ସେହିପରି ଭାରତୀୟଙ୍କ ଭାବନାକୁ ଆଘାତ ପହଞ୍ଚିଥିବାରୁ ଏସବୁ କଂପାନୀ ନିସର୍ତ୍ତ କ୍ଷମା ମାଗିଛନ୍ତି । ତେବେ ଏହାସତ୍ତ୍ୱେ ବି ଥମିନି କ୍ରୋଧ । ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ଏସବୁ କଂପାନୀଙ୍କୁ ପାନେ ଚଖାଇବାକୁ ଆରମ୍ଭ ହୋଇଛି ଅଭିଯାନ ।