ହାଇକୋର୍ଟଙ୍କ ରାୟ ଅନୁସାରେ ସ୍ତ୍ରୀ ଓ ତୃତୀୟ ବ୍ୟକ୍ତିଙ୍କ ମଧ୍ୟରେ ଫୋନ୍ କଲ୍ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନୁହେଁ । ଏଥି ସହିତ ଉଭୟଙ୍କ ମଧ୍ୟରେ ଚାଲିଥିବା ବ ବୈବାହିକ ମତଭେଦକୁ ଦୃଷ୍ଟିରେ ରଖି ପତ୍ନୀ ତାଙ୍କ ଆଚରଣରେ ଅଧିକ ଯତ୍ନବାନ ହେବା ଉଚିତ