୁପିରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଚାଲିବ।

UP CM Yogi Adityanath
ଗୋରଖପୁର ଆସନରୁ ନିର୍ବାଚନ ଲଢିବେ ଯୋଗୀ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୋଟିଏ ୫୪ ଲକ୍ଷ ଟଙ୍କାର ସମ୍ପତ୍ତି ସହ ଦୁଇଟି ବନ୍ଧୁକ ଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ତାଙ୍କର କୌଣସି ଜମିବାଡ଼ି ନଥିବା, ତାଙ୍କ ନାରେ ଅପରାଧିକ ମାମଲା ନଥିବା ଏବଂ କୌଣସି ଲୋନ୍ ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି।

UP Election
ୟୁପିରେ ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେପିର ଷ୍ଟାର ପ୍ରଚାରକ

କରୋନା କଟକଣା ଥିବାରୁ ଏବେ ବଡ଼ ରାଲି ଓ ସଭା ଉପରେ କଟକଣା ଥିବାରୁ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍‌କୁ ବିଶେଷ ଗୁରୁତ୍ୱ ଦେଇଛନ୍ତି ରାଜନୈତିକ ଦଳ । ବିଜେପିର ଷ୍ଟାର୍ ପ୍ରଚାରକ ଏବେ ନିର୍ବାଚନ ପ୍ରଚାର ମୈଦାନରେ ଓହ୍ଲାଇଛନ୍ତି ।

BJP Releases Star Campaigner For UP Elction
UP Election 2022: ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କଲା ବିଜେପି

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି। ୩୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ପ୍ରଥମରେ ଅଛି।