• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Uttar Pradesh Elections

akhilesh-yadav
ପରାଜୟ ପରେ ଅଖିଳେଶଙ୍କ ବଡ଼ ବୟାନ ! କହିଲେ ବିଜେପି ଖସୁଛି, ସପା ବଢ଼ୁଛି

ବିଜେପିର ସିଟ୍ ତଳକୁ ଖସାଇ ହେବ, ତାହା ଆମେ କରି ଦେଖାଇଛୁ । ଆଗକୁ ଏହା ଆହୁରି ଜାରି ରହିବ । ଗତ ଥର ଅପେକ୍ଷା ଆସନ ସଂଖ୍ୟା ବୃଦ୍ଧି ପାଇବା ଓ ଭୋଟ୍ ହାର ବୃଦ୍ଧି ପାଇଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଲେ ଅଖିଳେଶ । 

Exit Poll
ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର କେଉଁଠି କିଏ ଗଢ଼ିବ ସରକାର ?

ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର କେଉଁଠି କିଏ ଗଢ଼ିବ ସରକାର ? ଏନେଇ ରାଜ୍ୟ ଗୁଡ଼ିକରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟର ବି ଉତ୍ସବର ମାହୋଲ ।

Exit Poll
୫ ରାଜ୍ୟର ଏକଜିଟ୍ ପୋଲ, ବିଜେପି ସପକ୍ଷରେ

ୟୁପିରେ ପୁଣି ଫୁଟିବ କି ପଦ୍ମ ? ରାଜ୍ୟବାସୀଙ୍କ ପାଇଁ ଆଉଥରେ ଉପଯୋଗୀ ହେବେ କି ମୁଖ୍ୟମନ୍ତ୍ରୀ ଯୋଗୀ ? ୫ ରାଜ୍ୟ ନିର୍ବାଚନ ଫଳାଫଳ ପୂର୍ବରୁ ଅଧିକାଂଶ ଏକଜିଟ୍ ପୋଲ ସଂସ୍ଥାର ଆକଳନ ବିଜେପି ସପକ୍ଷରେ ଯିବାରୁ ଉତ୍ସାହରେ ପଦ୍ମ ଦଳ ।

UP Groom Casts Vote Ahead Of His Wedding, Says ‘Pehle Matdaan, Uske Baad Sab Kaam'
ବାହାଘର ଛାଡ଼ି ବର ବେଶରେ ଭୋଟ ଦେଲେ ଯୁବକ

ଆଗ ଭୋଟ୍ ତା ପରେ ବୋହୂ । ଉତ୍ତରପ୍ରଦେଶର ମୁଜଫରନଗରରେ ବର ବେଶରେ ଆଜି ଭୋଟ୍ ଦେଇଛନ୍ତି ଜଣେ ଯୁବକ ଅଙ୍କୁର ବଲିଆନ୍ ।

UP Election 2022
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୟୁପିରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଚାଲିବ।