ତାମିଲନାଡୁର ମାଲାୟାଲାମେଡୁ ନିବାସୀ ଅରବିନ୍ଦ ପେରୁମାଲ । ସେ ପ୍ରଥମ ଜଣେ କୃଷକ ଥିଲେ । ପରିବାର ଚଳାଇବା ପାଇଁ କ୍ଷେତରେ ଦିନରାତି କାମ କରୁଥିଲେ । ହେଲେ ଚାଷ କରିବା ଭିତରେ ପାଠପଢ଼ା ଜାରି ରଖିଥିଲେ